special riport

ପ୍ରେମିକ ସହ ଲୁଚି ଲୁଚି ଖେଳ କରୁଥିଲା ସ୍ତ୍ରୀ,ସ୍ୱାମୀ ଦେଖି ଦେବାରୁ ଜୀବନରୁ ମାରିଦେଲା ରାକ୍ଷସୀ ସ୍ତ୍ରୀ!!

 

ନମସ୍କାର ପାଠକ ବନ୍ଧୁ।ପ୍ରେମିକ ସହିତ ମିଶି ନିଜ ସ୍ଵାମୀ କୁ ମା-ରି-ଦେ-ଲା ସ୍ତ୍ରୀ। ଯାହାକୁ ବେଦୀ ରେ ବସି ବିବାହ କରିଥିଲା ଶେଷ ରେ ତାକୁ ହିଁ ନିଜ ହାତ ରେ ମା-ରି-ଦେ-ଲା।ଯେ କେହି ବି ଏହି ଘଟଣା ବିଷୟରେ ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଇଛି।

ଜଣେ ସ୍ତ୍ରୀ ହୋଇ କିଭଳି ନିଜ ସ୍ଵାମୀ କୁ ମାରି ପାରିଲା।ନିଜ ପୁରୁଣା ପ୍ରେମିକ କୁ ପାଇବା ପାଇଁ ସ୍ତ୍ରୀ ପାଗଳ ହୋଇ ସାରିଥିଲା।ନିଜ ରାସ୍ତା ରୁ କଣ୍ଟା କୁ ଦୂର କରିବା ପାଇଁ ନିଜ ସ୍ଵାମୀ କୁ ନିଜ ହାତ ରେ ମାରିଦେଲା।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ର ଚୌଦ୍ବାର ଥାନା ଅଞ୍ଚଳ ରେ।ଏଠାରେ ନିଶ୍ଚଳ ମହାପାତ୍ର ନାମକ ଜଣେ ବ୍ୟକ୍ତି କିଛି ଦିନ ତଳେ ବିବାହ କରିଥିଲେ।ବିବାହ ପରେ ସବୁ କିଛି ଠିକ୍ ଥିଲା।ହେଲେ ନିଶ୍ଚଳ ଙ୍କ ପତ୍ନୀ ନିଜ ପୁରୁଣା ପ୍ରେମ କୁ ଭୁଲି ପାରୁ ନ ଥିଲେ।

ସେଥିପାଇଁ ସେ ନିଜ ପ୍ରେମିକ କୁ ସବୁଦିନ ଘର କୁ ଡାକୁଥିଲେ।ଯେତେବେଳେ ନିଶ୍ଚଳ କାମ କୁ ବାହାରି ଯାଉଥିଲେ।ସେତେବେଳେ ଘରେ କାହାରି ନ ଥିବାର ସୁଯୋଗ ନେଇ ସେ ଘର କୁ ନିଜ ପ୍ରେମିକ କୁ ଡକାଇ ଥିଲେ।

ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ପ୍ରଥମେ ପ୍ରଥମେ ନିଶ୍ଚଳ ଏ କଥା କୁ ନେଇ ସନ୍ଦେହ କରୁଥିଲେ।ହେଲେ ହଟାତ ଦିନେ ନିଜ ସ୍ତ୍ରୀ କୁ ପର ପୁରୁଷ ସହିତ ନିଜ ଖଟ ରେ ଶୋଇ ଥିବାର ସେ ଦେଖିଲେ।ଏହା ପରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଝଗଡ଼ା ହେଲା।

ତାଙ୍କ ପୁରୁଷ ପ୍ରେମିକ ଓ ସ୍ତ୍ରୀ ମିଶି ଶେଷ ରେ ନିଶ୍ଚଳ ଙ୍କ ବେକ ଚିପି ହ-ତ୍ୟା କଲେ।ତାଙ୍କ ଶବ କୁ ଜଙ୍ଗଲ କୁ ନେଇ ପୋଡ଼ି ପକାଇ ଥିଲେ।ଗାଁ ଲୋକ ମାନେ ଅର୍ଦ୍ଧ ଶରୀର କୁ ଦେଖି ପୋଲିସ କୁ ଖବର ଦେଇଥିଲେ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।ତାଙ୍କ ପତ୍ନୀ କହିଥିଲେ କି ନିଶ୍ଚଳ ଆ-ତ୍ମ-ହ-ତ୍ୟା କରିଛି।କିନ୍ତୁ ନିଶ୍ଚଳ ଙ୍କ ପରିବାର ଲୋକେ ଏହାକୁ ମାନି ନ ଥିଲେ।ସେମାନେ ଥାନା ରେ ପୁଣି ଥରେ ଅଭିଯୋଗ କଲେ।

ଏହା ପରେ ପୋଲିସ ଘଟଣା ସମ୍ପର୍କ ରେ ତଦନ୍ତ କରି ଜାଣିବାକୁ ପାଇଥିଲା କି ତାଙ୍କ ପତ୍ନୀ ଓ ପୁରୁଣା ପ୍ରେମିକ ମିଶି ନିଶ୍ଚଳ କୁ ହ-ତ୍ୟା କରିଛନ୍ତି।ପୋଲିସ ଏବେ ଉଭୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *