ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଅନେକ ଲୋକ ଟ୍ରୋଲ ହେଉଥିବା ବେଳେ ବର୍ତ୍ତମାନ ସବୁ କିଛି ସମ୍ଭବ କେବଳ ସ୍ମାର୍ଟ ଫୋନ ପାଇଁ l ଯାହା ପାଖରେ ସ୍ମାର୍ଟ ଫୋନ ଅଛି ସେ ଏହି ମାଧ୍ୟମରେ ସମଗ୍ର ଦୁନିଆ ଦେଖି ପାରୁଛି କେଉଁଠି କଣ ଘଟୁଛି କଣ ନାହିଁ l
ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଦୃଶ୍ୟ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଏକ ଜଙ୍ଗଲ ମଧ୍ୟରେ ସ୍କୁଲ ରେ ପଢ଼ୁଥିବା ଝିଅଟି ଏକ ପୁଅ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ ଲୀନ ହୋଇଯାଇଛି l
ପରେ କିଛି ଲୋକ ସେଠାରେ ଗଦା ହୋଇ ଫୋନ ମାଧ୍ୟମରେ ଏହି ଦୃଶ୍ୟ କୁ କଏଦୀ କରିଛନ୍ତି l
ଲୋକମାନଙ୍କୁ ଦେଖି ପ୍ରେମୀ ଯୁଗଳ ଆଦୌ ଡରିନଥିବା ବେଳେ ଓଲଟି କହିଥିଲେ ତାଙ୍କ ଘରେ ସବୁ ଜାଣିଛନ୍ତି ଏବଂ କେହି ତାଙ୍କର କିଛି କରିପାରିବେ ନାହିଁ l ଝିଅଟି ଏପରି କହିଥିବା ବେଳେ ପୁଅଟି ଫୋନ ମାଧ୍ୟମରେ ତାଙ୍କ ଲୋକଙ୍କୁ ଡାକିଥିଲା ଏବଂ ହତିଆର ମଧ୍ୟ ଆଣିବାକୁ କହିଥିଲା l
ଏବଂ ଗଦା ହୋଇଥିବ ଲୋକ ମଧ୍ୟ ଡରି ନଥିଲେ l ବହୁତ ଯୁକ୍ତି ତର୍କ ହେବା ପରେ ଦୁହିଁଙ୍କୁ ଛାଡିଥିଲେ ଲୋକେ କିନ୍ତୁ ଏପରି ଆଉ ଦିନେ ନ କରିବାକୁ ଧମକ ଦେଇଥିଲେ l
https://youtu.be/GApjcmXBthg
ସୋସିଆଲ ମିଡିଆରେ ଏପରୀ ଅନେକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଅନେକ ଅସଂଯତ ଅବସ୍ଥାରେ ଲିପ୍ତ ଥିବା ଅବସ୍ଥାରେ ଧରା ପଡୁଛନ୍ତି ଏବଂ ଦିନକୁ ଦିନ ଏହା ବଢିବାରେ ଲାଗିଛି l ଏହା ପ୍ରତି କଠୋର ଆଇନ ହେବାପାଇଁ ଦାବି କରିଛନ୍ତି ସେଠାରେ ଉପସ୍ଥିତ ଥିବା ଲୋକମାନେ l