Special Report

କଣା ବରା ଖାଇବାକୁ ଦେଇ ୧୨ ବର୍ଷର ପୁଅକୁ ଦୁଷ୍କର୍ମ କରିଦେଲା ବାବୁଲା..

 

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ତାହା ଆପଣ ମାନେ ସମସ୍ତେ ଜାଣି ଥିବେ। ବରା ଖାଇବାକୁ ଦେଇ ଜଣେ ପାଗଳ ଯୁବକ ଅନ୍ୟ ଜଣେ ପିଲା କୁ ଦୁ-ଷ୍କ-ର୍ମ କରି ଦେଇଛି।ଏ କଥା ଶୁଣିଲେ ଟିକେ ଅଜବ ଲାଗୁ ଥାଇ ପରେ।ହେଲେ ଏହା ସତ୍ୟ।

କିଛି ଦିନ ତଳେ ଜ୍ୟୋତି ପ୍ରକାଶ ନାମକ ଜଣେ ଯୁବକ କୁ ହ-ତ୍ୟା କରା ଯାଇଥିଲା।ଏହି ହ-ତ୍ୟା ରେ ତାଙ୍କ ବାପାଙ୍କୁ ପୋଲିସ ଅଭିଯୁକ୍ତ ବୋଲି କହି ଜେଲ ରେ ଭର୍ତ୍ତି କରି ଦେଇଥିଲେ।ପରେ ତାଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା।

ଏବେ ଏହି ଘଟଣା ର ସତ ଜଣା ପଡି ଅଛି।ବାବୁଲା ନାମକ ଜଣେ ପାଗଳ ଯୁବକ ଜ୍ୟୋତି ପ୍ରକାଶ କୁ ହ-ତ୍ୟା କରିଛି।ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିବାକୁ ଇଚ୍ଛା କରିଥିଲା।ଏଥିରେ ଜ୍ୟୋତି ପ୍ରକାଶ ବିରୋଧ କରିବାରୁ ତାକୁ ହ-ତ୍ୟା କରା ଯାଇଚି।

ଯେ କେହି ଏହି ଘଟଣା ବିଷୟ ରେ ଶୁଣିଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି।ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତପୁର ଥାନା ଅଞ୍ଚଳ ରେ।ଏଠାରେ ପୂର୍ବ ରୁ ବାବୁଲା ଅନେକ ପୁଅ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲା।

ଏହାକୁ ଜ୍ୟୋତି ପ୍ରକାଶ ଦେଖି ଦେଇ ଥିଲା।ସମସ୍ତଙ୍କୁ କହି ଦେବ ବୋଲି ଧମକ ଦେଇଥିଲା।ସେଥିପାଇଁ ବାବୁଲା ର ଜ୍ୟୋତି ପ୍ରକାଶ ଉପରେ ବହୁତ ରାଗ ଥିଲା।ନିଜ ରାଗ କୁ ସୁଝିବାକୁ ଯାଇ ଦିନେ ରାତି ରେ ସେ ଜ୍ୟୋତି ପ୍ରକାଶ କୁ ନେଇ ଗୋଟିଏ ଅନ୍ଧାର ଘର ଭିତରେ ରଖିଥିଲା।

ଏହା ପରେ ତା ସହିତ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥିଲା।ଜ୍ୟୋତି ପ୍ରକାଶ ତାକୁ ଧମକ ଦେବାକୁ ଯାଇ କହିଥିଲା କି ମୋ ବାପା ଜାଣିଲେ ତୋତେ ମାରି ଦେବେ।ସେ ବହୁତ ରାଗି।ଏହା ପରେ ବାବୁଲା ରାଗ ରେ ଆସି ଜ୍ୟୋତି କୁ ମା-ରି ଦେଲା।

କିଛି ସମୟ ପରେ ସେ ସ୍ଥାନ ରୁ ଫେରାର ହୋଇ ଗଲା।ଏହା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ସତ୍କାର କରି ଥିଲା।ଜ୍ୟୋତି ର ବାପା ଙ୍କୁ ଅଭିଯୁକ୍ତ ରୂପେ ଦର୍ଶାଇ ତାଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା।

କୋର୍ଟ ରେ ଏହି ଘଟଣା ର ସତ୍ୟତା ବିଷୟରେ ଜଣା ପଡି ଥିଲା।ସେହି ଗ୍ରାମ ର ବାବୁଲା ଏଭଳି କାଣ୍ଡ ଘଟାଇଚି ବୋଲି ଜଣା ପଡି ଥିଲା।ପୋଲିସ ଏବେ ବାବୁଲା କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେଠାରେ ସେ ନିଜ ର ସବୁ ଦୋଷ ମାନି ଯାଇଛି।

Leave a Reply

Your email address will not be published. Required fields are marked *