Special Report

ଭୁବନେଶ୍ୱରକୁ ଆସୁଥିଲେ ହୋଇ ଯାଆନ୍ତୁ ସାବଧାନ, ଯୁବକଙ୍କ ଠାରୁ ଲୁଟୁଛନ୍ତି ଟଙ୍କା..

 

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଆଗକୁ ନୂଆ ବର୍ଷ ଅଛି।ଏହାକୁ ନେଇ ଏବେ ସମସ୍ତଙ୍କ ମନ ରେ ଉତ୍କଣ୍ଠା ଜାରି ରହିଛି।ଏବେ ଠାରୁ ସଜ ହେଲାଣି ରାଜଧାନୀ ଭୁବନେଶ୍ଵର।ଟୋକା ମାନେ ମଉଜ ମସ୍ତି କରିବା ପାଇଁ ପ୍ୟାକେଟ ରେ ଟଙ୍କା ରଖି ସାରିଲେଣି।

ଏହି ନୂଆ ବର୍ଷ ରାତିକୁ ଅଧିକ ରୁ ଅଧିକ ରଙ୍ଗୀନ କରିବା ପାଇଁ ବଙ୍ଗୀୟ ଯୁବତୀ ମାନେ ଭୁବନେଶ୍ୱର କୁ ଆସି ସାରିଲେଣି।ଯୁବକ ମାନଙ୍କୁ ନିଜ ପ୍ରେମ ଜାଲ ରେ ଫସାଇ ନିଜ ପକେଟ୍ ଗରମ କରିବେ।

ଆପଣ ମାନେ ଜାଣି ଥିବେ ନୂଆ ବର୍ଷ ଆସିଲେ ସମସ୍ତଙ୍କ ମନ ରେ ଆଶା ବଢି ଯାଇ ଥାଏ।ଯଦି ଆପଣ ମାନେ ଭୁବନେଶ୍ୱର ଯାଉଛନ୍ତି ତେବେ ଏବେ ଠାରୁ ସଚେତନ ହୋଇ ଯାଆନ୍ତୁ।କାରଣ ଏଠାରେ ଯୁବତୀ ମାନେ ଘୁରି ବୁଲୁଛନ୍ତି।ଯେଉଁ ମାନେ ପଶ୍ଚିମବଙ୍ଗ ରୁ ଆସୁଛନ୍ତି।

ନିଜ ଦେହ ର ସୁଖ ଦେବା ପାଇଁ ସେମାନେ ପୁରୁଷ ମାନଙ୍କୁ ନିଜ ଜାଲ ରେ ଫସାଇ ତାଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି।ସେଥିପାଇଁ ଆପଣ ମାନେ ଆଗରୁ ସଚେତନ ହୋଇ ଯାଆନ୍ତୁ।ନିଜେ ଯେଉଁ ଠାରେ ଅଛନ୍ତି ସେହିଠାରେ ନୂଆ ବର୍ଷ କୁ ଖୁସୀ ରେ ମନାନ୍ତୁ।

ଏଥର ନୂଆ ବର୍ଷ କୁ ରଙ୍ଗୀନ କରିବା ପାଇଁ ଓଡ଼ିଶା ରାଜଧାନୀ ଭୁବନେଶ୍ଵର ରେ ନାନା ପ୍ରକାର ବ୍ୟବସ୍ଥା ହୋଇଛି।ସୁନ୍ଦରୀ ମାନଙ୍କ ସହିତ ନାଚ କରିବେ ଏଥର ନୂଆ ବର୍ଷ ରେ ଟୋକା ମାନେ।ସେମାନେ ସମସ୍ତେ ବଙ୍ଗୀୟ ଯୁବତୀ।

ଓଡ଼ିଶା ରେ ସେମାନେ ଆସି ପହଂଚି ସାରିଲେଣି।ରାତି ରେ ନାଚ ସରିବା ପରେ ଓଡ଼ିଆ ଟୋକା ଙ୍କ ରାତି କୁ ରଙ୍ଗୀନ କରିବା ପାଇଁ ଏହି ସୁନ୍ଦରୀ ଯୁବତୀ ମାନେ ଆସି ଯାଉଛନ୍ତି।

ନୂଆ ବର୍ଷ କୁ ଆହୁରି ଅନେକ ଦିନ ବାକି ଅଛି।ହେଲେ ଏହି ନୂଆ ବର୍ଷ ପାଇଁ ରାତି ରେ ଆସି ଅନେକ ଯୁବତୀ ଗହଳି କଲେଣି।ଟୋକା ମାନଙ୍କ ଠାରୁ ଟଙ୍କା ନେବା ପାଇଁ ସେମାନେ ଏବେ ଠାରୁ ଯୋଜନା ପ୍ରସ୍ତୁତ କଲେଣି।

ଭୁବନେଶ୍ୱର ମାର୍କେଟ ରେ ବଙ୍ଗୀୟ ଯୁବତୀ ମାନଙ୍କ ର ଅଧିକ ଚାହିଦା ରହିଛି।ସେମାନେ ଦେଖିବାକୁ ଅଧିକ ସୁନ୍ଦର ସେଥିପାଇଁ ସେମାନଙ୍କୁ ଓଡ଼ିଆ ଟୋକା ମାନେ ରୁମ୍ କୁ ନେଇ ଯାଉଛନ୍ତି।ହେଲେ ଆପଣ ମାନେ ଯଦି ଭୁବନେଶ୍ୱର ଯାଉଛନ୍ତି ତେବେ ଏବେ ଠାରୁ ସଚେତନ ହୋଇ ଯାଆନ୍ତୁ।

Leave a Reply

Your email address will not be published. Required fields are marked *