ରାଜ୍ୟ ଖବର

ଆର୍ଯ୍ୟାନ୍ ଯାଇଥିବା ରେଭ ପାର୍ଟି ରେ ହେଉଥିଲା ସ୍ତ୍ରୀ ଅଦଳ – ବଦଳ, ସତ ଜାଣି ହେଇଯିବେ ପାଗଳ..

ରେଭ୍ ହେଉଛି ଏକ ଇଲେକ୍ଟ୍ରୋନିକ୍ ମ୍ୟୁଜିକ୍ ଡ୍ୟାନ୍ସ ପାର୍ଟୀ ଯାହା ରାତିସାରା ଚାଲିଥାଏ | ଏଥିରେ ଡିଜେ କିମ୍ବା ଲାଇଭ୍ ମ୍ୟୁଜିକ୍ ପ୍ରଦର୍ଶନକାରୀଙ୍କ ପ୍ରଦର୍ଶନ  କରାଯାଇପାରେ | ରେଭ୍ ସାଧାରଣତ ଲେଜର ଲାଇଟ୍, ଷ୍ଟ୍ରୋବ ଏବଂ ମେସିନ୍ ପାଇଁ ଭରପୂର ଅନ୍ଧାର କୋଠରୀରେ ହୋଇଥାଏ |

ଏହି ଶବ୍ଦଟି ଜାମାଇକା ଶବ୍ଦରୁ ରେଭ୍ ପାଇଁ ନିଆଯାଇଛି, କିନ୍ତୁ ପ୍ରକୃତ ରେଭ୍ ପାର୍ଟୀ ପ୍ରକୃତରେ 1980 ଦଶକ ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା | ଇଭେଣ୍ଟ କେଉଁଠାରେ ଅନୁଷ୍ଠିତ ହୁଏ ତାହା ଉପରେ ନିର୍ଭର କରି ଏକ ରେଭ୍ ଆଇନଗତ ହୋଇପାରେ କିମ୍ବା ହୋଇନପାରେ

ରାତିସାରା ପାର୍ଟି କରିବା ବେଆଇନ ନୁହେଁ, କିନ୍ତୁ ରେଭ୍ ସହିତ ଜଡିତ କାର୍ଯ୍ୟକଳାପ ହୋଇପାରେ | କୁହା ଯାଉଛି କି ଅର୍ୟନ୍ ଯାଇଥିବା ରେଭ  ପାର୍ଟି ରେ ସ୍ତ୍ରୀ ଅଦଳ ବଦଳ ହୁଏ ମାନେ ଜଣେ ଅନ୍ୟ ଜଣ ସ୍ତ୍ରୀ ସହ ଡାନ୍ସ କରନ୍ତି ଆଉ ବେଶୀ ହେଲେ ସମ୍ଭୋଗ ବି ହୁଅନ୍ତି

ଏଇପରି ପାର୍ଟି ସାଧାରଣ ଭାବେ ବିଦେଶ ରେ ହୁଏ ଆଉ ଲୋକ ମାନେ ନିଶା ରେ ବୁଡି ରହନ୍ତି, ଏପରିକି ଏଠି ଆସୁଥିବା ମହିଳା ମାନେ ମଧ୍ୟ ଫୁଲ ଦମ୍ ନିଶା ରେ ରହନ୍ତି, ଏଠି ସେ ନିଜ ପସନ୍ଦ ର ପୁରୁଷ ସହ ଖୁଳମ୍ ଖୁଲ୍ଲା ସମ୍ଭୋଗ କରନ୍ତି ଆଉ ସେଠି ଥିବା ଲୋକ ଏହାକୁ ଉପୋଭୋଗ କରନ୍ତି

ରେଭ ପାର୍ଟି ରେ ବହୁ ଭାବେ ଡ୍ରଗ ବ୍ୟବହାର ହୁଏ, ସେ ଛୋଟ ହେଉ ବା ବଡ଼ ସବୁ ବୟସ ର ପିଲା ଏଠି ମଉଜ ମସ୍ତି କରନ୍ତି, ଖାସ୍ କରି ବଡ଼ ବଡ଼ିଆ ପରିବାର ଛୁଆ ମନେ ଏମିତି ପାର୍ଟି ରେ ଯୋଗ ଦିଅନ୍ତି

Leave a Reply

Your email address will not be published. Required fields are marked *