Tapaswini – sumit ଙ୍କ କାହାଣୀ ଉପରୁ ପରଦା ହଟେଇବେ କୋର୍ଟ, ବହୁତ୍ ହେଲା ନାଟକ..

ତପଶ୍ୱନି ଓ ସୁମିତ କଥା ହେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ତାଙ୍କ ପାଇଁ ସୁମିତ ବହୁତ୍ କିଛି କରିଛନ୍ତି । ତପଶ୍ୱନି କହିଛନ୍ତି ଓଃ ସତରେ ବହୁତ୍ ସାହାଯ୍ୟ କରିଛ।ଏମିତି କଥା ଶୁଣି ଡାକ୍ତର ସୁମିତ କହିଲେ ତାହେଲେ କିଛି କରିନାହାନ୍ତି। ତପସ୍ୱିନୀ କହିଛନ୍ତି ତାଙ୍କୁ ଛାଡ଼ପତ୍ର ଦେଇଦିଅ।

ଡାକ୍ତର ସୁମିତ ତାଙ୍କ ବାଟରେ ରହିବେ ତପଶ୍ଵନି ତାଙ୍କ ବାଟରେ ରହିବେ।ତପସ୍ଵନୀ କହିଛନ୍ତି ଛାଡ଼ପତ୍ର ତାଙ୍କୁ ଦିଅ କି ନ ଦିଆ।ସେ ତାଙ୍କ ବାଟରେ ଯିବାର ଅଛି।ସେ କଣ କରିବେ, କୁଆଡେ ଯିବେ କିଛି କହିବେ ନାହିଁ।ସେ ବିଲକୁଲ୍ ବି ଘୁଞ୍ଚିବେ ନାହିଁ।କିଛି ବି ହେଇ ଯାଉ ସେ ହଟିବେ ନାହିଁ..

ତାଙ୍କ ଲାଇଫ ଯେମିତି ଖରାପ୍ ହୋଇଛି,ସେମିତି ସମସ୍ତଙ୍କ ଲାଇଫ ଖରାପ୍ କରିବେ।ତାପରେ ୨ ଜଣ ଏହି ଭଳି ଭାବରେ କହିଥିଲେ। ତପଶ୍ୱନି ଙ୍କୁ କହିଲେ ନିଜର ବ୍ୟବହାର ଠିକ୍ କର,ତାପରେ ଆଉ କାହାକୁ କହିବ କିଏ କାହା ଲାଇଫ ବର୍ବାଦ କରୁଛି।

https://youtu.be/DmV7T08cVjw

ତପଶ୍ୱନି କହିଲେ ଯଦି ସେ ବାହାଘର କରନ୍ତି ତାହେଲେ ବାହାଘର ବେଦୀରୁ ବାହାଘର ଭାଙ୍ଗିଦେବେ ଦେବେ ବୋଲି ଚାଲେଞ୍ଜ ଦେଇଛନ୍ତି।ଶୂମିତ୍ ଙ୍କ ପରିବାରକୁ ବର୍ବାଦ କରିଦେବେ ବୋଲି କହିଛନ୍ତି।ସେ କହିଛନ୍ତି ଆମେ କିଛି ନ କରି ବି ଆମର ବହୁତ୍ କିଛି କରୁଛୁ।

Leave a Comment

Your email address will not be published. Required fields are marked *

Scroll to Top