Ollywood

ହେ ପ୍ରଭୁ!! ଆସିଲା ଦୁଃଖ ଖବର,ଆଉ ନାହାନ୍ତି ଏହି ଲୋକପ୍ରିୟ କଳାକାର

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।

ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । ଆପଣମାନେ ସମସ୍ତେ ତ ଆମ ଦେଶ ଭାରତ ବିଷୟରେ ଅନେକ କଥା ଜାଣି ପାରୁଛନ୍ତି । ଆଉ ଆମ ଦେଶରେ ଅନେକ କଳାକାରମାନେ ମଧ୍ୟ ରହିଛନ୍ତି ।

ଆମ ଦେଶ ହେଉଛି କଳା ଆଉ ସଂସ୍କୃତିର ଦେଶ । ଆମ ଦେଶରେ ଅନେକ କଳାକାରମାନେ ରହିଥାନ୍ତି । ଏହି କଳାକାରମାନେ ଲୋକମାନଙ୍କ ମନୋରଞ୍ଜନ କରିଥାନ୍ତି । ଆଉ ଦେଶର ନାଁ ଉପରକୁ ନେଇଥାନ୍ତି । ଏବେ ସିନେମା ଜଗତ ପାଇଁ ଏକ ବଡ ଦୁଃଖଦ ଖବର ଆସିଛି ।

ଆଉ ଏହି ଦୁଃଖଦ ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଖବର ହେଉଛି ଆମକୁ ସବୁଦିନ ପାଇଁ ଛାଡ଼ି ଚାଲିଗଲେ ଆଉ ଜଣେ ଅଭିନେତା । ଏହି ପ୍ରସିଦ୍ଧ ଅଭିନେତାଙ୍କ ମୃ-ତ୍ୟୁରେ ସବୁଆଡେ ଦୁଃଖ ଖେଳି ଯାଇଛି ।

ଏହି ଭିଟେରିଆନ ଅଭିନେତା ଜଣଙ୍କର ଦେହାନ୍ତରେ ଆଜି ସମଗ୍ର ସିନେମା ଜଗତ ଦୁଃଖ ପ୍ରକାଶ କରିଛି । ଏହି ପ୍ରସିଦ୍ଧ ଅଭିନେତାଙ୍କ ପରିବାର ପକ୍ଷରୁ ଏହି ଅଭିନେତା ଜଣଙ୍କର ମୃ-ତ୍ୟୁ ହୋଇଛି ବୋଲି ଜାରି କରାଯାଇଛି ।

ଏହି ଅଭିନେତା ଜଣକ ନିମୋନିଆ ରୋଗରେ ପୀଡିତ ହୋଇ ମୃ-ତ୍ୟୁବରଣ କରିଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ଏହି ବିବୃତି ଅଭିନେତାଙ୍କ ପରିବାରାଲୋକଙ୍କ ପକ୍ଷରୁ ଆସିଛି । ଆଉ ଏବେ ଏହି ଖବର ସୋସିଆଲ ମିଡିଆରେ ଚହଳ ପକାଇଛି । ସତରେ ଏହା ବହୁତ ବଡ଼ ଦୁଃଖ ଦେଇଛି ।

ଏହି ଅଭିନେତା ଜଣଙ୍କର ମୃ-ତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ପତ୍ନୀ ଆଉ ପୁଅ ଥିଲେ । ସେ ଭିନ୍ନ ଭିନ୍ନ ରୂପରେ ଅଭିନୟ କରି ନିଜକୁ ଜଣେ ପ୍ରସିଦ୍ଧ ଅଭିନେତା କରାଇଥିଲେ । ସେ ତାଙ୍କ କଣ୍ଠ ସ୍ବର ଦ୍ଵାରା ବହୁତ ଲୋକପ୍ରିୟ ଥିଲେ । ଲୋକମାନେ ତାଙ୍କ କଣ୍ଠ ସ୍ବର ପାଇଁ ତାଙ୍କୁ ବହୁତ ଭଲ ପାଉଥିଲେ ।

ଏହି ଅଭିନେତା ଜଣଙ୍କ ୮୨ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ଏହି ଅଭିନେତା ଜଣଙ୍କର ନାମ ହେଉଛି ମାଇକେଲ ଗୋବାନ । ଏହି ଅଭିନେତା ଜଣଙ୍କର ପରଲୋକରେ ସମସ୍ତ ସିନେମା ଜଗତ ଦୁଃଖ ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *