Ollywood

Barsha ଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ ଆଣିଲେ Anubhav Mohanty କାନ୍ଦିଲେ ବର୍ଷା ଦେଖନ୍ତୁ ଅଭିଯୋଗ ଟି କଣ

ଅନୁଭବ ବର୍ଷା ବର୍ତ୍ତମାନ୍ ଅଲଗା ରହୁଥିବା ବେଳେ ଦୁହେଁ କିଛି ନା କିଛି ବିଷୟରେ ଚର୍ଚ୍ଚା ରେ ଥାନ୍ତି । ଦୁହେଁ ଦୁହିଁଙ୍କ ନାଁ ରେ ଅଭିଯୋଗ ଆଣିବାକୁ କେବେ ପଛାନ୍ତି ନାହିଁ । ଏ ସବୁ ସେବେ ହେବାରେ ଲାଗିଛି ଯେବେଠୁ ଦୁହେଁ ଅଲଗା ହୋଇଚନ୍ତି ।

ତେବେ ବର୍ତ୍ତମାନ୍ ଦୁହିଁଙ୍କ ବିଷୟରେ ମିଳିଛି ବଡ ସୂଚନା । ଅନୁଭବ ବର୍ଷା ଙ୍କ ନାଁ ରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଅନୁଭବ ଙ୍କ ଅଭିଯୋଗ ଅନୁସାରେ ବର୍ଷା ଜାଲ କାଗଜ ରେ ତାଙ୍କ ପାସପୋର୍ଟ ବନେଇଛନ୍ତି ।

ବର୍ଷା ଙ୍କ ମେଟ୍ରିକ୍ ଏବଂ ଯୁକ୍ତ ୨ କାଗଜ ପତ୍ର ସବୁ ନକଲି ତେଣୁକରି ଏହା ଉପରେ ତଦନ୍ତ କରାଯାଉ ବୋଲି କହିଛନ୍ତି ଅନୁଭବ ମହାନ୍ତି ।

ବର୍ଷା ଙ୍କ ଉପରେ ବାରମ୍ବାର ଅଭିଯୋଗ ଆଣିଥିବା ହେତୁ ଅନୁଭବ ତାଙ୍କ ଉପରେ ଜାଣି ଜାଣି ଅଭିଯୋଗ ଆଣୁଛନ୍ତି ବୋଲି କହିଛନ୍ତି ବର୍ଷା ଙ୍କ ଫ୍ୟାନ ମାନେ । ତେବେ ଏହି ସମ୍ପର୍କରେ ଆପଣଙ୍କ ମତାମତ କଣ ନିଶ୍ଚିନ୍ତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *