ରାଜ୍ୟ ଖବର

ଅଭିନେତା ଅନୁଭବ ଆଉ ବାନ୍ଧବୀ ଜାଗୃତି ଙ୍କ ସହ ଖାଇବା ଫୋଟୋ ଭାଇରଲ

ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସବୁ କଳାକାର ମାନକୁ ଜାଣନ୍ତି । ଓଲିଉଡ ର ନିଜ ପସନ୍ଦିତା ସବୁ ହିରୋ ଓ ହିରୋଇନ ଙ୍କ ଯୋଡି କୁ ଆପଣ ମାନେ ଭଲ ପାଇଥାନ୍ତି । ତେବେ ଅନୁଭବ ଓ ବର୍ଷା ଙ୍କ ଯୋଡି କୁ ତ ସମସ୍ତେ ବହୁତ ପସନ୍ଦ କରିଥାନ୍ତି । ହେଲେ ତାଙ୍କ ଭିତର ବିବାଦ କୁ ଜାଣି ସମସ୍ତେ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ହେଉଥିଲେ । ଆସନ୍ତୁ ଜାଣିବା ସେ ସଂପର୍କୀତ କିଛି ଖବର ।

ସୋସିଆଲ ମିଡ଼ିଆ ଠୁ ନେଇ ସବୁ ଠି ବର୍ଷା ଅନୁଭଵ ଙ୍କ ଯୋଡି କୁ ସମସ୍ତେ ଆରମ୍ଭ ରୁ ହିଁ ପସନ୍ଦ କରିଥିଲେ । ତଙ୍କ ବିବାହ ପରେ ବହୁତ ପ୍ରଶଂସକ ମାନେ ମଧ୍ୟ ଖୁସି ହୋଇଯାଇଥିଲେ । ସବୁବେଳେ ହସ ଖୁସି ରେ ରୁହନ୍ତୁ ବୋଲି ସମସ୍ତେ ଆଶା କରିଥିଲେ । ହେଲେ ବିବାହ ର କିଛି ବର୍ଷ ପରେ ତାଙ୍କ ଭିତରେ ଆସିଲା ବିବାଦ । ତେବେ ଆପଣ ମାନେ ତ ତାଙ୍କ ଭିତରେ ହୋଇଥିବା ବିବାଦ ସଂପର୍କରେ ଜାଣିଛନ୍ତି ।

ତେବେ ସୋସିଆଲ ମିଡ଼ିଆ ରେ ପୁଣି ନଜର ଆସିଛି ଅନୁଭଵ ଓ ତାଙ୍କ ବନ୍ଧୁ ଜାଗୃତି ଶୁକ୍ଳା ଙ୍କ ଫୋଟ । ଦୁହେଁ ଡିନର କରୁଥିବା ନଜର ଆସିଛି । କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ଅନୁଭବ ଜାଗୃତି ଙ୍କ ସହ ଫୋଟ ପୋଷ୍ଟ କରିଥିଲେ । ଯାହା କୁ ନେଇ ବହୁତ ଚର୍ଚ୍ଚା ମଧ୍ୟ ହୋଇଥିଲା । ଜାଗୃତି ଙ୍କୁ ବିପଦ ବେଳ ର ବନ୍ଧୁ ବୋଲି ସେ ସେହି ପୋଷ୍ଟ ରେ ଲେଖିଥିଲେ ।

ତେବେ ତାଙ୍କୁ ଜାଣି ଜାଣି ବିବାଦ ଭିତରକୁ ଟଣା ଯାଉଛି ଏବଂ ଏହି ସବୁ ଟ୍ରୋଲ ପାଇଁ ଜାଗୃତି ଅଭିଯୋଗ ମଧ୍ୟ କରିଥିଲେ । ତେବେ ପୁଣି ଅନ୍ୟ ଫୋଟୋ ମଧ୍ୟ ଏବେ ସୋସିଆଲ ମିଡ଼ିଆ ରେ ପଠା ଯାଉଛି । ଆଗକୁ ବର୍ଷା ଓ ଅନୁଭବ ଙ୍କ ମଧ୍ୟରେ କଣ ନିଷ୍ପତି ହେବ ଆଗକୁ ଜଣାଯିବ ।

Leave a Reply

Your email address will not be published. Required fields are marked *