ଅନ୍ଧାରୁଆ ଘରେ ଛାତ୍ରୀଙ୍କୁ ନେଇ ଖେଳ କରୁଥିଲା ଟ୍ୟୁସନ୍ ସାର, ଗାଆଁ ଲୋକ ଧରି ପଛ ପଟେ ପୁରାଇ ଦେଲେ କିଳା…

 

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଶିକ୍ଷକ ମାନେ ହେଉଛନ୍ତି ଆମ ସମାଜ ପାଇଁ ଏକ ବହୁତ ବଡ ଈଶ୍ୱର ଙ୍କ ଦାନ।ଭବିଷ୍ୟତ ର ନାଗରିକ ମାନଙ୍କୁ ଗଢି ତୋଳିବା ସେମାନଙ୍କର ସବୁବେଳେ ଲକ୍ଷ ଥାଏ।

ହେଲେ ବର୍ତ୍ତମାନ ର ଶିକ୍ଷକ ମାନେ ସେହି ଲକ୍ଷ କୁ ଭୁଲି ଯାଉଛନ୍ତି।ନିଜ ମନ ର ଇଛା କୁ ପୂରଣ କରିବା ପାଇଁ ସେମାନେ ଯେ କୌଣସି ସ୍ତର କୁ ଖସି ଯାଇଛନ୍ତି।ସେହି ଭଳି ଜଣେ ଶିକ୍ଷକ ନିଜ ଛାତ୍ରୀ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ଧରା ପଡ଼ିବା ପରେ ସମସ୍ତଙ୍କ ସମ୍ମୁଖ ରେ ବନ୍ଧା ହୋଇ ମାଡ ଖାଇଛନ୍ତି।

ସୂଚନା ଅନୁସାରେ ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ବି ବ୍ରହ୍ମପୁର ଗାଁ ରେ।ସେଠାରେ ଥିବା ସ୍କୁଲ ରେ ନବମ ଶ୍ରେଣୀ ରେ ପାଠ ପଢ଼ୁ ଥିବା ଗୋଟିଏ ଝିଅ କୁ ପ୍ରେମ କରି ବସିଥିଲେ ସେହି ସ୍କୁଲ ର ଶିକ୍ଷକ।

ଶେଷ ରେ ଶିକ୍ଷକ ଜଣକ ଧରା ପଡ଼ିବା ପରେ ତାଙ୍କୁ ଗ୍ରାମ ର ଲୋକ ମାନେ ଗୋଟିଏ ଗଛ ରେ ବାନ୍ଧି ପକାଇ ଥିଲେ।ଏହା ପରେ ତାଙ୍କୁ ଖୁବ୍ ପିଟି ଥିଲେ।ଝିଅ ଟି ଶିକ୍ଷକ ଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଛି।ହେଲେ ତାର ପରିବାର ଲୋକେ ଏଥିରେ ରାଜି ନାହାନ୍ତି।

ଯେ କେହି ବି ପ୍ରଥମେ ଏ ବିଷୟ ରେ ଶୁଣିଛି ସେ ଆଶ୍ଚର୍ଯ୍ୟ ହୋଇ ଯାଇଚି।ଜଣେ ଶିକ୍ଷକ ଙ୍କ ର ଏଭଳି କାର୍ଯ୍ୟ କୁ ସେମାନେ ନିନ୍ଦା କରିଛନ୍ତି।ଗତ ଶନିବାର ଦିନ ବିଦ୍ୟାଳୟ ଜଲଦି ରେ ଛୁଟି ହୋଇ ଯାଇଥିଲା।

ଏହି ସମୟ ରେ ନା-ବା-ଳି-କା ଜଣକ ଘର କୁ ଫେରି ଆସି କହିଥିଲେ କି ସେ ଆଜି ଜଲଦି ଟ୍ୟୁସନ୍ ଯିବେ।ପାଠ ବହୁତ ଅଛି।ଜଲଦି ପଳାଇ ଆସିବେ।ହେଲେ ସେ ବହୁତ ସମୟ ପର୍ଯ୍ୟନ୍ତ ଘର କୁ ଫେରି ନ ଥିଲେ।ଯାହା ଫଳ ରେ ନା-ବା-ଳି-କା ଙ୍କ ବାପା ତାଙ୍କୁ ଖୋଜିବା ପାଇଁ ବାହାରକୁ ଯାଇଥିଲେ।

କିନ୍ତୁ ତାଙ୍କ ଝିଅ ଟ୍ୟୁସନ୍ ରେ ନ ଥିଲା।ଏହା ପରେ ତାଙ୍କ ବାପା ସବୁଠାରେ ଖୋଜି ଥିଲେ।କିଛି ଲୋକେ କହିଥିଲେ କି ତାଙ୍କ ଝିଅ ସେହି ଶିକ୍ଷକ ଙ୍କ ଘର କୁ ଯାଇଛନ୍ତି।ଏହା ପରେ ଝିଅ ରେ ବାପା ଶିକ୍ଷକ ଙ୍କ ଘର କୁ ଯାଇଥିଲେ।ସେଠାରେ ସେ ଯାହା ଦେଖିଲେ ତାହାକୁ ବିଶ୍ଵାସ କରି ପାରିଲେ ନାହି।

ନିଜ ଝିଅ ଜିଦ୍ ଧରି ଥିଲା ତାଙ୍କୁ ବିବାହ କରିବ ବୋଲି।ଏହା ପରେ ଶିକ୍ଷକ ଙ୍କୁ ରାସ୍ତା କୁ ଆଣି ଲୋକ ଙ୍କ ସମ୍ମୁଖ ରେ ବାନ୍ଧି ଖୁବ୍ ପିଟି ଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିକ୍ଷକ ଙ୍କୁ ଉଦ୍ଧାର କରିଥିଲେ।ଓ ଗିରଫ କରି ଥାନା କୁ ନେଇ ଯାଇଥିଲେ।

Leave a Comment