ଭାଇରାଲ ଭିଡିଓ

ଓଁ ନମଃ ଶିବାୟ – ଯେତେବେଳେ ୨୦ ଦିନର ଶିଶୁ କୁ ନଦୀରେ ବଞ୍ଚାଇଲେ ଶେଷନାଗ ସେତେବେଳେ ଘଟିଲା ଏମିତି ଆଶ୍ଚର୍ଯ୍ୟକର ଘଟଣା

ଦୁନିଆରେ ସବୁବେଳେ କିଛି ନା କିଛି ଅଜବ ଘଟଣା ଘଟିଥାଏ।ବିହାରରେ କିଛି ପିଲା ନଦୀରେ ଗାଧେଇ ବାକୁ ଯାଇଥିଲେ।ସେମାନେ ଗାଧଉଥିଲା ବେଳେ ଭିଡିଓ କରୁଥିଲେ।ଯେଉଁ ପିଲା ଭିଡିଓ କରୁଥିଲେ ସେ ଗୋଟେ ଅଜବ ଘଟଣା ଦେଖିଲେ।ଯାହା ଦେଖି ସେ ପିଲାଟି ଆଶ୍ଚଜ୍ୟ ହୋଇଗଲେ।

ସେହି ଦୃଶ୍ୟ ଟି ଭିଡିଓ କରିସାରି ପୋଷ୍ଟ କରିଦେଲେ।ଯେତେବେଳେ ଭିଡିଓ ଟି ଭାଇ ରାଲ ହେଲା ବିହାରରେ ସେହି ବିଷୟରେ ଚର୍ଚ୍ଚା ହେବାରେ ଲାଗିଲା।ବିହାର ରେ ଗୋଟେ ପରିବାର ରହୁଥିଲେ।ଦାମିନି ନାମକ ଜଣେ ମହିଳା ରହୁଥିଲେ।ସେ ଭଗବାନ ଶିବଙ୍କ ଝିଅ ମନଷା ଦେବୀ ଙ୍କ ପରମ ଭକ୍ତ ଥିଲେ।

ତାଙ୍କର ବାହାଘର ହୋଇଗଲା।ଏବଂ ତାଙ୍କର ଗୋଟେ ଝିଅ ଟେ ହେଲା।ଯେମିତି ଦେଖିଲେ ଲାଗିଲା ସତରେ ମନଷା ଦେବି ହିଁ ଜନ୍ମ ହୋଇଛନ୍ତି।ଛୁଆଙ୍କର ନାମକରଣ ଗଙ୍ଗା ନଦୀ ରେ କରନ୍ତି।ସେଠିକି ନେଲେ ଏବଂ ନାମକରଣ ହେଲା।ତାପରେ ଗୋଟେ ଟୋକେଇ ରେ ପୁରେଇ ଛୁଆଙ୍କୁ ଭସେଇ ଦିଅନ୍ତି।

ଯେତେବେଳେ ନଦୀ ଭିତରକୁ ନେଇଛନ୍ତି ତାଙ୍କ ସ୍ବାମୀଙ୍କ ଗୋଡ଼ ଖସିଗଲା।ଯେତେ ଅଟକେଇ ବାକୁ ଚେଷ୍ଟା କରିଲେ କିନ୍ତୁ ଟୋକେଇ ଟି ଭାସିଗଲା।ତାପରେ ସେଠି ଯେଉଁ ପିଲା ଭିଡିଓ କରୁଥିଲେ ସେ ଦେଖିଲା ଯେ ସାପ ମାନେ ଟୋକେଇ ଚାରିପଟେ ଘେରି ହୋଇଛନ୍ତି।ତାପରେ ପିଲାଟି କୁ ଛାଡ଼ିଦେଇ ସାପମାନେ ପାଣିରେ କେଉଁଠି ଲୁଚି ଗଲେ।

Leave a Reply

Your email address will not be published. Required fields are marked *