ଛାତି,ଅଣ୍ଟା size ର ଖୋଜା ଚାଲିଛି ବୋହୂ, ମାଟ୍ରିମନିଆଲ ସାଇଟ୍ ରେ ଯୁବକ ର ଅଜବ ଡିମାଣ୍ଡ, ଆପଣ ବି ହେବେ ଆଶ୍ଚର୍ଯ୍ୟ..

ଆଗ କାଳେ ଝିଅ ଆଉ ପୁଅ ମାନଙ୍କ ବିବାହ ସେମାନଙ୍କ ଇଚ୍ଛା ଥାଉ ବା ନଥାଉ ବଡ଼ ମୂରବୀ ମାନେ ଠିକ୍ କରୁଥିଲେ, ବେଳେ ବେଳେ ତା କନ୍ୟା ଆଉ ବର ପରସ୍ପର କୁ ନଦେଖିକି ବିବାହ କରିଦିଆଯାଏ, ଏହାକୁ ଆରେଞ୍ଜ ମ୍ୟାରେଜ୍ ର ଆଖ୍ୟା ଦିଆ ଯାଇଥାଏ ହେଲେ ଆଜିକାଲି ର ଅତ୍ୟାଧୁନିକ ସମୟ ରେ ଏହା ପରିବର୍ତ୍ତିତ ହେବାକୁ ଯାଉଛି

ଆଜ୍ଞା ହଁ, ଆଜି କାଲି ପୁଅ ଆଉ ଝିଅ ମାନେ ନିଜ ମନ ପସନ୍ଦ ର ପୁଅ ଆଉ ଝିଅ ଖୋଜୁଛନ୍ତି, ଏହା ପାଇଁ ସାହାରା ନେଉଚନ୍ତି matrimonial ସାଇଟ୍ ମାନଙ୍କ ର ଯାହା ସେମାନଙ୍କୁ ନିଜ ମନ ପସନ୍ଦ ର ସାଥି ଟିଏ ଦେବାରେ ସାହାଯ୍ୟ କରୁଛି

ଜଣେ ନିଜ ମନ ମୁତାବକ ସାଥି ପାଇଁ ସାଇଟ୍ ରେ ବିଜ୍ଞାପନ ଦିଏ, ସାଧାରଣତଃ ଲୋକେ ବିଜ୍ଞାପନ ରେ ବୟସ, ଦରମା ଆଉ ଜାତି କୁ ଗୁରୁତ୍ଵ ଦେଉଥିବା ବେଳେ ଅଚାନକ ଗୋଟେ ଏମିତି ବିଜ୍ଞାପନ ନଜର କୁ ଆସିଥିଲା ଯେଉଁଠି ଜଣେ ଯୁବକ ନିଜ ପାଇଁ ଗୋଟେ କନ୍ୟା ଖୋଜୁଥିବା ସହ କନ୍ୟା ର ଛାତି, ପେଟ, ଆଉ ନିତମ୍ବ ର ସାଇଜ କେତେ କେତେ ରହିବ ଆବଶ୍ୟକ ଆଉ ବୟସ ମଧ୍ୟ ଉଲ୍ଲେଖ କରିଛନ୍ତି

ଯାହା ଦେଖି ଲୋକ ମାନେ ମଧ୍ୟ ଟିପ୍ପଣୀ ଦେବ ଆରମ୍ଭ କରିଦେଇଛନ୍ତି, ଝିଅ ଦରକାର୍ ନା ଉପୋଭୋଗ ସାମଗ୍ରୀ ବୋଲି କେହି କେହି ପ୍ରଶ୍ନ କରିଛନ୍ତି, ୟା ସହ ଯୁବକ ଏହା ମଧ୍ୟ ଲେଖିଛନ୍ତି ଖଟ ରେ ଶୋଇଲା ବେଳେ ସେ ସୁନ୍ଦର ଦେଖା ଯିବା ସହ ଗୋଟେ ବେଶ୍ୟା ପରି ମତେ ସୁଖ ଦେବା ଯେମିତି ଜାଣିଥିବ

ତେବେ ଏଇ ସବୁ ବିଜ୍ଞାପନ ଦେଖି ଲୋକ ମାନେ ସୋସିଆଲ ମିଡ଼ିଆ ରେ ଖୁବ୍ ଟ୍ରୋଲ କରିବା ସହ ଧୁମ୍ ମଜାକ ମଧ୍ୟ ଉଡେଇଛନ୍ତି

Leave a Comment

Your email address will not be published. Required fields are marked *

Scroll to Top