ରାଜ୍ୟ ଖବର

Viral News ଯେତେବେଳେ ସମସ୍ତଙ୍କ ସମ୍ନାକୁ ଆସିଲା ଇଛାଧାରୀ ନାଗୁଣୀ ସେତେବେଳେ ଗାଁ ଲୋକଙ୍କ ସହ ଘଟିଲା ଆଶ୍ଚର୍ୟ୍ଯକର ଘଟଣା

ଆନ୍ଧ୍ରପ୍ରଦେଶ ରେ ଏକ ଜଙ୍ଗଲରେ ପୁରୁଣା ଗଛ ରହିଛି।ଆଦିବାସୀ ଲୋକ କୁହନ୍ତି ଏହି ଗଛଟି ପୂର୍ବପୁରୁଷ ମାନେ ଲଗେଇଥିଲ।

ଏହି ଗଛରେ ୪୫୦ ବର୍ଷ ହେଲାଣି ଗୋଟେ ନାଗୁଣୀ କଏଦ ହୋଇକି ରହିଛି।ରାମଲାଲ ବୋଲି ଜଣେ ବ୍ୟକ୍ତି ରହୁଥିଲା।ଜଙ୍ଗଲରୁ ଫଳ ଓ ଶିକାର କରି ପେଟ ପୋଷୁଥିଲେ।

କିନ୍ତୁ ଦିନେ ରାମଲାଲ ଗୋଟେ ନାଗକୁ ମାରିଦେଲା।ତାପରେ ଯାହା ହେଲା ଗାଁ ଲୋକ ମାନଙ୍କର ହୋସ ଉଡ଼ିଗଲା।ଦିନେ ରାମଲାଲ କୁରାଢ଼ିରେ କାଠ କାଟୁଥିଲେ।

ଭୁଲରେ କୁରାଢି ବାଜି ଯାଇ ନାଗ ର ମୃ-ତ୍ୟୁ ହୋଇଗଲା।ବ୍ୟକ୍ତି ଜଣଙ୍କ ଦୁଃଖ କରିଲେ।ତାପରେ କିଛି ଦିନ ପରେ ନାଗୁଣୀ ଆସି ସେଠି ପ୍ରତିଶୋଧ ନେବା ପାଇଁ ବସିଲା।

ରାତିରେ ଯେତେବେଳେ ରାମଲାଲ ସୋଇଥିଲେ ସେଠିକି ନାଗୁଣୀ ଆସିଲା। ଓ ତାଙ୍କ ପାଦକୁ କାମୁଡି ଦେଲା ଯାହା ଫଳରେ ତାଙ୍କର ମୃ-ତ୍ୟୁ ହୋଇଗଲା।

ନାଗୁଣୀ ରାମଲାଲ ଙ୍କ ପରିବାରରେ ଯେକୌଣସି ପୁରୁଷ କୁ କାମୁଡ଼ିଲା।ରାମଲାଲ ଙ୍କ ବଂଶ ବିନାଶ କରିଦେଲା।ସମସ୍ତେ ଚିନ୍ତାରେ ପଡିଗଲେ।୧୦-୧୨ ଜଣ ଲୋକଙ୍କୁ ମାରିଦେଲା।ରାମଲାଲ ଙ୍କ ସ୍ତ୍ରୀ ଏସବୁ ଦେଖି ଶିବ ମନ୍ଦିର ଗଲେ ।

ସେଠି ତାଙ୍କୁ ଜଣେ ସାଧୁ ମିଳିଲେ।ତାପରେ ସାଧୁ ଜଣଙ୍କ ନାଗୁଣୀ କୁ ଗଛରେ ବନ୍ଧିଦେଲେ।ତାପରେ ନାଗୁଣୀ ସେଠୁ ଗାୟବ ହୋଇଗଲା। ଓ ସାଧୁ କହିଲେ କୌଣସି ପୁରୁଷ ଙ୍କୁ ଏହି ଗଛ ପାଖକୁ ଆସିବାକୁ ମନା କରିବେ।ସେଇଦିନ ଠୁ ଲୋକ କୁହନ୍ତି ଏବେ ବି ସେ ନାଗୁଣୀ ସେ ଗଛରେ ରହିଛି।

Leave a Reply

Your email address will not be published. Required fields are marked *