Special Report

ଜଙ୍ଗଲ ଭିତରେ ପ୍ରେମିକା ସହ ପ୍ରେମିକ କରୁଥିଲା ଏପରି କାମ, ପୋଲିସ୍ ଠିକ ସମୟରେ ଆସିଗଲା ଆଉ ତା ପରେ…

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଆପଣମାନେ ସମସ୍ତେ ଆଜିକା ଯୁଗର ପ୍ରେମିକ ଆଉ ପ୍ରେମିକା କଥା ତ ଜାଣିଥିବେ ।

ସେମାନେ ସବୁ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏଭଳି ସବୁ ଲୋକ ଅଛନ୍ତି ଯେଉଁମାନେ ଏହି ସମାଜ ପାଇଁ କଳଙ୍କ ଅଟନ୍ତି । କଲେଜ ଛାତ୍ରଛାତ୍ରୀ ମିଛରେ ପାଠ ପଢିବା କହି ଏଭଳି କାମ କରୁଛନ୍ତି ।

ବାପା ମା କେତେ ଭରଷାରେ ପିଲାମାନଙ୍କୁ କଲେଜ ପଠାଇ ଥାଆନ୍ତି କିନ୍ତୁ ଏହି କଲେଜ ପଢୁଥିବା ଝିଅ ଆଉ ପୁଅ ପ୍ରେମ କରି ଏଭଳି ସବୁ କାମ କରିଥାନ୍ତି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ଏମିତି ଏକ ଖବର ଏବେ ସାମ୍ନାକୁ ଆସିଛି ।

କଲେଜରେ ପାଠ ପଢୁଥିବା ପ୍ରେମିକ ଆଉ ପ୍ରେମିକା କଲେଜ ଯିବେ କ୍ଷୀ ଘରୁ ବାହାରି ଆସିଥିଲେ । ଆଉ ସେମାନେ କଲେଜ ନଯାଇ ପାର୍କ ଯାଇଥିଲେ । ପାର୍କରେ ବସି ଖରାପ କାମ କରୁଥିଲେ ଏହି ପ୍ରେମିକ ଆଉ ପ୍ରେମିକା ।

ଏହି ପ୍ରେମିକ ଆଉ ପ୍ରେମିକା ପାର୍କକୁ ରୁମ୍ ଭାବି ଶା-ରି-ରୀ-କ ସମ୍ପର୍କ ରଖୁଥିଲେ । ସେହି ସମୟରେ ସେଠାରେ ପହଞ୍ଚି ଯାଇଥିଲେ ପୋଲିସ । ଆଉ ପୋଲିସ ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଦେଇଥିଲା ।

ଅର୍ଦ୍ଧ ନଗ୍ନ ଅବସ୍ଥାରେ ପୋଲିସ ତାଙ୍କୁ ଦେଖି ଦେଇଥିଲା । ଆଉ ଏଭଳି କାମ କରିଥିବାରୁ ତାଙ୍କୁ ଗିରଫ ବି କରିଥିଲା । ପାର୍କ ହେଉଛି ଏକ ସାର୍ବଜନୀନ ଅଞ୍ଚଳ ସେଠାକୁ ସାଧାରଣ ଲୋକମାନେ ଯାଇଥାନ୍ତି ଆଉ ବୁଲି ନିଜ ମନକୁ ଖୁସି କରାଇ ଥାଆନ୍ତି ।

କିନ୍ତୁ ଏହି ପ୍ରେମୀ ଯୁଗଳ ଏଠାରେ ଏଭଳି ନିର୍ଲଜ୍ଜ କାମ କରିବେ ସେକଥା କିଏ ବା ଜାଣିଥିଲା । ପାଠ ପଢିବା ନାଁ କହି ଏହି ଯୁବକ ଆଉ ଯୁବତୀ ଘରୁ ବାହାରି ଆସୁଥିଲେ ଆଉ ପାର୍କ ଯାଇ ସମସ୍ତଙ୍କ ଆଖି ସାମ୍ନାରେ ଖୁଲମ ଖୁଲା ରୋମାନ୍ସ କରୁଥିଲେ ।

ଆଉ ସେଠାକୁ ଯାଉଥିବା ଲୋକମାନେ ତାଙ୍କୁ ଏଭଳି କାମ କରିବାକୁ ମନା କରିଥିଲେ କିନ୍ତୁ ଏହି ପ୍ରେମୀ ଯୁଗଳ ମାନି ନଥିଲେ । ଶେଷରେ ଲୋକମାନେ ବାଧ୍ୟ ହୋଇ ଏହି ଏହି ଘଟଣା ସଂପର୍କରେ ପୋଲିସକୁ ଜଣାଇଥିଲେ । ଆଉ ପାର୍କରେ ମହିଳା ପୋଲିସ ପହଞ୍ଚି ଏହି ପ୍ରେମୀ ଯୁଗଳଙ୍କୁ ଦେଖି ନେଇଥିଲେ ଆଉ ତାଙ୍କୁ ଥାନାକୁ ନେଇଥିଲେ ।

Leave a Reply

Your email address will not be published. Required fields are marked *