Special Report

କଲେଜ ଛାତ୍ରୀଙ୍କୁ ଚାରେ ବଟିକା ଦେଇ ଦୁଷ୍କର୍ମ କରିଦେଲେ ୩ ଦୋକାନୀ, ପୋଲିସ୍ ଧରି କଲା ଏପରି କିଛି …

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ଖବର ହେଉଛି, ଜଣେ ୧୮ ବର୍ଷର ଝିଅକୁ ଦୁ-ଷ୍କ-ର୍ମ କରିଛନ୍ତି ତିନିଜଣ ଲୋକ ।

ଏହି ୧୮ ବର୍ଷୀୟା ଯୁବତୀ ଜଣକ ହେଉଛନ୍ତି ଜଣେ ଛାତ୍ରୀ । ସେ କଲେଜରେ ପଢୁଥିଲେ । ଏହି କଲେଜ ଛାତ୍ରୀ ଜଣଙ୍କୁ ଦୁ-ଷ୍କ-ର୍ମ କରିଛନ୍ତି ଜଣେ ଦୋକାନୀ । ଏହି ଛାତ୍ରୀ ଜଣକ ଚା ପିଇବାକୁ ଆସିଥିଲେ ।

ଆଉ ଚା ପିଇବାକୁ ଆସିଥିବା ଦୋକାନୀ ଜଣକ ଏହି ଯୁବତୀ ଜଣକ ସହିତ ଦୁ-ଷ୍କ-ର୍ମ କରିଥିଲେ । ଏହି ଯୁବତୀ ଜଣକ କଲେଜରେ ପଢୁଥିଲେ । ଆଉ ତାଙ୍କର ଦେହ ଅସୁସ୍ଥ ଥିଲା । ସେଥିପାଇଁ ସେ ମେଡ଼ିକାଲକୁ ଯାଉଥିଲେ ।

ଆଉ ସେ ମେଡିକାଲ ଯିବା ବାଟରେ ଚା ପିଉଥିଲେ । ସେଠାରେ ତାଙ୍କ ଫୋନରେ ଚାର୍ଜ ନଥିବାରୁ ସେ ତାଙ୍କ ଫୋନ ଚାର୍ଜ ବସାଇଥିଲେ । ଏହି ଦୋକାନୀ ଜଣକ ଆମ୍ବୁଲାନ୍ସରେ ଝିଅଟିକୁ ଚାର୍ଜ ବସାଇବାକୁ କହିଥିଲେ ।

ଯୁବତୀ ଜଣକ ସେହି ଆମ୍ବୁଲାନ୍ସରେ ଚାର୍ଜ ବସାଇ ଦେଇ ଡାକ୍ତରଙ୍କ ପାଖକୁ ଦେଖା କରିବାକୁ ଯାଇଥିଲା । ଏହାପରେ ଯୁବତୀ ଜଣକ ଯେତେବେଳେ ଡାକ୍ତରଙ୍କ ଠାରୁ ତାଙ୍କ ଦେହ ଦେଖାଇ ଆସିଲେ ସେତେବେଳେକୁ ସେଠାରେ ଆମ୍ବୁଲାନ୍ସ ନଥିଲା । ଆଉ ଯୁବତୀ ଜଣକ ଯୁବକଙ୍କ ପାଖକୁ ଧାଇଁ ଯାଇଥିଲେ ।

ଯୁବତୀ ଜଣକ ଆମ୍ବୁଲାନ୍ସକୁ ଏଣେତେଣେ ସବୁ ଆଡ଼େ ଖୋଜିଥିଲା କିନ୍ତୁ ପାଇନଥିଲା । ଏହାପରେ ଆମ୍ବୁଲାନ୍ସ ସନ୍ଧାନ ପାଇବା ପରେ ଫୋନ ଆଣିବା ପାଇଁ ସେ ତାଙ୍କ ସାଙ୍ଗଙ୍କୁ ଡାକି ସେହି ଆମ୍ବୁଲାନ୍ସ ପାଖକୁ ଯାଇଥିଲେ ।

ସେଠାରେ ଅର୍ଥାତ୍ ଏହି ଆମ୍ବୁଲାନ୍ସରେ ଥିବା ଯୁବକମାନେ ଯୁବତୀ ଜଣଙ୍କ ସହିତ ଦୁ-ଷ୍କ-ର୍ମ କରିଥିଲେ । ଆଉ ଏହା କାହାକୁ ନ କହିବା ପାଇଁ ଧମକ ଦେଇଥିଲେ । ଏବେ ଏହି ଘଟଣାକୁ ନେଇ ଯୁବତୀ ଜଣକ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏସ ପୋଲିସ ଏହି ଅଭିଯୁକ୍ତ ତିନିଜଣଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *