ଭାଇରାଲ ଭିଡିଓ

ଛି ଛି ସରିବ କି କଳିଯୁଗ ଶେଷରେ ଖୁଡି ସହ ବିବାହ କରିଲା ପୁତୁରା ଦେଖନ୍ତୁ Viral Video

ଦିନକୁ ଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । ସେହି ମଧ୍ୟରୁ ଆଜିର ଭିଡିଓ ଟି । ଆଜିର ଭିଡିଓ ଟି ଖୁବ୍ ଲଜ୍ୟା ଜନକ ଆପଣ ଆଗରୁ ଦେଖିଥିବେ ପ୍ରେମୀ ଯୁଗଳ ଙ୍କ ଭିଡିଓ ଭାଇରାଲ ହୁଏ ।

କିନ୍ତୁ ଆଜିର ଭିଡ଼ିଓରେ ଏମିତି ଘଟଣା ଭାଇରାଲ ହେଇଚି ଯାହା ଜାଣିଲେ ଆପଣ ଅଶ୍ଚଯ୍ୟ ହେବେ । ଭାଇରାଲ ହୋଇଥିବା ଭିଡ଼ିଓରେ ବାହାଘର ର ଦୃଶ୍ୟ ଆପଣ ଦେଖି ପାରିଥିବେ । ଏହି ବାହାଘର ହେଇଚି ଖୁଡି ଏବଂ ପୁତୁରା ସହ ।

ଖୁଡି ପୁତୁରା ଜଙ୍ଗଲ ମଧ୍ୟରେ ରାସଲୀଳା କରୁଥିବା ବେଳେ ଧରିଥିଲେ ଗାଁ ଲୋକେ । ଏବଂ ଗାଁ ମୁଖିଆ ଙ୍କୁ ଯାଇ ସବୁ ଘଟଣା ଜଣାଇଥିଲେ ।

ଗାଁ ମୁଖିଆ ତାଙ୍କ ଦୁହିଁଙ୍କ ବିବାହ କରେଇବା ପାଇଁ ନିଷ୍ପତି ନେଇଥିଲେ ଏବଂ ସେଇଠାରେ ହିଁ ତାଙ୍କ ବିବାହ ହୋଇଥିଲା ଦେଖନ୍ତୁ ଏହି ଭାଇରାଲ ଭିଡିଓ –

Leave a Reply

Your email address will not be published. Required fields are marked *