ସୁର ରାଉତରାୟ କହିଲେ ଏତେ ବଡ କଥା,ନବୀନ ପଟ୍ଟନାୟକ ଜଣେ ଅଲାଜୁକ ମୁଖ୍ୟମନ୍ତ୍ରୀ…

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣ ମାନେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥାନ୍ତି। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି।

ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଇଣ୍ଟରନେଟ ଦୁନିଆରେ ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ କଂଗ୍ରେସ ନେତା ସୁର ରାଉତରାୟଙ୍କ ସମ୍ପର୍କ ରେ ତ ନିଶ୍ଚିତ ଭାବରେ ଜାଣିଥିବେ। ଯେ କି ତାଙ୍କର ପ୍ରତ୍ୟେକ ଟି କଥା ଓ କାର୍ଯ୍ୟ କଳାପ କୁ ନେଇ ବେଶ ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି।

ପ୍ରତ୍ୟେକ ଦିନ ତାଙ୍କର ସୋସିଆଲ ମିଡ଼ିଆ ରେ କିଛି ନା କିଛି ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଥାଏ। ଏବଂ ଲୋକ ମାନେ ମଧ୍ୟ ତାଙ୍କ ଭିଡିଓ କୁ ଖୁବ ଭଲ ପାଇ ଥାଆନ୍ତି। ଏବଂ ତାଙ୍କ ଭିଡ଼ିଓ କୁ ମଧ୍ୟ ଖୁବ୍ ପଶନ୍ଦ କରିଥାଆନ୍ତି।

ପ୍ରତ୍ୟେକ ଥର ତାଙ୍କର କୌଣସି ନା କୌଣସି ଭିଡିଓ ଏକ ଚର୍ଚ୍ଚାର ବିଷୟ ପାଲଟି ଥାଏ। କିଏ ତାଙ୍କୁ ସ୍ନେହରେ ସୁର ଭାଇ ଡ଼ାକି ଥାଆନ୍ତି ତ ଆଉ କିଏ ତାଙ୍କୁ ଅଜା ବୋଲି ମଧ୍ୟ ସମ୍ବୋଧନ କରିଥାଆନ୍ତି। ତାଙ୍କ କଥା କହିବାର ଶୈଳୀ ମଧ୍ଯ ସମସ୍ତ ଙ୍କ ଠାରୁ ନିଆରା ଅଟେ।

ଖାସ ସେଥି ପାଇଁ ତ ତାଙ୍କ କଥା ଶୁଣିବାକୁ ଲୋକ ମାନେ ପଶନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସୁର ରାଉତରାୟଙ୍କୁ ଏକ ଗଣମାଧ୍ୟମ ସାକ୍ଷାତକାରରେ ଦେଖିବାକୁ ମିଳୁଛି। ଯେଉଁଥିରେ ସେ କହିଛନ୍ତି ପାଣ୍ଡିଆନ ଙ୍କୁ ଦ୍ୱିତୀୟ ଭଗବାନ ବୋଲି।

ଦ୍ୱିତୀୟ ଭଗବାନ ରୂପେ ଓଡ଼ିଶାବାସୀ ତାଙ୍କୁ ପୂଜା କରୁଛନ୍ତି ବୋଲି ସୁର ରାଉତରାୟ କହିଛନ୍ତି। ସେହି ଅନୁସାରେ ପାଣ୍ଡିଆନ ପରିକ୍ରମା କରି ଓଡ଼ିଶାର ସର୍ବାଙ୍ଗୀନ କରିଚାଲନ୍ତୁ।

ପାଣ୍ଡିଆନଙ୍କ ସ୍କୁଲ ରୁପାନ୍ତ୍ରୀକରଣ, କଲେଜ ରୁପାନ୍ତ୍ରୀକରଣ, ଡାକ୍ତର ଖାନା, ମୋ ସ୍କୁଲ, ଇତ୍ୟାଦିର ରୁପାନ୍ତ୍ରୀକରଣ ସବୁ ଦେଖୁଚୁ ବୋଲି ସୁର ରାଉତରାୟ କହିଛନ୍ତି। ଆଉ ଓଡ଼ିଶାରେ ତେଲେଙ୍ଗାନା ର ଢାଞ୍ଚା ଆଡପ୍ଟ କରାଯିବ। ୨୦୨୪ ରେ କଂଗ୍ରେସ ପାଇଁ ଏକ ଉଜ୍ଜଳ ଆକାଶରେ ଦେଖା ଗଲାଣି ତାରକା।

Leave a Comment