ରାଜ୍ୟ ଖବର

ବାଇକ୍ ରେ ଆସୁଥିବା ଦୁଇ ଯୁବକ ଏଇ ଝିଅ ସହ କରିଦେଲେ ଏମିତି କାମ ଯେ ଆପଣ ବି ଦେଖିଲେ ମୁଣ୍ଡ ଘୁରିଯିବ…

ଗୋଟେ ବାଇକ୍ ଚାଳକ ରୋଡ ଉପରେ ଆସୁଥିଲେ ।ତାଙ୍କ ହାତରେ ଥିବା ଗୋଟିଏ ବ୍ୟାଗଟିକୁ ରୋଡ ସାଇଟ୍ ରେ ପକେଇ ଦେଇ ସେଠୁ ଚାଲିଗଲେ।କିଛି ସମୟ ପରେ ସେହି ବାଟ ଦେଇ ଗୋଟେ ଝିଅଟି ଚାଲି ଚାଲି ଆସିଲା। ଏବଂ ସେହି ବ୍ୟାଗ ଟିକୁ ଝିଅଟି ଦେଖି ଭାବିଲା ଯେ ଏହି ବ୍ୟାଗ୍ ରେ କଣ ଅଛି ଏବଂ ଏହି ବ୍ୟାଗ୍ ଟି କାହାର ହୋଇପାରେ?

ଝିଅଟି ଏପଟ ସେପଟ ହୋଇ ରାସ୍ତା କୁ ଦେଖିଲେ।ସେ ବ୍ୟାଗ ଟିକୁ ଗୋଡ଼ ମାରି ଟିକେ ଘୁଞ୍ଚେଇଦେଇ ଜାଣିବାକୁ ଚାହିଁଲେ ସେଥିରେ କଣ ଅଛି।ତାପରେ ରାସ୍ତା ରେ କେହି ନଥିବାରୁ ବ୍ୟାଗ ର ଚେନ୍ ଖୋଲିଥିଲେ।ସେହି ବ୍ୟାଗ୍ ରୁ ଗୋଟେ ଚକୋଲେଟ ପାଇ ,ଚକୋଲେଟ ଟିକୁ ଖୋଲି ଖାଇଥିଲେ।

 

ଆଉ ଯାହା ବଳକା ରହିଲା ତାକୁ ଝିଅଟି ନିଜ ବ୍ୟାଗ୍ ରେ ରଖିଦେଲେ।ଏବଂ ଆଉ କିଛି ସମୟ ପରେ ସେହି ବ୍ୟାଗଟିକୁ ଆଉ ଥରେ ଚେକ୍ କରିଲେ।ସେହି ବ୍ୟାଗ ରେ ୨ଟି ନୂଆ ମୋବାଇଲ ଫୋନ ବାହାର କରିଥିଲେଏବଂ ନୂଆ ଫୋନ ଦେଖି ଝିଅଟି ଖୁସି ହୋଇଗଲେ ଓ ନିଜ ବ୍ୟାଗ ରେ ରଖିଦେଲେ।

ଏଵଂ ଆଉ ଥରେ ଝିଅଟି ସେ ବ୍ୟାଗ ରେ କଣ ଅଛି ଭାବି ଚେକ୍ କରିଥିଲେ।ଓ ସେଥିରୁ ଗୋଟେ ବାକ୍ସ ବାହାରିଲା।ଯେତେବେଳେ ସେହି ବାକ୍ସ ଟିକୁ ଖୋଲିଲେ ସେଥିରୁ ଗୋଟେ କପଡା ବାହାରିଲା ଆଉ ସେଇ କପଡା ରେ ରକ୍ତ ଲାଗିଥିଲା।ଆଉ ଛୁରୀ ମଧ୍ୟ ଥିଲା।ଏହି ସବୁ ଦେଖି ଝିଅଟି ଡରି ଯାଇ ସେଠୁ ଦୌଡ଼ିକି ପଳେଇଲେ।

Leave a Reply

Your email address will not be published. Required fields are marked *