Special Report

ଅନ୍ଧାର ରାତିରେ ଖଟ ଉପରେ ପ୍ରେମିକ ସହ କରୁଥିଲେ ଖେଳ, ରାତି ଅଧରେ ଭାଙ୍ଗିଗଲା ଖଟ,ଆଉ ତା ପରେ…

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅନେକ ସମୟରେ ଦେଖିବାକୁ ମିଳେ ଯେ ସ୍ୱାମୀ ଥାଉ ଥାଉ ସ୍ତ୍ରୀ ଆଉ ଜଣଙ୍କ ସହ ସମ୍ପର୍କରେ ଥାଏ। ଯାହା ସେମାନଙ୍କ ବୈବାହିକ ଜୀବନକୁ ନଷ୍ଟ କରିଦିଏ।

ଯେତେବେଳେ ସ୍ୱାମୀ ର ସ୍ତ୍ରୀ ଉପରୁ ବା ସ୍ତ୍ରୀର ସ୍ୱାମୀ ଉପରୁ ବିଶ୍ୱାସ ଉଠିଯାଏ ସେତେବେଳେ ଅନେକ ଚେଷ୍ଟା ପରେ ମଧ୍ୟ ସେହି ବିଶ୍ୱାସ ଫେରି ଆସିବା କଷ୍ଟକର ହୋଇପଡେ। ହେଲେ କିଛି ଏପରି ଲୋକ ଅଛନ୍ତି ଯେଉଁ ମାନେ ଜାଣିଶୁଣି ଏପରି କରନ୍ତି।

ଯାହା ଭବିଷ୍ୟତରେ ପ୍ରେମ ପ୍ରତାରଣାର ରୁପ ନିଏ। ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ କେବେ ନା କେବେ ନିଶ୍ଚୟ ପ୍ରେମ କରିଥିବେ। ଆମ ହିନ୍ଦୁ ଧର୍ମରେ ପ୍ରେମ ବିବାହ ପୂର୍ବରୁ କରିବା ସାଧାରଣ ଅଟେ ହେଲେ ବିବାହ ପରେ ଯଦି

କୌଣସି ମହିଳା ଅନ୍ୟ କାହାକୁ ପ୍ରେମ କରେ ତା ହେଲେ ତାକୁ ଚରିତ୍ରହୀନ କୁହାଯାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ୍ ହେଉଛି। ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ।

ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ପ୍ରେମକକୁ ଡାକିଥିଲେ ସ୍ତ୍ରୀ ହେଲେ ଧରା ପଡିଗଲେ ସ୍ଵାମୀ ହାତରେ। ସ୍ତ୍ରୀ ଘରେ ଏକା ଥିବା ବେଳେ ନିଜ ପ୍ରେମିକକୁ ଡାକି ଥିଲା।

ଉଭୟ ଶା-ରୀ-ରି-କ ସମ୍ପର୍କ ରଖୁଥିବା ବେଳେ ଘରକୁ ସ୍ଵାମୀ ଆସିଯାଇଥିଲେ। ଏହା ପରେ ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳକୁ ଆସିଥିଲେ ଓ ଏହି ଘଟଣା ବିଷୟରେ ଜାଣି ସେମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେହି ସ୍ଥାନରେ ଥିବା ସମସ୍ତ ଲୋକ ଏହି ଘଟଣାର ଭିଡିଓ କରିଥିଲେ। ପ୍ରେମିକ ଓ ସ୍ତ୍ରୀ ମୁଣ୍ଡ ନୂଆଇ ଛିଡା ହୋଇଥିଲେ। ଯୁବକ ଜଣକ ସେହି ସ୍ଥାନରୁ ଚମ୍ପଟ ମାରିବା ପାଇଁ ଚେଷ୍ଟା କରୁଥିଲେ

https://youtu.be/35GkeLbrW24?si=Hrsipto-Y9_TcDqg

ହେଲେ ସେ ନିଜ କାର୍ଯ୍ୟରେ ଅସଫଳ ହୋଇଥିଲେ। ବର୍ତ୍ତମାନ ଏହି ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବଂ ସମସ୍ତ ଲୋକ ଏହି ଘଟଣାକୁ ନେଇ ଖୁବ୍ ନିନ୍ଦା କରୁଛନ୍ତି।

Leave a Reply

Your email address will not be published. Required fields are marked *