ରାଜ୍ୟ ଖବର

ସ୍ଵାମୀ କୁ ଛାଡି ଶଶୁର କୁ ବାହା ହେଲା ବୋହୂ, ସ୍ବାମୀ ବାହାରେ ଚାକିରି କରୁଥିଲା ବେଳେ ଶଶୁର ସହ ପ୍ରେମ…

ଆପଣ ମାନେ ସବୁବେଳେ ବହୁତ କିଛି ଖବର ଶୁଣିବାକୁ ପାଉଥିବେ । ଆପଣ ମଧ୍ୟ ନିଜ ଜୀବନରେ ବହୁତ କିଛି ଘଟଣା ଦେଖିଥିବେ । ବହୁତ କିଛି ଭଲ ଖରାପ ଘଟଣା ସବୁଦିନ ଘଟୁଛି । ବହୁତ କିଛି ଭଲ ଘଟଣା ସବୁ ଶୁଣିଲେ ବହୁତ ଖୁସି ଲାଗେ । ହେଲେ ଯେତେବେଳେ କିଛି ଖରାପ ଘଟଣା ସବୁ ଶୁଣିବାକୁ ମିଳେ ବହୁତ ଖରାପ ମଧ୍ୟ ଲାଗେ ।ତେବେ ଜାଣିବା ଆସ

Sasur k sath shaadi

ସମ୍ପର୍କ ବିଭିନ୍ନ ପ୍ରକାର ର ହୋଇଥାଏ । ସବୁ ସମ୍ପର୍କ ର କିଛି ଅଲଗା ସମ୍ମାନ ରହିଥାଏ । ତେବେ କୁହାଯାଏ ପ୍ରେମ ଅନ୍ଧ । ପ୍ରେମ ଆଗରେ ଭୁଲ ଠିକ ସତ ମିଛ କିଛି ଜଣାପଡେ ନାହିଁ । ହେଲେ ଯେତେବେଳେ ଏହି ପ୍ରେମ ସମ୍ପର୍କ ସବୁ ସୀମା ଟପିଯାଏ ଓ ସମ୍ପର୍କ ର ମର୍ଯ୍ୟାଦା ଭୁଲି ଯାଏ ସେତେବେଳେ ସେହି ପ୍ରେମ ସମ୍ପର୍କ କୁ କଣ କୁହାଯିବ ।

 

ଆପଣ ମାନେ କେବେ ଶୁଣିଛନ୍ତି କି ଶଶୁର ଓ ବୋହୁ ର ବିବାହ । ଆଜ୍ଞା ହଁ କଥା ଟା ଶୁଣିବାକୁ ଖରାପ ଲାଗୁଥିଲେ ମଧ୍ୟ ସେମିତି କିଛି ଘଟିଛି ଆମ ଦେଶ ରେ । ଫାମିଲି କୋର୍ଟ ରେ ଏକାଠି ହୋଇଛନ୍ତି ଶଶୁର ଓ ବୋହୁ । ବୃଦ୍ଧ ଶଶୁର ଓ ତାଙ୍କ ବୋହୁ ପରସ୍ପର କୁ ପ୍ରେମ କରୁଥିଲେ । ଏହି ବ୍ୟକ୍ତି ଙ୍କ ପୁଅ ଜାଣିବା ପରେ ତାଙ୍କ ସ୍ତ୍ରୀ ଅର୍ଥାତ ବ୍ୟକ୍ତି ଙ୍କ ବୋହୁ କୁ ଛାଡପତ୍ର ଦେଇଥିଲା ।

ସେପଟେ ଏହି ବ୍ୟକ୍ତି ମଧ୍ୟ ନିଜ ପତ୍ନୀ ଙ୍କୁ ଛାଡପତ୍ର ଦେଇଥିଲେ ଓ ନିଜ ବୋହୁ କୁ ବିବାହ କରିବା ପାଇଁ କୋର୍ଟ କୁ ବୁଝିବାକୁ ଯାଇଥିଲେ । ତେବେ ଯୁବତୀ ଜଣକ ୨ ଟି ପିଲା ର ମା ମଧ୍ୟ । ଏହି ପରି ଶଶୁର ବୋହୂ ଙ୍କ ବିବାହ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ ..

Leave a Reply

Your email address will not be published. Required fields are marked *