ମନୋରଞ୍ଜନ

ଶୁଭାଶିଷ ଙ୍କ ଗିରଫ ପରେ ବିଦ୍ୟାଶ୍ରି ହେଲେ ଖୁସି, କହିଲେ ସତ୍ୟ ର ଜୟ ହେଲା..

ଥଣ୍ଡା ପଡିଯାଇଛନ୍ତି ପୋଲିସ ବାବୁ। ତାଙ୍କ ସାମ୍ନାରେ ଗୋଟେ ଝିଅକୁ ଏଭଳି ବାଡିଆ ପିଟା କରୁଛନ୍ତି ଓ ଚୂନ କାଳି ବୋଳା ଯାଉଛି।ତଥାପି ନିଷ୍କ୍ରିୟ ହୋଇପଡିଛନ୍ତି ପୋଲିସ। ନିଜର ନ୍ୟାୟ ପାଇଁ ଆସିଥିଲେ ଶଶୁର ଘରକୁ।ଛାଡ଼ପତ୍ର ପରେ ଜିନିଷ ପତ୍ର ନେବା ପାଇଁ ଆସିଥିଲେ କିନ୍ତୁ ଚୁନକାଳି ମାଡ଼ରେ ଶିକାର ହେଲେ।

ଯଦି ଏଭଳି ଘଟଣା ଘଟି ଚାଲେ ତେବେ ପୋଲିସ ଆଉ ନିୟମ କାନୁନ୍ ଆଇନ୍ ର ବିଧି ବ୍ୟବସ୍ଥା ଉପରୁ ସମସ୍ତଙ୍କ ବିଶ୍ୱାସ ଉଥିଯିବ।ଏହି ଘଟଣା ପୋଲିସ ସାମନାରେ ହୋଇଥିଲା। ଖାକି ପିନ୍ଧିକୀ ବି ନିରବ ଥିଲେ ପୋଲିସମାନେ।ଏମିତି ବ୍ୟବହାର କଲେ ଯେ ବାଧ୍ୟ ହୋଇ ଗାଁ ଛାଡ଼ି ଚାଲିଯାଇଥିଲେ ଯୁବତୀ ଓ ତାଙ୍କ ମା।କାରଣ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ

ଯୁବତୀ କୁ ବିଧାୟକ ଧ୍ରୁବ ସାହୁ କହିଥିଲେ ମୁଁ ୫୦୦ ଭୋଟ ଦେଖିବି ନା ତତେ ଦେଖିବି।କେନ୍ଦ୍ରାପଡ଼ା ଜିଲ୍ଲାର ରାଜ ନଗର ନିର୍ବାଚନ ମଣ୍ଡଳୀ ପଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଞ୍ଚାୟତ ଅନ୍ତର୍ଗତ ବାଲିଆ ଗ୍ରାମର ସଂଯୁକ୍ତା ନାଥ ଓ ତାଙ୍କ ସ୍ବାମୀ ଅଲେଖ ନାଥ।କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ନିକଟକୁ ନ୍ୟାୟ ପାଇଁ ଆସି ନିରାଶ ହୋଇଛନ୍ତି।

ବୁଧୁବାର ମଧ୍ୟାହ୍ନ ରେ ଉପଜିଲ୍ଲାପାଳ ଙ୍କ ଗୋଡ଼ ତଳେ ପଡି ନେହୁରା ମଧ୍ୟ ହୋଇଥିଲେ।୨୯ ଅକ୍ଟୋବର ରେ ସଂଯୁକ୍ତା ତାଙ୍କ ଝିଅ ସ୍ବପ୍ନାରାଣୀ ଙ୍କ ଛାଡ଼ପତ୍ର କେସ କୁ ନେଇ ରାଜନଗର ଥାନାକୁ ଯାଇଥିଲେ।ସଂଯୁକ୍ତା ନ୍ୟାୟ ପାଇବା ପାଇଁ ବିଧାୟକ ଧ୍ରୁବ ସାହୁଙ୍କ ନିକଟକୁ ଯାଇ ଗୁହାରି ମଧ୍ୟ କରିଥିଲେ।ବିଧାୟକ ସଂଯୁକ୍ତା ଙ୍କୁ ଦୁ-ର୍ବ୍ୟ-ବ-ହା-ର କରିଥିବାର ଅଭିଯୋଗ ଆସିଛି।

Leave a Reply

Your email address will not be published. Required fields are marked *