ରାଜ୍ୟ ଖବର

Viral News – ଚଉଠି ରାତିରେ ହେଲା ଅଘଟଣ ସ୍ୱାମୀକୁ ଛାଡି ଫେରାର ହେଲା ସ୍ତ୍ରୀ ଏହା ପଛର କାରଣ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ

ବିବାହ ସମସ୍ତଙ୍କର ସ୍ବପ୍ନ ଥାଏ । ଏହା ସମସ୍ତଙ୍କ ପାଇଁ ସୌଭାଗ୍ୟ ର ବିଷୟ ହୋଇଥାଏ । ଯେତେବେଳେ ଚାହିଁଲେ ବାହାଘର ସେତେବେଳେ ହୋଇଯାଏ ନାହିଁ ଏହାପାଇଁ ସମସ୍ତଙ୍କ ଜୀବନରେ ଏକ ସଠିକ୍ ସମୟ ଆସିଥାଏ ।

ଆଜିର ବିଷୟରେ ଠିକ୍ ସେମିତି ହୋଇଛି । ଆଜିର ଘଟଣା ଟି ଆସିଛି ଉତ୍ତରପ୍ରଦେଶ ଠାରୁ ଯେଉଁଠାରେ ଜଣେ ପୁରୁଷ ଥକାମିର ଶିକାର ହୋଇଛନ୍ତି ।

ବହୁବି ପାଇଁ ଶୁଭ କାର୍ଯ ସ୍ଥିର ହୋଇଥିବା ବେଳେ ବ୍ୟକ୍ତି ଜଣଙ୍କ ଜାଣିପାରିଲେ ଯାହାକୁ ସେ ବିବାହ କରିବାକୁ ଯାଉଛନ୍ତି ସେ ବିବାହ ନୁହେଁ ବରଂ ତାଙ୍କ ବର୍ବାଦି ।

ସାଙ୍ଗ ର ସାହାର୍ଯ୍ୟ କ୍ରମେ ବ୍ୟକ୍ତି ଙ୍କ ବିବାହ ସ୍ଥିର ହୋଇଥିଲା ଯାହା ଦ୍ଵାରା ସେ ବିବାହ ପାଇଁ ରାଜି ହୋଇଥିଲେ । ମାତ୍ର ଝିଅଟି ବାସ୍ତବରେ ଥିଲା ପରମ ଲୁଟେରା ସେ ଆଗରୁ ମଧ୍ୟ ଉତ୍ତର ପ୍ରଦେଶରେ ଅନେକ ଜାଗାରେ ବିବାହ କରିଥିଲା ।

ବିବାହ ପରେ ଘର ର ସମସ୍ତ ଧନ ସମ୍ପତି ଧରି ଫେରାର ହୋଇଥାଏ । ଏହି ବ୍ୟକ୍ତି ଙ୍କ ସହ ମଧ୍ୟ ଠିକ୍ ସେହିପରି ହେଲା ବିବାହ ଚତୁର୍ଥୀ ରାତିରେ ତାଙ୍କ ଘରେ କଳା କନା ବୁଲାଇ ଫେରାର ହୋଇଛନ୍ତି ସ୍ତ୍ରୀ ।

ଏହି ସମ୍ପର୍କରେ ଆପଣଙ୍କ ମତାମତ କଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *