କିଏ ଏହି ମହିଳା କାହିଁକି Mobile ରୁ Mobile ଘୁରି ବୁଲୁଛି ଏହି ଭିଡ଼ିଓ ଦେଖନ୍ତୁ ଏହି viral video

ସୋସିଆଲ ମିଡିଆରେ ଅନେକ କିଛି ଭାଇରଲ ହୋଇଥାଏ l ଯେବେଠୁଁ ଡିଜିଟାଲ ଇଣ୍ଡିଆ ର ଆରମ୍ଭ ହୋଇଛି ସେବେଠାରୁ ଅନେକ ଲୋକ ସୋସିଆଲ ମିଡ଼ିଆ ସହାର୍ଯ୍ୟରେ ସଫଳତାର ଶୀର୍ଷ ରେ ପହଁଞ୍ଚି ପାରୁଛନ୍ତି ….

ବର୍ତ୍ତମାନ ସୋସିଆଲ ମିଡିଆରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଲାଗିପଡିଛନ୍ତି l ବର୍ତ୍ତମାନ ଆପଣ ଫୋଟ ରେ ଦେଖିଥିବା ଝିଅ ଜଣଙ୍କ ଭିଡ଼ିଓ ଘୁରି ବୁଲୁଚି ମୋବାଇଲ ରୁ ମୋବାଇଲ ଏବଂ ସମସ୍ତେ ଏହି ଭିଡ଼ିଓ କୁ ପସନ୍ଦ କରିବା ସହ ଆଗ୍ରହ ର ସହ ଏହି ଭିଡ଼ିଓ ଟିକୁ ଦେଖୁଛନ୍ତି …

ଏହି ଭିଡିଓ ରେ ଅନେକ ଗୀତ ର ମିଶ୍ରଣ ରେ ଅଭିନୟ କରିଛନ୍ତି ଝିଅ ଜଣଙ୍କ l ଭିଡ଼ିଓ ରେ ଜଣେ ଛୋଟ ପିଲା ପଚାରୁଥିବା ଏବଂ ଝିଅ ଜଣଙ୍କ ଗୀତ ଆକାର ରେ ଉତ୍ତର ଦେଉଥିବାର ଦେଖା ଯାଇଛି .ତେବେ

ବାସ୍ତବରେ ସମାନ ସଂଗୀତ ରେ ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଚାଲିଥିବା ବେଳେ ବର୍ତ୍ତମାନ ଏହି ଭିଡ଼ିଓ ଟି ଭାଇରଲ ହେବାରେ ଲାଗିଛି l

https://youtu.be/D1lVjDEMlPQ

ଭିଡ଼ିଓଟିକୁ ସମସ୍ତେ ମନୋରଞ୍ଜନ ଦୃଷ୍ଟିରେ ନେଇଥିବା ବେଳେ ଅନେକ ଲୋକ ଏହାକୁ ନିଜ ୱାଟ୍ସଅପ ସ୍ଟାଟସ ରେ ମଧ୍ୟ ଲଗାଇ ଆନନ୍ଦିତ ହୋଇଛନ୍ତି l ଏହି ଭିଡ଼ିଓ ରେ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଲକ୍ଷ୍ୟ ଲକ୍ଷ୍ୟ ଲୋକେ ଏହାକୁ ଦେଖିବା ସହ ଲାଇକ ମଧ୍ୟ କରିଛନ୍ତି ….ଶେଷ

Leave a Comment

Your email address will not be published. Required fields are marked *

Scroll to Top