Special Report

ଦାଦା ନଥିବା ବେଳେ ପୁତୁରା ଆସି ଖୁଡି ସହ ଖେଳ କରୁଥିଲା,ପରେ ଆଉ ସମ୍ଭାଳି ନପାରି ଖୁଡିକୁ ହେଇଗଲା ବାହା!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଦେଖିଥିବେ । ସୋସିଆଲ ମିଡିଆରେ ଏଭଳି କିଛି ଖବର ସାମ୍ନାକୁ ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ଯୁବତୀ ଯିଏ କି ଖୁଡି ହେବେ ସେ ନିଜ ପୁତୁରା ସହିତ ପ୍ରେମ କରୁଛି । ଆଜିକା ସମାଜ ଏତେ ତଳକୁ ଖସି ଗଲାଣି ଯେଉଁଠି ଏଭଳି ଲୋକ ବସବାସ କରୁଛନ୍ତି । ଆଉ ଭୁଲି ଯାଉଛନ୍ତି ନିଜ ଇଜ୍ଜତ ।

ସମାଜରେ ଏଭଳି ଅନେକ ଘଟଣା ଘଟୁଛି । ଏହି ଭିଡିଓ ଏବେ ସାମ୍ନାକୁ ଆସିଲା ପରେ ଲୋକମାନେ ଅନେକ କଥା କହୁଛନ୍ତି । ଏହି ଭିଡିଓରେ ଥିବା ମହିଳା ଜଣକ ହେଉଛନ୍ତି ବିବାହିତା ।

ବିବାହିତା ହୋଇ ମଧ୍ୟ ସେ ଏଭଳି ନିର୍ଲଜ୍ଜ କାମ କରିବାକୁ ପଛାଉ ନାହାନ୍ତି । ଏହି ମହିଳା ଜଣକ ବିବାହ କରିଛନ୍ତି ତାଙ୍କ ପାଖରେ ତାଙ୍କର ସ୍ଵାମୀ ଆଉ ପରିବାର ଅଛନ୍ତି କିନ୍ତୁ ସବୁ ଥାଇ ସେ ନିଜ ଇଜ୍ଜତ ହରାଇ ଦେଉଛନ୍ତି । ପୁଅ ସମାନ ପୁତୁରା ସହ ପ୍ରେମ କରୁଛନ୍ତି ଖୁଡି ।

ପୁତୁରା ଜଣକ ମଧ୍ୟ ଭୁଲି ଗଲେ କି ଖୁଡି ହେଉଛି ମାଆ ସମାନ କିନ୍ତୁ ଏହି ଖୁଡି ଜଣକ ସହିତ ପ୍ରେମରେ ପଡ଼ି ଯାଇଛନ୍ତି ଏହି ପୁତୁରା । ପୁତୁରା ଭୁଲିଗଲା କି ସେହି ଖୁଡି ତାର ମାଆ ଆଉ ଖୁଡି ଭୁଲିଗଲା ଏହି ପୁତୁରା ହେଉଛି ତାର ପୁଅ ।

ଖୁଡି ଆଉ ପୁତୁରା ଏକାଠି ଗୋଟିଏ ଘରେ ରହି ମଧ୍ୟ ଏଭଳି କାମ କରିଛନ୍ତି । ସେମାନେ ରାତିରେ ଦେଖା କରୁଥିଲେ । ଆଉ ଏଭଳି କାମ କରୁଥିଲେ ଯାହାକୁ ନେଇ ଏବେ ସବୁଠି ପ୍ରଶ୍ନ ଆସୁଛି । ଶେଷରେ ଏହି ନିର୍ଲଜ୍ଜ ଖୁଡି ଆଉ ପୁତୁରା ବିବାହ କରିଲେ ।

ଖୁଡି ମଥାରେ ସିନ୍ଦୂର ପିନ୍ଧାଇଲା ପୁତୁରା । ପୁତୁରା ଜଣକ ଖୁଡି ମଥାରେ ସିନ୍ଦୂର ପିନ୍ଧାଇ ସବୁଦିନ ପାଇଁ ତାଙ୍କୁ ନିଜର କରିଛି । ଏହି ଭିଡିଓରେ ଆପଣମାନେ ଏହା ଦେଖିପାରିବେ । ଏହି କଥାକୁ ନେଇ ଏବେ ସବୁଠି ନିନ୍ଦା ହେଉଛି ।

https://youtu.be/Bk8CLFZifSA?si=8OHdBn-L7OpZUe6R

ଖୁଡି ଜଣଙ୍କୁ ପୁତୁରା କହୁଛି ସେ ଆଉ କୌଣସି ଝିଅକୁ ବିବାହ କରିବ ନାହିଁ । ଖୁଡି ଆଉ ପୁତୁରାର ପ୍ରେମ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖୁଡି ଜଣଙ୍କର ଏଭଳି କାମ ଦେଖି ଆଜି ମହିଳା ସମାଜ ବଦନାମ୍ ହେଉଛି । ଏବେ ଏହାକୁ ନେଇ ଅନେକ କଥା ଆସୁଛି ।

Leave a Reply

Your email address will not be published. Required fields are marked *