Special Report

ସାମାନ୍ୟ ଜମି ପାଇଁ ରାକ୍ଷସ ପାଲଟିଲା ଦାଦା,ନିଜ ପୁତୁରାକୁ କଲବଲ କରି ମାରିଲା!!

 

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ଦାଦା ର ଟାଙ୍ଗିଆ ଚୋଟ ଜୀବନ ହାରି ଦେଲା ପୁତୁରା।ପିଲା ଟି ବାଲ ରୁ ଯାହାକୁ ଦିନେ ସ୍ନେହ ଆଦର ଦେଇ ବଡ କରିଥିଲା।ଶେଷ ରେ ତାକୁ ନିଜ ହାତ ରେ ମା-ରି-ଦେ-ଲା ଦାଦା।

ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ସଦର ଥାନା ଅଞ୍ଚଳ ରେ।ଏଠାରେ ଜଣେ ବ୍ୟକ୍ତି ଙ୍କୁ ତାଙ୍କ ନିଜ ଦାଦା ଟାଙ୍ଗିଆ ଚୋ-ଟ ରେ ହ-ତ୍ୟା କରିଚି।ଯାହାକି ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।ଏହାକୁ କେହି ବିଶ୍ବାସ କରି ପାରୁ ନାହାଁନ୍ତି।

ସୂଚନା ଅନୁସାରେ ସେହି ଗାଁ ରେ ରହୁଥିଲେ ଭାସ୍କର ନାମକ ଜଣେ ବ୍ୟକ୍ତି।ସେ ବିବାହିତ ଥିଲେ।ତାଙ୍କର ଦୁଇଟି ପୁଅ ଓ ଝିଅ ମଧ୍ୟ ରହିଛି।ସବୁ ଦିନ ପରି ଟାଙ୍ଗିଆ ଧରି ବିଲ କାମ କରିବା ପାଇଁ ବାହାରି ଯାଇଥିଲେ ଭାସ୍କର।ହେଲେ ଆଉ ଘର କୁ ଫେରି ନ ଥିଲେ।

କିଛି ସମୟ ପରେ ତାଙ୍କ ଝିଅ ବାପା ଙ୍କୁ ଖୋଜିବା ପାଇଁ ବାହାରକୁ ଯାଇ ଥିଲା।ହେଲେ ତାର ବାପା ଙ୍କୁ ସେ ପାଇ ନ ଥିଲା।କିଛି ସମୟ ପରେ ଗାଁ ର ଲୋକ ମାନେ ଖବର ଦେଇଥିଲେ କି ଭାସ୍କର କୁ ହ-ତ୍ୟା କରା ଯାଇଚି।

ଏହାକୁ ଶୁଣି ତାର ସ୍ତ୍ରୀ ପ୍ରଥମେ ନିଜକୁ ସମ୍ଭାଳି ପାରି ନ ଥିଲା।ଭାସ୍କର ର ନିଜ ଦାଦା ତାକୁ ମାରି ଦେଇଥିଲା।ଦାଦା ଶୋଭା ଭାସ୍କର କୁ ଖୁବ୍ ପିଲା ବେଳୁ ଖୁବ୍ ଭଲ ପାଉଥିଲା।ହେଲେ ସାମାନ୍ୟ ଜମି ବାଡ଼ି ପାଇଁ ସେ ନିଜ ର ପୁତୁରା କୁ ବିଲ ରେ ଟାଙ୍ଗିଆ ରେ ମାରି ଦେଇଛି।

ଯେ କେହି ଏ ଘଟଣା ବିଷୟ ରେ ଶୁଣିଛି ବିଶ୍ଵାସ କରି ପାରି ନାହି ।ସମସ୍ତେ ଜାଣି ଥିଲେ ଯେ ଭାସ୍କର ଓ ତାର ଦାଦା ଙ୍କ ର ଭଲ ସମ୍ପର୍କ ରହିଥିଲା।ସେ ଏଭଳି କେବେ ବି କରି ପାରିବେ ନାହିଁ।

ହେଲେ ଏହା ସତ୍ୟ।ଶୋଭା ନାମକ ଜଣେ ବ୍ୟକ୍ତି ତାର ନିଜ ପୁତୁରା କୁ ହ-ତ୍ୟା କରିଛି।ଜମି ବାଡ଼ି କୁ ନେଇ ଶୋଭା ଓ ତାର ଭାଇ ଙ୍କ ର ଅନେକ ଦିନ ରୁ ଝଗଡ଼ା ଚାଲି ଥିଲା।

ସେଥିପାଇଁ ବାପ ର ରାଗ ସୁଝାଇବା ପାଇଁ ତାର ପୁଅ କୁ ମାରିଦେଲା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟାଙ୍ଗିଆ କୁ ଜବତ କରିବ ସହିତ ଅଭିଯୁକ୍ତ ଦାଦା କୁ ମଧ୍ୟ ଗିରଫ କରିଛି।ଓ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *