Special Report

ବାଃ..ବାଃ..ରେ ଶିକ୍ଷା ବ୍ୟବସ୍ଥା କଲେଜ ରେ ଚାଲିଛି ନାଚ ଯୋଜନା।ପିଲାଙ୍କ ସହ ଅଣ୍ଟା ହଲେଇ ନାଚିଲେ ଦିଦି …

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଏଭଳି କିଛି ଖବର ସାମ୍ନାକୁ ଆସୁଛି ଯାହା ଶୁଣିଲେ ଆପଣ ବିଶ୍ବାସ କରିପାରିବେ ନାହିଁ ।

ସମାଜରେ ଏଭଳି ଅନେକ ଘଟଣା ସବୁ ଘଟୁଛି । ଏବେ ଏଭଳି କିଛି ଖବର ଆସିଛି ଯାହା ହେଉଛି କଲେଜରେ ଏଭଳି କାମ ହେଉଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

କଲେଜରେ ପାଠପଢ଼ା ହୋଇଥାଏ ଆଉ ଏହି କଥା ସମସ୍ତେ ତ ଜାଣିଛନ୍ତି । କିନ୍ତୁ ଏହି ଭିଡିଓରେ ଆପଣମାନେ ଯେଉଁ କଲେଜ ବିଷୟରେ ଜାଣିବେ ସେଠାରେ ପାଠପଢା ହେଉ ନାହିଁ ସେଠାରେ ନାଚ କରାଯାଉଛି ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଦୃଶ୍ୟ ଦେଖି ଅନେକ କଥା ମନରେ ଭାବିବା ସହ ଅନେକ କଥା ଆପଣଙ୍କ ମନକୁ ଆସିବ । ଏହି କଲେଜରେ ପାଠପଢୁଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଏଭଳି କାମ କରିଛନ୍ତି ଯାହା ନିନ୍ଦନୀୟ ଅଟେ ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖୁଥିବା କଲେଜ ହେଉଛି ମଙ୍ଗଳା ମହାବିଦ୍ୟାଳୟରେ । ଏହି କଲେଜରେ ନାଚ ହେଉଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ଆଉ ଏହି ଭିଡିଓରେ ଦେଖିବାକୁ ମିଳିଛି କି ଏହି କଲେଜର ଶିକ୍ଷକ ଆଉ ଶିକ୍ଷୟତ୍ରୀ ନାଚ କରୁଛନ୍ତି ।

ଆଉ ତାଙ୍କ ସହ ଛାତ୍ର ଆଉ ଛାତ୍ରୀ ମଧ୍ଯ ନାଚ କରୁଛନ୍ତି । କେଉଁ ଗୀତ ଆପଣମାନେ ଶୁଣିବେ ସେଠାରେ ସବୁ ପ୍ରକାରର ଗୀତ ବାଜୁଛି । ଆଉ ଏହି ଗୀତର ତାଳେ ତାଳେ ନାଚ ମଧ୍ୟ ଚାଲିଛି ।

ଏହି କଲେଜ ଛାତ୍ରୀ ଆଉ ଛାତ୍ର ଏବଂ ଅଧ୍ୟାପକ ଆଉ ଅଧ୍ୟାପିକା ନାଚ କରୁଛନ୍ତି । ଅଧ୍ୟାପକ ଆଉ ଅଧ୍ୟାପିକା ଏକାଠି ନାଚ କରୁଛନ୍ତି । ହାତ ଧରାଧରି ହୋଇ ନାଚ କରୁଛନ୍ତି । ଏହି ନାଚ କଂଗ୍ରେସ ତରଫରୁ କରାଯାଉଥିଲା ।

ଏବେ ରାଜନୀତି ତ ସବୁ ଆଡ଼େ ଚାଲିଛି । ରାଜନୀତିରେ ଲୋକମାନେ ଏଭଳି କାମ ସବୁ କରୁଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । କଲେଜରେ ନାଚ ଯୋଜନା କରାଯାଉଛି ବୋଲି କୁହାଯାଉଛି । ଅନେକ ଲୋକ ଅନେକ ପ୍ରକାରର କମେଣ୍ଟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *