Special Report

କଲେଜ ଛାତ୍ରୀଙ୍କ ସହ ଖେଳ କରିଦେଲେ ଅଧ୍ୟାପକ,କହିଲେ ମୋତେ କିସ୍ ଦେ.. ବହି ନେ..

 

ନମସ୍କାର ପାଠକ ବନ୍ଧୁ।ଛାତ୍ରୀ ଙ୍କ ପ୍ରେମ ରେ ପାଗଳ ହୋଇଛନ୍ତି ଅଧ୍ୟାପକ।ଆପଣ ସମସ୍ତେ ଜାଣି ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସବୁବେଳେ ଭଲ ସମ୍ପର୍କ ରହିଥାଏ।ହେଲେ ବର୍ତ୍ତମାନ ସମୟ ରେ ଏମାନଙ୍କ ସମ୍ପର୍କ ବହୁତ ଖରାପ ହେବାକୁ ଲାଗୁଚି।

ଆମେ ଆଜି ସେହି ଭଳି ଜଣେ ଅଧ୍ୟାପକ ଙ୍କ ବିଷୟ ରେ କହିବାକୁ ଯାଉଛୁ।ଜଣେ ଅଧ୍ୟାପକ ହୋଇ କିଭଳି ନିଜ କଲେଜ୍ ର ଛାତ୍ରୀ ଙ୍କ ସହିତ ଖରାପ ବ୍ୟବହାର ଦେଖାଉଛନ୍ତି।ଆପଣ ମାନେ ଏ ବିଷୟ ରେ ଜାଣିଲେ ଚକିତ ହୋଇ ଯିବେ।

ସୂଚନା ଅନୁସାରେ କଲେଜ୍ ରେ ପାଠ ପଢି ବାକୁ ଯାଇ ଥାଆନ୍ତି ଛାତ୍ରୀ ଜଣକ।ସେ ଯୁକ୍ତ ୩ ବିଜ୍ଞାନ ରେ ଦିତୀୟ ବର୍ଷ ର ଛାତ୍ରୀ।ସେହି କଲେଜ୍ ଫିଜିକ୍ସ ଅଧ୍ୟାପକ ତାଙ୍କ ଉପରେ ଖରାପ ନଜର ପକାଇ ଥିଲେ।କଲେଜ୍ ରେ କେହି ନ ଥିବା ବେଳେ ତାଙ୍କୁ ବହି ଦେବା ବାହାନା ରେ ନିଜ ପାଖକୁ ଡକାଇ ଥିଲେ।

 

ଏହା ପରେ ତାଙ୍କୁ କିସ୍ କରିବା ପାଇଁ ବାଧ୍ୟ କରିଥିଲେ।ଓୟୋ ରୁମ୍ କୁ ଯିବା ପାଇଁ ବାଧ୍ୟ କରିଥିଲେ।ହେଲେ ଛାତ୍ରୀ ଜଣକ ରାଜି ନ ହେବାରୁ ସେ କହିଥିଲେ କି ତୁ ଯଦି ମୋ କଥା ରେ ରାଜି ହୋଇ ଯିବୁ ତାହାଲେ ମୁ ତୋତେ ପରୀକ୍ଷା ରେ ପାସ କରେଇ ଦେବି।

ତୋ ଭଉଣୀ ଓ ତୋ ମାର୍କ କୁ ବଢାଇ ଦେବି। ତୁ ମୋତେ କିସ୍ କଲେ ଆମେ ବୁଲିବାକୁ ଯିବା।ଛାତ୍ରୀ ଜଣକ ନିଜ ଫୋନ୍ ରେ ଏହାକୁ ରେକର୍ଡ କରି ରଖିଥିଲେ।ଏହା ପରେ ଛାତ୍ରୀ ଜଣକ ପୋଲିସ ସମ୍ମୁଖ ରେ ଏହାକୁ ଦେଖାଇ ଦେଇଥିଲେ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ଯାଞ୍ଚ କରିଥିଲା। ସେହି କଲେଜ୍ ର ଫିଜିକ୍ସ ବିଭାଗ ର ଅଧ୍ୟାପକ ରାମ ଚରଣ ଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ନିନ୍ଦା କରିଛନ୍ତି।ଘଟଣା ସମ୍ପର୍କ ରେ ପୋଲିସ ତଦନ୍ତ କରିବା ପରେ ରାମ ଚରଣ ଏବେ ଫେରାର ଅଛନ୍ତି।ଏହି ଘଟଣା କୁ ବନ୍ଦ କରିବା ପାଇଁ ଚେଷ୍ଟା କରା ଯାଉଚି।

ଯୁବତୀ ଜଣକ ନିଜ ପରିବାର ସହିତ ଥାନା ରେ ପହଞ୍ଚି ଅଧ୍ୟାପକ ଙ୍କ ନାମ ରେ ଅଭିଯୋଗ କରିଥିଲେ।ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ତାର ତଦନ୍ତ ଆରମ୍ଭ କରିଥିଲେ।ହେଲେ ସେହି କଲେଜ ର ଅନ୍ୟ ଅଧ୍ୟାପକ ମାନେ ଏହାକୁ ଚପାଇ ଦେବା ପାଇଁ ଚେଷ୍ଟା କରୁଛନ୍ତି।

ସେମାନେ କହିଛନ୍ତି କି ଫିଜିକ୍ସ ଅଧ୍ୟାପକ ଘଟଣା ଦିନ କଲେଜ୍ ରେ ଉପସ୍ଥିତ ନ ଥିଲେ।ସେ ନିଜ ପରିବାର ସହିତ ଛୁଟି ରେ ବୁଲିବାକୁ ଯାଇଥିଲେ।ସେ କିପରି ଜଣେ ଛାତ୍ରୀ ଙ୍କ ସହିତ ଏପରି କରି ପାରିବେ।

Leave a Reply

Your email address will not be published. Required fields are marked *