ଭାଇରାଲ ଭିଡିଓ

Collage ଭିତରେ ପ୍ରେମ କରୁ କରୁ ଫସିଗଲେ ଛାତ୍ରୀ ଶିକ୍ଷକ କରିଦେଲେ ଭିଡ଼ିଓ Viral

କଲେଜ ସମୟରେ ବନ୍ଧୁତା ହେବା ଏବଂ ସେହି ବନ୍ଧୁତାରୁ ପ୍ରେମ ସମ୍ପର୍କରେ ବାନ୍ଧି ହେବା ଏକ ସାଧାରଣ କଥା ଅଟେ l ବର୍ତ୍ତମାନ ସୋସିଆଲ ମିଡିଆରେ ଏକ କଲେଜ ଛାତ୍ରୀଙ୍କ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ସିଡ଼ି ଉପରେ ଛାତ୍ରୀ ଜଣଙ୍କ ମୁଁହଁ ଲୁଚେଇ ଠିଆ ହୋଇଥିବାର ଦେଖା ଯାଇଥିଲା l

ଅନ୍ୟ ପକ୍ଷେ ସେହି ଭିଡ଼ିଓ ରେ ଶିକ୍ଷକ ଙ୍କୁ ମଧ୍ୟ ଦେଖା ଯାଇଛି ଏବଂ ଅନ୍ୟାନ୍ୟ ଛାତ୍ର ଛାତ୍ରୀ ମଧ୍ୟ ଭିଡ଼ିଓ ରେ ଦେଖା ଯାଇଥିଲେ l

ତେବେ ଘଟଣା ଟି ବାସ୍ତବରେ ଯାହା ଜଣାପଡିଥିଲା କଲେଜ ରେ ଛାତ୍ର ଏବଂ ଛାତ୍ରୀ ଦୁହେଁ ପରସ୍ପର ସହ ଏକାଠି ଥିବା ଅବସ୍ଥାରେ କଲେଜ ର ଅଧ୍ୟାପକ ଦେଖିଦେଇଥିଲେ l

ଏବଂ ସେଠାରେ କଣ କରୁଥିଲ ବୋଲି ପ୍ରଶ୍ନ କରିଥିଲେ ଠିକ ସେତିକି ବେଳେ ଛାତ୍ରୀ ମଧ୍ୟ ଖୁବ ଭୟଭିତ ହୋଇପଡ଼ିଥିଲେ l ଏବଂ ସାର ଙ୍କୁ ଡରି ଚୁପ ରହିଥିଲେ l

https://youtu.be/jy_t0ଜ଼କ୍ୱାଲଜଜ଼କ

ଚାଁହୁ ଚାଁହୁ ଅନ୍ୟାନ୍ୟ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ମାନେ ଗଦା ହୋଇଯାଇଥିଲେ l ଏହି ଭିଡ଼ିଓ ଟି ଅନେକ ଛାତ୍ର ଛାତ୍ରୀ ରେକଡିଂ କରିଥିବା ବେଳେ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି l

Leave a Reply

Your email address will not be published. Required fields are marked *