Bidyashree କରିବେ କିଡନୀ ଦାନ, ଗରିବ ପୁଅ କୁ ଦେବେ ନିଜ କିଡନୀ..

ମୃ-ତ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ କହିଛନ୍ତି ଯେ ସେ ଯେତେବେଳେ ଗଣମାଧ୍ୟମରେ ଶୁଭମ୍ ଙ୍କର ନ୍ୟୁଜ ଦେଖିଲେ ସେ ଜାଣିଲେ ଶୁଭମ୍ ଙ୍କୁ ୨୦ ବର୍ଷ।ଆଗକୁ ଗୋଟେ ଲମ୍ବା ଜୀବନ ଚାହିଁଲେ ସେ ବଞ୍ଚି ପାରିବେ।ବାପା ମା ଙ୍କର ଗୋଟେ ବୋଲି ପୁଅ।ତାଙ୍କର କେହି ଭାଇ ନାହାନ୍ତି।ଗୋଟେ ପୁଅକୁ ହରାଇବା ବିଦ୍ୟାଶ୍ରୀ ପାଖରୁ ଅନୁଭବ କରିଛନ୍ତି।

ସେ ତାଙ୍କ ନ୍ୟୁଜ ଯେତେବେଳେ ଦେଖିଲେ ୩ କି.ମି ଚାଲିକି ଯିବା ବି ଅସମ୍ଭବ ହୋଇଥାଏ।କିନ୍ତୁ ତାଙ୍କ ବାପା ମା ୩୦ କି.ମି ରୁ କେନ୍ଦ୍ରାପଡ଼ାରେ ତାଙ୍କ ଘର। ବଳଦେଜୀଉଙ୍କ ମନ୍ଦିରକୁ ସେ ଆଣ୍ଠେଇ କରି ,ମୁଣ୍ଡିଆ ମାରି କରି ଯାଇଛନ୍ତି।ସେ ଦୃଶ୍ୟ ଯିଏ ବି ଦେଖିବେ ଆଖିରୁ ଲୁହ ଝରିଯିବ।

ସେ କହିଛନ୍ତି ଗୋଟେ ସୁଯୋଗ ଯଦି ତାଙ୍କୁ ମିଳୁଛି,ସେ କାହାର ଜୀବନ ବଞ୍ଚାଇ ପାରିବେ ସେ ନିଶ୍ଚିନ୍ତ ତାଙ୍କ ତରଫରୁ ଚେଷ୍ଟା କରିବେ।ସେଥିପାଇଁ ସେ କିଡନୀ ଦେବେ ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି।ହାଇଟେକ୍ ହସ୍ପିଟାଲ୍ ସେ ଯାଇଛନ୍ତି।ଶୁଭମ୍ ଙ୍କ ସହିତ କଥା ହୋଇଛନ୍ତି ସେ କେମିତି ଅଛନ୍ତି ଦେଖିଲେ।

ଶୁଭମ୍ ଙ୍କ ଦେହ ଏବେ ବହୁତ୍ ଖରାପ ଅଛି।ବିଦ୍ୟାଶ୍ରୀ କିଡନୀ ଦେଇ କିଛି ପଇସା ନେବେ ନାହିଁ।ଯଦି କିଡନୀ ମିଶିବ ନାହିଁ ତାହେଲେ ଆଉ କେଉଁଠି କିଡନୀ ଆରେଞ୍ଜ କରିବେ କହିଛନ୍ତି। ଶୁଭମ୍ ଙ୍କର ଆର୍ଥିକ ଅସୁବିଧା ରହିଛି ଯିଏ ବି ସାହାଯ୍ୟ କରିବେ ତାଙ୍କର ଗୁଗୂଲ୍ ପେ ରେ କି ଆକାଉଣ୍ଟରେ ଦେଇପାରିବେ ବୋଲି ବିଦ୍ୟାଶ୍ରୀ କହିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top