ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ!! ମାର୍ଗଶିର ମାସ ଶେଷ ଗୁରୁବାର ମାଣବସାରେ ସ୍ୱାମୀ ସହ ସ୍ତ୍ରୀ କଲା ଏମିତି…

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାର ଖବର ଆପଣମାନେ ଜାଣିବାକୁ ପାଉଥିବେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ସ୍ୱାମୀ ଘରେ ଶୋଇଥିବା ସମୟରେ ସ୍ତ୍ରୀ ଏବଂ ସମ୍ପର୍କୀୟ ଶଳା ଆସି ଘରେ ପସି ସ୍ବାମୀକୁ ବାଡେଇ ଲହୁଲୁହାଣ କରିଦେଇଥିଲେ।

ମୁଣ୍ଡରେ ପ୍ରହାର କରି ସବୁ ଆଡ଼େ ମାଡ଼ ମାରି କ୍ଷତବିକ୍ଷତ କରିଦେଲେ ସ୍ତ୍ରୀ। ସ୍ତ୍ରୀର ମାଡ଼ରେ ଗୁରୁତର ଭାବେ ଆ-ହ-ତ ହେଲା ସ୍ବାମୀ। ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସ୍ବାମୀ।

ସ୍ତ୍ରୀ ପରଲୋକଙ୍କ ସହିତ ମିଶି ସ୍ୱାମୀକୁ ଘର ଭିତରେ ପୁରା ନୃଶଂସ ଭାବରେ ମାଡ଼ ମାରିବା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଛୁଆ ମାନେ କହୁଛନ୍ତି ଯେ, ବାପାଙ୍କୁ ମାଡ଼ ମାରିଲା ବେଳେ ଆମେ ଶୋଇପଡ଼ିଥିଲୁ।

ସ୍ବାମୀ କ୍ୟାମେରା ଆଗରେ କହିଛନ୍ତି ଯେ, ସ୍ତ୍ରୀ ତାଙ୍କୁ ମାଡ ମାରି ଲହୁଲୁହାଣ କରି ତାଙ୍କ ଶରୀର ସାର ଚୂନ ମାରି ବନ୍ଦ ଘରେ ଫିଙ୍ଗି ଦେଇଥିଲେ ସ୍ତ୍ରୀ। ମୃ-ତ୍ୟୁ ମୁଖରୁ ନିଜକୁ ବଞ୍ଚାଇବା ପାଇଁ କଷ୍ଟକରି ଡାକ୍ତରଖାନା ଚାଲିଆସିଥିଲେ ସ୍ବାମୀ ସାଙ୍ଗରେ ଦୁଇ ଛୁଆକୁ ମଧ୍ୟ ନେଇଆସିଥିଲେ।

ସ୍ତ୍ରୀ ସବୁବେଳେ ଫୋନରେ କଥା ହଉଥିଲା ଆଉ ସ୍ବାମୀ ଏହାକୁ ବିରୋଧ କରିବାରୁ ଏଭଳି ଭାବେ ସ୍ତ୍ରୀ ମାଡ଼ ମାରି ସ୍ୱାମୀକୁ ଲହୁଲୁହାଣ କରିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନସ୍ଥ ଦେଉଳ ଗାଁରେ। ଖୁଣ୍ଟା ଥାନା ଅଧୀନ ଡେଙ୍ଗାମ ଗ୍ରାମର ଦୁର୍ଲ୍ଲଭ ଦୁହାରି ବାପା ମା ଦୁହେଁ ଚାଲିଗଲା ପରେ ଦେଉଳ ଗାଁରେ ରାଧି ଲୁହାରିଙ୍କୁ ବିବାହ କରିଥିଲେ।

ଆଉ ତାଙ୍କର କେହି ନଥିବା ବେଳେ ଘର ଜୁଆଁଇ ଭାବେ ରହୁଥିଲେ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂପର୍କ ଥିଲା। ଦୁର୍ଲ୍ଲଭ ଉଦଳା ଡାକ୍ତରଖାନାରେ ସୁପର୍ଭାଇଜର୍ ଭାବେ କାମ କରନ୍ତି। ଆଉ ସେପଟେ ଦୁର୍ଲ୍ଲଭଙ୍କ ସ୍ତ୍ରୀ ପଇସା ଉଠାଇ ଅନ୍ୟ ଜଣଙ୍କୁ ଦେଇଦେଇଥିଲେ।

ପଇସା ଦେଇ ଦେଇଥିବାରୁ ଦୁର୍ଲ୍ଲଭ ଯୁକ୍ତିତର୍କ କରିବାରୁ ଜୀବନରୁ ମାରିଦେବାକୁ ଯୋଜନା କରି ଏପରି ଅମାନସିକ କାଣ୍ଡ ଘଟେଇଥିବା କଥା ଦୁର୍ଲ୍ଲଭ ଗଣମାଧ୍ୟମ ଆଗରେ କହିଛନ୍ତି।

Leave a Comment