ରାଜ୍ୟ ଖବର

ଆର୍ଯ୍ୟାନ୍ ଖାଁ ସାଙ୍ଗ ମୁନମୁନ ସାନିଟାରୀ ପ୍ୟାଡ ରେ ନେଇଥିଲେ ଡ୍ରଗ୍ସ , ଦେଖନ୍ତୁ ଭିଡ଼ିଓ

ଆପଣ ମାନେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଘଟଣା କୁ ଜାଣୁଥିବେ । ଏବେ ସବୁ ଆଡେ ବଲିଉଡ ସୁପର ଷ୍ଟାର ଶାହରୁଖ ଖାନ ଙ୍କ ପୁଅ ଆର୍ଯ୍ୟନ ଓ ତାଙ୍କ ୨ ସାଥି ମୁନମୁନ ଓ ଅରବାଜ ଙ୍କ ଡ୍ରଗ୍ସ ମାମଲା ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲିଟିଛି ।

ମୁନମୁନକୁ ନେଇ ଆସିଥିବା ବଡ଼ ଖବର କଣ ଆସନ୍ତୁ ନଜର ପକେଇବା ସେହି ମୁନମୁନ ଙ୍କ କାରନାମା ଉପରେ ।

ଝିଅ ଓ ମହିଳା ମାନଙ୍କ ପାଇଁ ବହୁତ ବ୍ୟକ୍ତିଗତ ଜିନିଷ ରହିଛି । ହେଲେ କିଏ କଣ ଭାବି ପାରିବେ କି ପ୍ୟାଡ଼ ଭିତରେ ବି ଡ୍ରଗ୍ସ ଲୁଚେଇହେବ । ଶୁଣିବାକୁ ଖରାପ ଓ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି କରିଛନ୍ତି ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ରେ ଧରା ପଡିଥିବା ମୁନମୁନ । ମଧ୍ୟପ୍ରଦେଶର ଜଣେ ସମ୍ଭ୍ରାନ୍ତ ପରିବାର ର ଝିଅ ହେଉଛନ୍ତି ମୁନମୁନ ।

ତେବେ ବହୁତ ଥର ମୁନମୁନ ଓ ଆର୍ଯ୍ୟନ ଙ୍କୁ ଏକାଠି ଦେଖିବାକୁ ମିଳିଛି । ଏହି ଡ୍ରଗ୍ସ ମାମଲା ରେ ମଧ୍ୟ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ତେବେ ଏନସିବି ଅରବାଜ ଙ୍କ ପାଖରୁ ୬ ଗ୍ରାମ ର ଡ୍ରଗ୍ସ ଜବତ କରିଥିଲେ । ପରେ ମୁନମୁନ ଙ୍କ ପାଖରୁ ୫ ଗ୍ରାମ ର ଡ୍ରଗ୍ସ ମିଳିଥିଲା । ତେବେ ମୁନମୁନ ତାଙ୍କ ସାନିଟାରୀ ପ୍ୟାଡ଼ ଭିତରେ ରଖିଥିଲେ ସବୁଜ ରଙ୍ଗର ଏମଡ଼ିଏମଏ ବଟିକା । ଏହି ଡ୍ରଗ୍ସ କୁ ସେ ଏମିତି ରଖିଥିଲେ ଯେ ଯେମିତି ତାଙ୍କ ଉପରେ କିଏ ଅବିଶ୍ୱାସ କରିପାରିବେ ନାହିଁ ।

ତେବେ ଏନସିବି ଜବତ କରିଛି ଏହି ଡ୍ରଗ୍ସ । ସେପଟେ ମୁନମୁନ ଙ୍କ ଭାଇ ତାଙ୍କ ଭଉଣୀ କୁ ଫସେଇଦିଆ ଯାଉଛି ବୋଲି କହିଛନ୍ତି । ଦିନ କୁ ଦିନ ମାମଲା ର ଖୁଲାସ ହେବ ସହ ଶେଷରେ କଣ ମୋଡ ନେଉଛି ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *