ବର୍ଷାକୁ ନିମନ୍ତ୍ରଣ ଦେଲେ ଅନୁଭବ, ବହୁତ କନ୍ଦେଇଲ ଏବେ ତୁମ ଆଗରେ ବାହା ହେବି…

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗତ ସେପ୍ଟେମ୍ବର ୨୨ ତାରିଖରେ ବର୍ଷା ଅନୁଭବ ପାରିବାରିକ ବିବାଦର ରାୟ ଶୁଣାଇଥିଲେ କଟକ ପରିବାର ଅଦାଲତ। ଅନୁଭବଙ୍କ ପକ୍ଷରୁ ହୋଇଥିବା ଛାଡପତ୍ର ଆବେଦନକୁ ଖାରଜ କରିଥିଲେ ଫ୍ୟାମିଲି କୋର୍ଟ।

ଅନ୍ୟପଟେ ବର୍ଷା ପ୍ରିୟଦର୍ଶିନୀ ଏକାଠି ରହିବା ପାଇଁ କରିଥିବା ପିଟିସନକୁ ବି ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ। ଓଲିଉଡ ଷ୍ଟାର କପଲ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦକୁ ଅନୁମତି ମିଳିସାରିଛି ।

ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଥିବା ବୈବାହିକ ସମ୍ପର୍କକୁ ଶେଷ କରିବାକୁ ପ୍ରସ୍ତୁତ ଦୁଇ ଦମ୍ପତ୍ତି। ଅଦାଲତରେ ପାରିବାରିକ କଳହର ଲମ୍ବା ଯୁଦ୍ଧରେ ବିଜୟ ପରେ ସାଂସଦ ତଥା ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ଏକ ବଡ଼ ସୂଚନା ଦେଇଛନ୍ତି।

ତେବେ ବନ୍ଧୁଗଣ ଵିଵାହ ବିଛେଦ ନେଇ ହାଇକୋଟର ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି। ଦିନେ ପରିବାର ଅଦାଲତଙ୍କ ରାୟରେ ମନ ଭାଙ୍ଗିଯାଇଥିଲା ଅନୁଭବଙ୍କର। ଆଉ ଯେଉଁ ରାୟକୁ ଚେଲେଞ୍ଜ କରିଥିଲେ ଅନୁଭବ ମହାନ୍ତି।

ଆଉ ଚ୍ୟାଲେଞ୍ଜ ପରେ ଏବେ ତାଙ୍କୁ ନ୍ୟାୟ ମିଳିଛି। ହାଇକୋଟରୁ ତାଙ୍କୁ ନ୍ୟାୟ ମିଳିବା କଥା ସେ ନିଜେ କହିଛନ୍ତି। କୋଟଙ୍କ ରାୟ ପରେ ବିବାହ ବିଛେଦର ବାଟ ଫିଟିଯାଇଛି।

ବାପାଙ୍କ ଦେହ ଭଲହେବ ଏବେ ହେଉଛି ତାହା ପ୍ରାଥମିକତା ବୋଲି ଅନୁଭବ ମହାନ୍ତି କହିଛନ୍ତି। ଆଉ ପ୍ରଥମେ ତାଙ୍କ ବାପାଙ୍କ ଚିକତ୍ସା ହେବ ଆଉ ସେହିଁ ଦେଖିବେ ଅନୁଭବଙ୍କ ଦ୍ଵିତୀୟ ବିବାହ। ଆଉ ଏହା ପୂର୍ବରୁ ହାଇକୋଟ ରାୟ ଦେଇଛନ୍ତି ବିବାହ ବିଛେଦ ହେବ।

ତେବେ ବନ୍ଧୁଗଣ ଛାଡପତ୍ର ହେବ ଏମିତି କିଛି ରାୟ ଆସିବା ପରେ ଅନୁଭବ କହୁଛନ୍ତି ସରିଗଲା ମିଛ ବାହାଘର ଏଥର ହେବ ସତ ବାହାଘର। ନାଁ ପାଇଁ ଲଢେଇ ବହୁତ ହୋଇଗଲା ଏଥର ପ୍ରକୃତରେ କିନ୍ତୁ ସାତ ବାହାଘର ହେବ,

ବାପ ଶୀଘ୍ର ସୁସ୍ଥ ହେବେ ଆଉ ସୁସ୍ଥ ହେଲାରେ ମୁଁ ଦ୍ଵିତୀୟ ବିବାହ କରିବି ବୋଲି ଅନୁଭବ ମହାନ୍ତି କହିଛନ୍ତି। ତେବେ ବନ୍ଧୁଗଣ ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ ଅନୁଭବଙ୍କୁ ଯେତେବେଳେ ଅନୁମତି ମିଳିସାରିଛି ଠିକ ସେତିକିବେଳେ ଅନୁଭବ ଏମିତି କିଛି କଥା କହିଛନ୍ତି।

Leave a Comment