Special Report

ବର୍ଷ ଶେଷରେ ଓଲଟିଲା ପିକନିକ ବସ ଦେଖନ୍ତୁ ୩୫ ଜଣଙ୍କ ସହ କିଛି ହେଲା ଏମିତି – Exclusive Visual

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏହି ଘଟଣା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସତରେ ଏହି ଘଟଣା ବହୁତ ଭୟାନକ ଅଟେ । ଏହି ଘଟଣା ଦୁର୍ଘଟଣାକୁ ନେଇ ଆସିଛି । ଏବେ ତ ନୂଆ ବର୍ଷ ପାଇଁ ସମସ୍ତେ ବୁଲାବୁଲି କରିବାକୁ ଯାଉଛନ୍ତି । ଲୋକମାନେ ନୂଆ ବର୍ଷକୁ ଉପଭୋଗ କରୁଛନ୍ତି । ଅନେକ ମଜା ମସ୍ତି କରୁଛନ୍ତି ।

ଏବେ ଏଭଳି କିଛି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ବି ଅନେକ କଥା ଭାବିବେ । ଆଜି ହେଉଛି ବର୍ଷର ଶେଷ ସନ୍ଧ୍ୟା । ଏହି ସମୟରେ ଘଟିଲା ଅଘଟଣ । ଅଚାନକ ଏତେ ବଡ ଘଟଣା ଘଟିଲା ଯାହାକୁ ନେଇ ଏବେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ମନରେ ଚିନ୍ତା କରି ପାରୁନାହାନ୍ତି କି

ଏଭଳି କିପରି ହେଲା । ଏହି ଘଟଣା ହେଉଛି ବସରେ ଯାତ୍ରୀମାନେ ଅର୍ଥାତ୍ ଏକ ବସ୍ ରିଜର୍ଭ କରି ଭୋଜି କରିବାକୁ ଯାଇଥିଲେ । ଆଉ ସେମାନେ ବହୁତ ମଜା କରୁଥିଲେ ।

ମଜା କରି ଆଉ ଭୋଜି କରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଘଟଣା ଗଜପତି ଜିଲ୍ଲା ତକ୍ଷପାଣି ଘାଟିରେ । ଏହି ଦୁର୍ଘଟଣାର ଦୃଶ୍ୟ ଆପଣମାନେ ଏହି ଭିଡିଓରେ ଦେଖିପାରିବେ । ଏହି ବସ୍ ଏକ ଘାଟି ତଳକୁ ଗଡି ଯାଇଥିଲା ।

ଏହି ବସ୍ ହଠାତ୍ ତାର ବେଗ ବଢ଼ି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ଭୟାନକ ଦେଖା ଯାଉଛି । କାହାର ମୁଣ୍ଡ ଫାଟି ଯାଇଛି ଆଉ କାହାର ନାକ । ଏଭଳି ଅନେକ ଲୋକ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ।

ଏହି ବସରେ ୬୬ ଜଣ ଯାତ୍ରୀ ଯାଉଥିଲେ । ଏହି ଯାତ୍ରୀମାନଙ୍କ ଭିତରୁ ୩୫ ଜଣଙ୍କର ଅବସ୍ଥା ଖରାପ ଅଛି । ସକାଳୁ ସକାଳୁ ପିକନିକ ବାହାରିଥିଲେ । ଆଉ ବସରେ ପହଞ୍ଚିଥିଲେ ଗୀରଙ୍ଗରେ ଆଉ ସେଠାରେ ବୁଲାବୁଲି କରି ଆସିବା ପରେ

ସେମାନଙ୍କର ଗାଡ଼ି ଦୁର୍ଘଟଣାର ଶୀକର ହୋଇଥିଲା । ଏହି ଦୁର୍ଘଟଣା ଘଟିଥିଲା ଆଉ ଏହି ଦୁର୍ଘଟଣାରେ ଭଗବାନଙ୍କ ଦୟାରୁ କାହାର ଜୀବନ ଯାଇ ନାହିଁ । ଏବେ ଏହି ଘଟଣାକୁ ନେଇ ସମସ୍ତେ ଭୟଭୀତ ଅଛନ୍ତି ।

Leave a Reply

Your email address will not be published. Required fields are marked *