ଭାଇରାଲ ଭିଡିଓ

ଛି ଛି ଶେଷରେ କଳିଯୁଗ ରେ ଏମିତି ଦେଖିବାକୁ ମିଳିଲା ଦିଅର ଭାଉଜ ଙ୍କ ମନ୍ଦିର ରେ ବାହାଘର ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଦିଅର ଭାଉଜଙ୍କ ସମ୍ପର୍କ ମା ପୁଅ ଙ୍କ ପରି ହୋଇଥାଏ l ଦିଅର ଭାଉଜଙ୍କୁ ମା ଙ୍କ ଭଳି ଭଲ ପାଇଥାଏ ଏବଂ ଭାଉଜ ଦିଅର କୁ ମଧ୍ୟ ସମାନ ପୁଅ ଭଳି ଦେଖିଥାଏ l

କିନ୍ତୁ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ ଦିଅର ଭାଉଜଙ୍କ ବିବାହ କଥା ଶୁଣି l ଘଟଣା ଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ ବର୍ତ୍ତମାନ ଦିଅର ଭାଉଜଙ୍କ ସମ୍ପର୍କ କଳଙ୍କିତ ହୋଇଯାଇଛି କେବଳ ଏହି ଦୁଇଜଣଙ୍କ ପାଇଁ l

ଦିଅର ଭାଉଜଙ୍କର ଅନେକ ଦିନ ଧରି ପ୍ରେମ ସମ୍ବନ୍ଧ ଥିବାବେଳେ ବର୍ତ୍ତମାନ ଦୁହେଁ ନିଜର ପ୍ରେମ ସମ୍ପର୍କ କୁ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିଥିଲେ ଏବଂ ଦୁହେଁ ଦୁହିଁଙ୍କୁ ବିବାହ କରିବାପାଇଁ ନିଶ୍ଚିତ କରିଥିଲେ l

ଦୁହିଁଙ୍କ ମନ୍ଦିର ରେ ମାଳା ପରିବର୍ତ୍ତନ ଏବଂ ସେହି ବିବାହ ସମୟର ଦୃଶ୍ୟ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l

ଲୋକ ଏହାକୁ ଦେଖି ଘୋର ନିନ୍ଦା କରିବା ସହ ସମାଜ ଏମାନଙ୍କ ପାଇଁ କଳୁଷିତ ବୋଲି ମନ୍ତବ୍ୟ ଦେଇଥିଲେ l ଏବଂ ଦିଅର ଭାଉଜଙ୍କ ସମ୍ପର୍କ ରେ ଏହି ଦୁଇ ଜଣ କଳଙ୍କ ଲଗାଇଦେଲେ ବୋଲି କହିଥିଲେ l

ଏହି ଭିଡ଼ିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଫୋନ ରୁ ଫୋନ ଘୁରି ବୁଲୁଛି ଏବଂ ଲୋକେ ଏମାନଙ୍କୁ ଦଣ୍ଡ ଦେବାପାଇଁ ମନ୍ତବ୍ୟ ଦେଇଛନ୍ତି l

ଏହି ସମ୍ପର୍କରେ ଆପଣଙ୍କ ଧାରଣା କଣ କମେଣ୍ଟ କରନ୍ତୁ l ପୋଷ୍ଟଟିକୁ ଆପଣଙ୍କ ସାଙ୍ଗମାନଙ୍କୁ ସେଆର କରିବାକୁ ଅନୁରୋଧ l

Leave a Reply

Your email address will not be published. Required fields are marked *