Special Report

ସ୍ତ୍ରୀକୁ ବାହାରକୁ ପଠାଇ ପ୍ରେମିକା ସହ ଖେଳ କରୁଥିଲା ସ୍ୱାମୀ,ସ୍ତ୍ରୀ ଆସି ଧରିନେଲା ଆଉ ତାପରେ ଯାହା କଲା…

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିକଟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଯାହାକୁ ଆପଣ ଦେଖିଲେ ବିଶ୍ଵାସ କରି ପାରିବେ ନାହିଁ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବା ରେ ଲାଗିଛି।

ଯେଉଁଥିରେ କି ଏକ ବିବାହିତ ସ୍ଵାମୀ ଓ ତାଙ୍କ ପ୍ରେମିକାଙ୍କୁ ଦେଖିବାକୁ ମିଲିଛି। ତେବେ ସେ ଯୁବତୀ ଜଣଙ୍କ ହେଉଛନ୍ତି ସେହି ସ୍ଵାମୀଟିର ପ୍ରେମିକା। ବିବାହ କରିଥିବା ସତ୍ତ୍ୱେ ବି ସେହି ପୁରୁଷ ଲୋକ ଜଣକ ଅନ୍ୟ ଏକ ଯୁବତୀ ସହ ନିବିଡ଼ ସମ୍ପର୍କ ରଖିଥିଲେ।

ଦିନରେ ସ୍ତ୍ରୀ କାମକୁ ଚାଲିଗଲା ପରେ ସବୁଦିନ ପ୍ରେମିକାକୁ ଡାକି ଆଣୁଥିଲା ସ୍ବାମୀ ଜଣକ। ସ୍ତ୍ରୀ ସବୁଦିନ ପରି ଘରୁ ଚାଲି ଯାଇଥିବା ବେଳେ, ଆଜି କିନ୍ତୁ ତାଙ୍କର ମୋବାଇଲଟି ଘର ବାଲ୍କୋନି ପାଖରେ ଛାଡି ଦେଇ ଯାଇଥିଲେ।

ତେବେ କିଛି ସମୟ ପରେ, ସ୍ତ୍ରୀ ନିଜ ମୋବାଇଲ ନେବା ପାଇଁ ଘରକୁ ଫେରିଥିଲେ। ଆଉ ହଠାତ ତାଙ୍କ ଘର ଭିତରୁ କେଉଁ ଯୁବତୀଙ୍କର ପାଟି ଶୁଣିବାକୁ ପାଇଥିଲେ।

ଏପଟେ ମହିଳା ଜଣକ ତାଙ୍କ ଘରେ ସ୍ୱାମୀ ଏକା ଥିବା କଥା ଜାଣିଥିବା ବେଳେ, ଘରେ ଏହି ଯୁବତୀର ସ୍ୱର କୁଆଡୁ ଆସିଲା ତାକୁ ନେଇ ଚିନ୍ତାରେ ପଡ଼ିଥିଲେ।

ଆଉ ଦେଖୁ ଦେଖୁ ଘର ବାହାରେ ମଧ୍ୟ ଏକ ଯୁବତୀର ଚପଲ ଥୁଆ ହେଇଥିବା ନେଇ ତାଙ୍କର ସନ୍ଦେହ ବଢି ଯାଇଥିଲା। ଆଉ ଯେତେବେଳେ ସେ ଘରର କବାଟ ଖୋଲି ଦେଖିଥିଲେ, ସେତେବେଳେ ତାଙ୍କ ହୋସ ଉଡି ଯାଇଥିଲା।

ଘର ଭିତରେ ତାଙ୍କ ସ୍ୱାମୀ ସେହି ଯୁବତୀ ସହ ଶାରରୀରିକ ସମ୍ପର୍କ ରଖୁଥିବା ବେଳେ, ଦୁହିଁଙ୍କୁ ଅସଂଯାତ ଅବସ୍ଥାରେ ଦେଖି ନେଇଥିଲେ। ଆଉ ତା ପରେ ଘର ଭିତରେ ପଶି ଯୁବତୀଙ୍କ ଚୁଟିକୁ ଘୋଷାଡ଼ି ମାଡ଼ ମାରିଥିଲେ।

ଏହାସହ ଦୁହିଁଙ୍କ ନାମରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ତେବେ ସ୍ୱାମୀ ଜଣକ ରୋମାନ୍ସ କରିବାର ସବୁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *