Special Report

ସ୍ୱାମୀ କାମକୁ ଗଲା ପରେ ପୋଲିସ୍ ସହ ଖେଳ କରୁଥିଲା ସ୍ତ୍ରୀ,ଦେଖିଦେଲେ ପୋଡଶୀ ଆଉ ତାପରେ…

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ଯୁଗରେ ଏଭଳି ଅନେକ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି କାମ କରିବା ପୂର୍ବରୁ ଲୋକମାନେ ଭାବନ୍ତି ନାହିଁ କିଛି କେମିତି ? ଏଭଳି ସବୁ ଘଟଣା ଆଜିକା ଯୁଗରେ ଅନେକ ଘଟୁଛି ।

ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି ଘଟଣା ଜାଣିପାରିବେ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ଘଟଣା ହେଉଛି ଜଣେ ଯୁବକ ତାଙ୍କ ସ୍ତ୍ରୀକୁ ନେଇ ଘରେ ରହୁଥିଲେ ଆଉ ତାଙ୍କ ପଡୋଶୀ ମଧ୍ୟ ଥିଲେ ।

ଜଣେ ସ୍ତ୍ରୀ ହୋଇ ତାର ସ୍ବାମୀ ଥାଉ ଥାଉ ଏଭଳି ନିର୍ଲଜ୍ଜ କାମ କରିଛି ଏହି ମହିଳା ଜଣକ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଅଫିସକୁ ପଠାଇବା ପରେ ଏଭଳି ନିର୍ଲଜ୍ଜ କାମ କରନ୍ତି ଯାହା ନିନ୍ଦନୀୟ ଅଟେ ।

ଏହି ମହିଳା ଜଣକ ସ୍ଵାମୀ ଯିବା ପରେ ତାଙ୍କ ପୂର୍ବତନ ପ୍ରେମିକକୁ ଘରକୁ ଡ଼ାକି ଥାଆନ୍ତି । ଆଉ ଘରକୁ ଡ଼ାକି ତାଙ୍କ ସହିତ ଖରାପ ସମ୍ପର୍କ ରଖିଥାନ୍ତି । ଏହି ମହିଳା ଜଣଙ୍କର ସ୍ବାମୀ ଏହି ବିଷୟରେ ଜାଣି ନଥିଲେ ।

ସ୍ବାମୀ ଅଫିସ ଯିବା ପରେ ସବୁଦିନ ତାଙ୍କର ପୂର୍ବତନ ପୋଲିସ ପ୍ରେମିକ ଆସିଥାନ୍ତି ଆଉ ତାଙ୍କ ସହ ସମ୍ପର୍କ ରଖିଥାନ୍ତି । ନିଜ ପୋଲିସ ପ୍ରେମିକ ଠାରୁ ଦେହ ସୁଖ ନେଉଛନ୍ତି ମହିଳା । ଏହି ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ସବୁଦିନ ଅଫିସ ପଠାଇ ଦିଅନ୍ତି ।

ଅଫିସ ଯିବା ବେଳେ ଏହି ମହିଳାଙ୍କ ସ୍ବାମୀ ତାଙ୍କ ପଡ଼ିଶୀଙ୍କୁ କହିଥିଲେ କି ତାଙ୍କ ଘର ଉପରେ ନଜର ରଖିବ। ଆଉ ଏହି ପଡୋଶୀ ଜଣକ ଏଭଳି କିଛି ଦେଖିଥିଲେ ଯାହା ଆଶ୍ଚର୍ଯ୍ୟ କାଟି ଦେଇଥିଲା ।

ଏହି ପଡୋଶୀ ମହିଳା ଜଣକ ଏହି ମହିଳା ଜଣକ ପୋଲିସ ସହ ସମ୍ପର୍କ ରଖିବା ବେଳେ ଦେଖି ଦେଇଥିଲେ । ଆଉ ଏହାପରେ ତାଙ୍କୁ ମଧ୍ୟ ଏହି ମହିଳା ଜଣକ ଦେଖି ଦେଇଥିଲେ । ଆଉ ତାଙ୍କ ସ୍ବାମୀଙ୍କୁ ଏହି ବିଷୟରେ ନ କହିବାକୁ କହିଥିଲେ ।

https://youtu.be/TnAqt6kgle8?si=0VWNoOmNy2vv2U9z

ପୋଲିସ ପ୍ରେମିକ ଧମକ ମଧ୍ୟ ଦେଇଥିଲେ । ତାଙ୍କ ନାଁରେ ଦଫା ଲଗାଇବେ ବୋଲି କହିଥିଲେ । ଏବେ ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

Leave a Reply

Your email address will not be published. Required fields are marked *