ନୂଆବର୍ଷରେ ଭାଇ ନେଇଗଲା ଭାଇର ଜୀବନ, ପିସ୍ ପିସ୍ କରି ହାଣି ପକାଇଲା ସୈତାନ୍ ଭାଇ!!

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ସମାଜରେ ଅଜବଗଜବ ଘଟଣା ସବୁ ଘଟିଚାଲିଛି। ଦୁନିଆ ଯେତେ ଆଗାଉଛି, ସେତିକି ସେତିକି ମଣିଷ ନିଷ୍ଠୁର ପାଲଟି ଯାଉଛି। ସମସ୍ତେ ନିଜ ସୁଖ ସୁବିଧା ପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ପଛଉନାହାନ୍ତି।

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି। ବନ୍ଧୁଗଣ ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି।

ଏବଂ ତାସହ ଲୋକମାନେ ମଧ୍ୟ ପରିବର୍ତ୍ତନ ହେବା ସହ ଚାଲିଚଳନ ଏବଂ କଥାବାର୍ତ୍ତାରେ ମଧ୍ୟ ପରିବର୍ତ୍ତନ ଆସୁଛି। ମନୁଷ୍ୟ ଦିନକୁ ଦିନ ନିଜ ସ୍ବାର୍ଥରେ ଅନ୍ଧ ହୋଇ ସ୍ୱାର୍ଥପର ହେବାରେ ଲାଗିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।

ବନ୍ଧୁଗଣ ସାନ ଭାଇ ଘର ଚାରିପଟେ ବାଡ ବୁଜୁଥିବା ସମୟରେ ସେତିକିବେଳେ ତାଙ୍କ ବଡ ଭାଇ ଆସି ପହଞ୍ଚିଥିଲେ। ଆଉ ସେହି ଘରର ବାଡକୁ ନେଇ ଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଆଉ ସେଥିରେ ବଡ଼ ଭାଇ କନ୍ହୁ ଚରଣ ରାଗିଯାଇ ସାନ ଭାଇ ଚିତ୍ତରଞ୍ଜନକୁ କାତିରେ ଆ-କ୍ର-ମ-ଣ କରିଥିଲା। ଆଉ ସମସ୍ତଙ୍କ ଆଗରେ ସାନଭାଇର ମୁଣ୍ଡକୁ କାତିରେ ହାଣି ଦେଇଥିଲା ବଡ଼ଭାଇ।

ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ରଜେନ୍ଦ୍ରପୂର୍ ପଞ୍ଚାୟତରେ। ସାମାନ୍ୟ ଜମି ବାଡି କୁ ନେଇ ଭାଇ ମାନଙ୍କ ଭିତରେ ବିବାଦ ଲାଗି ରହୁଥିଲା।

ହେଲେ ଆଜି ସକାଳେ ସାନ ଭାଇ ବାଡ ବୁଜୁଥିବା ସମୟରେ ତାଙ୍କ ବଡ଼ ଭାଇ କନ୍ହୁ ଚରଣ ଓ ତାଙ୍କ ପତ୍ନୀ ସତ୍ୟଭାମା ଦିଅର ଚିତ୍ତରଞ୍ଜନକୁ ଖଣ୍ଡାରେ ମୁଣ୍ଡକୁ ହାଣିଦେଇଚି।

ଏହାପରେ ଚିତ୍ତରଞ୍ଜନକୁ ତାଙ୍କ ସ୍ତ୍ରୀ ଗାଁ ଲୋକଙ୍କ ସାହାଯ୍ୟରେ ମେଡିକାଲ୍ କୁ ନେଇଥିଲେ। ସେଠାରେ ଚିତ୍ତରଞ୍ଜନଙ୍କ ମୁଣ୍ଡରେ ଦଶ ବାରଟି ଷ୍ଟିଜ ପଡିଥିଲା। ତେବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ଚିତ୍ତରଞ୍ଜନ ଆଉ ପ୍ରମିଳାକୁ ନ୍ୟାୟ।

Leave a Comment