Special Report

ଛେଳି ଚରେଇବା ପାଇଁ ସ୍କୁଲରେ ଛୁଆଙ୍କ ବାପ ଦିଦି ସହ କଲା ଏମିତି କାମ,ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ!!

 

ନମସ୍କାର ପାଠକ ବନ୍ଧୁ।ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ ସରକାର କେତେ ନିୟମ ପ୍ରଣୟନ କରୁଛନ୍ତି।ଆଜି ର ପିଲା କାଲି ର ଭବିଷ୍ୟତ।ସେମାନଙ୍କୁ ଶିକ୍ଷା ଦିଆ ଯିବା ନିତାନ୍ତ ଜରୁରୀ।ହେଲେ ବର୍ତ୍ତମାନ ସମୟ ରେ କିଛି ବାପା ମା ମାନେ ତାହାକୁ ବୁଝିବାକୁ ନାରାଜ।

ନିଜ ଇଚ୍ଛା କୁ ପୁରଣ କରିବା ପାଇଁ ସେମାନେ ନିଜ ପିଲା ଙ୍କ ଭବିଷ୍ୟତ କୁ ଖରାପ କରି ଦେଉଛନ୍ତି। ଥରେ ବି ସେମାନେ ନିଜ ପିଲା ଙ୍କ କଥା ଭାବୁ ନାହାନ୍ତି।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ରାଜ୍ୟ ର ଗୋଟିଏ ଗାଁ ରେ।

ସେଠାରେ ଜଣେ ବ୍ୟକ୍ତି ନିଜ ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ ଚାହୁଁ ନାହାନ୍ତି।ସେ ନିଜ ପିଲା ମାନଙ୍କୁ ପାଠ ନ ପଢ଼ାଇ କାମ ରେ ଲଗେଇ ଦେବା ପାଇଁ କହୁଛନ୍ତି।ସେମାନେ ପାଠ ପଢ଼ି କିଛି ଲାଭ ନାହିଁ।କାମ କଲେ ଆମ ପରିବାର କୁ କିଛି ଅର୍ଥ ଆସିବ।

ଏହି କଥା କୁ ଯେତେବେଳେ ସେହି ଅଞ୍ଚଳ ର ଲୋକ ମାନେ ଶୁଣିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ସୂଚନା ଅନୁସାରେ ବିହାର ର ଗୋଟିଏ ବିଦ୍ୟାଳୟ ରେ ଜଣେ ମହିଳା ତାଙ୍କ ପିଲା ମାନଙ୍କୁ ପଠାଇ ଥିଲେ।

ପିଲା ମାନେ ପାଠ ପଢି ଥିବା ସମୟ ରେ ତାଙ୍କ ବାପା ବିଦ୍ୟାଳୟ ଭିତରେ ପଶି ଶିକ୍ଷୟିତ୍ରୀ ଙ୍କ ସହିତ ଝଗଡ଼ା କରିଥିଲେ।ଓ ତାଙ୍କୁ କହିଥିଲେ କି ମୋ ପିଲା ମାନଙ୍କୁ ଛାଡ଼ନ୍ତୁ।ସେମାନେ ଛେଳି ଚରାଇ ବାକୁ ଯିବେ।

ସେଠାରେ ତାଙ୍କୁ ସମସ୍ତେ ଅପେକ୍ଷା କରିଛନ୍ତି।ଏହା ପରେ ଦିଦି ଜଣକ ତାଙ୍କ ବାପା ଙ୍କୁ ବୁଝାଇବାକୁ ଚେଷ୍ଟା କରିଥଲେ।ଦିଦି କହିଥିଲେ କି ପିଲା ମାନଙ୍କୁ ପାଠ ପଢାଇଲେ ସେମାନେ ଆଗକୁ ଶିକ୍ଷିତ ହୋଇ ଭଲ ଚାକିରୀ କରିବେ।ତେଣୁ ଏପରି କରନ୍ତୁ ନାହିଁ।

ଏହା ପରେ ତାଙ୍କ ବାପା ଶିକ୍ଷୟିତ୍ରୀ ଙ୍କ ସହିତ ଝଗଡ଼ା କରିବାକୁ ଆରମ୍ଭ କରି ଦେଇଥିଲେ।ତାଙ୍କ ପିଲା ଙ୍କୁ ଜଲଦି ନ ଛାଡିଲେ କିଛି ବି ଭଲ ହେବନି ବୋଲି ଧମକାଇ ଥିଲେ।

ଏଥିରେ ଶିକ୍ଷୟିତ୍ରୀ ମଧ୍ୟ ରାଗି ଯାଇ ଥିଲେ।ଉଭୟ ଙ୍କ ମଧ୍ୟରେ ଖୁବ୍ ଝଗଡ଼ା ହେଲା।ସେଠାରେ ଉପସ୍ଥିତ ଲୋକ ମାନେ ଏହାର ଗୋଟିଏ ଭିଡିଓ କରି ସୋସିଆଲ ମିଡିଆରେ ଅପ୍ ଲୋଡ କରି ଦେଇଥିଲେ।ଏହି ଭିଡିଓ ଟି ଏବେ ଖୁବ୍ ଭାଇରାଲ ହେଉଚି।

Leave a Reply

Your email address will not be published. Required fields are marked *