ଓଡ଼ିଶା ର ସବୁ ମନ୍ତ୍ରୀ ମହାନ୍, ୧୦୦ ରୁ ୯୯ ବେଇମାନ, ଯେତିକି ବୁଦ୍ଧି ଅପରାଧ କରି ପ୍ରମାଣ ଲୁଚାଇବାକୁ ଲଗାଉଛ , ୧ ପ୍ରତିଶତ ଜନତା ଉନ୍ନତି ରେ ଲଗାଉନ…

ସରକାର ଙ୍କ ହାବଭାବ କିଛି ଠିକ୍ ଲାଗୁନି, ମନା ଇଚ୍ଛା ନ୍ୟାୟ ଦେଉଛନ୍ତି ଆଉ କେତେବେଳେ କାହାକୁ ନିର୍ଦ୍ଦୋଷ ଆଉ କେତେବେଳେ କାହାକୁ ଦୋଷୀ କହି, ଠିକ୍ ୨ ବର୍ଷ ଆଗରୁ ଆଦିତ୍ୟ ଦାସ ଙ୍କ ରହସ୍ୟମୟ ମୃତ୍ୟୁ ଏଯାବତ୍ ସନ୍ଦେହ ଘେରରେ ଅଛି , ତାପରେ ପରେ ACF ସୌମ୍ୟ ରଂଜନ ଙ୍କ ମୃତ୍ୟୁ, ତା ଭିତରେ କିଛି ମୃତ୍ୟୁ ଏମିତି ଅଛି ଯାହା ମିଡ଼ିଆ ସାମ୍ନା କୁ ଆସିନି ହେଲେ ବି ତାହା ଘଟି ଯାଇଛି

ଏହା ଆଗରୁ ବେବିନା, ଇତିଶ୍ରୀ, ପରି, ଆଉ ଅନେକ ନାଆଁ ଯେଉଁମାନେ ଅନ୍ୟାୟ ର ଶିକାର ହେଇ ମରିଛନ୍ତି , ଯାହା ସରକାର ଙ୍କ ଅପାରଗତା କୁ ସ୍ପଷ୍ଟ କରୁଛି,

ତେବେ ଯାହା ଜଣ ପଡୁଛ ୨୫ ବର୍ଷ ଶାସନ ରେ ଓଡ଼ିଶା ର ମନ୍ତ୍ରୀ ନିଜକୁ ସବୁ ଭଗବାନ୍ ଭାବି ସାରିଛନ୍ତି, ବେବିନା ,ଇତିଶ୍ରୀ, ସୌମ୍ୟ, ଆଦିତ୍ୟ ଏସବୁ ଙ୍କ କେସ ଏମିତି ଚାପି ଦିଆ ଗଲା ଯେପରି ସତରେ କିଛି ହେଇନି,

ଏହାପଛରେ ବଡ ବଡ଼ ରାଜନୈତିକ ମୁଣ୍ଡି ମାନେ ରହି ଅପରାଧ କୁ ଏମିତି ଚାଲାଖ ଭାବେ ପରିଚାଳନା କରୁଛନ୍ତି ଯେ ସେମାନେ ଭାବୁଛନ୍ତି ଆମେ ଜନତା କିଛି ଜାଣିପାରିବୁ ନାହିଁ

ହେଲେ ଯେମିତି ରାତି ର ଅନ୍ଧକାର ପରେ ସକାଳ ଆସେ ସେମିତି ନିଶ୍ଚୟ ସେମିତି ଏଇ ଭ୍ରଷ୍ଟ ରାଜନେତା ଙ୍କ ସମୟ ଆସିବ, ଓଡ଼ିଶା ର ଲୋକ ମାନେ କେମିତି କେଜାଣି ବାର ବାର ଏମାନଙ୍କୁ ଭୋଟ ଦେଇ ଜିତାଉଛନ୍ତି ତାହା ସତରେ ଆଶ୍ଚର୍ୟ୍ଯ ର ବିଷୟ,

ବାପା ମଲେ ପୁଅ ଜିତିବ ଆଉ ପୁଅ ମଲେ ନାତି, ସତରେ ଓଡ଼ିଶା ର ଭୋଟ ଆଉ ଓଡ଼ିଶା ର ଲୋକଙ୍କ ଚିନ୍ତାଧାରା ଏବେ ବି ନିମ୍ନଗାମୀ ହୋଇକି ଅଛି, ଓଡ଼ିଶା ର ମନ୍ତ୍ରୀ ମହାନ୍ ଆଉ ୧୦୦ ରୁ ୯୯ ବେଇମାନ୍

ଗୋବିନ୍ଦ ସାହୁ ଯିଏ ମମିତା କେସ ର ମୁଖ୍ୟ ଦୋଷୀ ସେ ଦୋଷୀ ନୁହେଁ ଦଲାଲ, ସେ ଝିଅ ଯୋଗାଉଥିବା ଗୋଟେ ଦଲାଲ , ମନ୍ତ୍ରୀ ଙ୍କ ବେଡ୍ ଗରମ କରିବାକୁ ନିରୀହ କଲେଜ ପଢୁଆ ଝିଅ ଙ୍କୁ ମାର୍କ ଲୋଭ ଦେଖାଇ ତଥା ଅନ୍ୟାନ୍ୟ ପ୍ରଲୋଭନ ଦେଖାଇ ସେ କରିଥିବା ସିକ୍ରେଟ ରୁମ୍ ରେ ନେଇ ଉପଭୋଗ କରେ ଆଉ କିଏ ଜାଣିଛି କେଉଁ କେଉଁ ନେତା ମନ୍ତ୍ରୀ ଙ୍କୁ ବି ଭୋଗ ଲଗାଏ

ତେବେ ଗୋବିନ୍ଦ କୁ ରାସ୍ତା ରୁ ସଫା କରିଦିଆ ଯାଇ ପାରେ କାରଣ ଗୋବିନ୍ଦ ହିଁ ଜାଣିଚି ସବୁ, ତାକୁ ମିଛ ଏନ୍ କାଉଣ୍ଟର କରି ରାସ୍ତା ରୁ ହଟେଇ ଦେଲେ ମନ୍ତ୍ରୀ ମାନେ ବି ବଞ୍ଚିଯିବେ ଆଉ ଓଡ଼ିଶା ଲୋକ ଙ୍କୁ ବି ବୋକା ବନେଇ ହେବ, ହେଲେ ଭଗବାନ୍ ଦେଖୁଛନ୍ତି, ନ୍ୟାୟ ତ ହେଇକି ରହିବ, ଆଜି ନହେଲେ କାଲି,

ସମସ୍ତ ଓଡ଼ିଶାବାସୀ ଏଇ ପୋଷ୍ଟ ସେୟାର କରନ୍ତୁ, ସେୟାର କରି ଆମ ସହ ଯୋଡ଼ି ହୁଅନ୍ତୁ, ଆପଣ ମାନେ ଯୋଡ଼ି ହେଲେ ହିଁ ପ୍ରତିବାଦ ର ସ୍ୱର ଟାଣ ହେବ, ଜୟ ଜଗନ୍ନାଥ

Leave a Comment

Your email address will not be published. Required fields are marked *

Scroll to Top