ରାଜ୍ୟ ଖବର

ରାନୁ ମଣ୍ଡଳ ଙ୍କ ନୂଆ ଗୀତ ଶୁଣି ଅମିତାଭ କଲେ ର-କ୍ତ ବା-ନ୍ତି.. ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଆପଣ ତ ଜାଣିଥିବେ ରାନୁ ମଣ୍ଡଳ ଙ୍କୁ, ବିଗତ ୨ ବର୍ଷ ଆଗରୁ ବସଷ୍ଟାଣ୍ଡ ରେ ଗାଉଥିବା ବେଳେ ତାଙ୍କ ଭିଡିଓ ଖୁବ୍ ଭାଇରାଲ ହେଇଥିଲା ଆଉ ତାଙ୍କୁ ଫିଲ୍ମ ରେ ହିମେଶ ରେଶ୍ମିଆ ଙ୍କ ସହ ଗୀତ ଗାଇବାକୁ ବି ସୁଯୋଗ ଦିଆ ଯାଇଥିଲା

ହୀମେଶ ତାଙ୍କୁ ନିଜ ଫିଲ୍ମ ରେ ହେବାର ସୁଯୋଗ ଦେଇଥିଲେ, ଆଉ ସେ ଗୀତ ବି ଖୁବ୍ ହିଟ ହେଇଥିଲା କିନ୍ତୁ ରାନୁ ଙ୍କ ଭାଗ୍ୟ ଯେତେ ଜଲ୍ଦୀ ଉପରକୁ ଉଠିଥିଲା ସେତେ ଜଲ୍ଦୀ ପୁଣି ତଳକୁ ଖସିବା ଲାଗିଲା, କାରଣ ଏଇ ଲକ ଡାଉନ୍ ରେ ତାଙ୍କ ବେପାର ପୁରା ମାନ୍ଦା ହେଇଯାଇଛି

ତାଙ୍କୁ ଅଫର ମିଳିବା ତ ଦୁରେ ଥାଉ ତାଙ୍କ କଥା ଏବେ ଆଉ କେହି ଦେଖାଉ ନାହାନ୍ତି, ତେବେ ସେ ନିଜକୁ ଲୋକ ଙ୍କ ମଝିରେ ଲୋକ ପ୍ରିୟ କରିବାକୁ କେତେବେଳେ ବଚପନ୍ କା ପ୍ୟାର ଗୀତ ଆଉ କେବେ ମନିକେ ମାଗେ ହିତେ ଗୀତ ଗାଇ ପୁଣି ଲୋକ ଲୋଚନ କୁ ଆସିବାକୁ ବିଫଳ ଚେଷ୍ଟା କରୁଛନ୍ତି ହେଲେ ଓଲଟା ନିଜର ମାଜାକ୍ ବନାଉଛନ୍ତି ।

ନିକଟ ରେ ସେ ଗାଇଥିବା ମାନିକେ ମାଗେ ହିତେ ଗୀତ କୁ ନେଇ ଏବେ ମିମ୍ ବନା ଯାଉଚି ଯାହା ଆପଣ ବି ଦେଖିଲେ ହସିବେ, ସୂର୍ୟ ବଂଶମ ଚଳଚ୍ଚିତ୍ର ର ସେଇ ସିନ କୁ ଲଗେଇ ତାଙ୍କ ଭିଡିଓ ଭାଇ ରାଲ କରାଯାଉଛି ଯାହା ଖୁବ୍ ଲୋକ ପ୍ରିୟ ହୋଇପାରିଛି , ଦେଖନ୍ତୁ ସେଇ ଭିଡ଼ିଓ

ତେବେ ଏଇ ଭିଡିଓ ଏବେ ୩ ଲକ୍ଷ ଲୋକ ଦେଖିଛନ୍ତି ଆଉ 200 ଜଣ ସେୟାର କରିଛନ୍ତି, ଆପଣ ଙ୍କୁ ଏହି ଭିଡିଓ କିପରି ଲାଗିଲା ଆମକୁ ନିଶ୍ଚୟ କମେଣ୍ଟ କରି ଜଣାଇବେ

Leave a Reply

Your email address will not be published. Required fields are marked *