Special Report

ସୌମ୍ୟଙ୍କ ଗୋଟାଏ ଚାପୁଡାରେ ମିଟିଂ କରିବା ଛାଡ଼ିଦେଲେ ପାଣ୍ଡିଆନ!କହିଲେ ମୋର ଆଉ ନେତା ହେବାର ନାହିଁ କି ମାଡ଼ ଖାଇବାର ନାହିଁ !

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ଦେଖିଥିବେ । ଆପଣମାନେ ରାଜନୀତିକୁ ନେଇ ଆସୁଥିବା ଖବର ମଧ୍ୟ ଦେଖିଥିବେ । ଏବେ ଏଭଳି କିଛି ଖବର ଆସିଛି 5T ସଚିବ ଭି କେ ପାଣ୍ଡିଆନଙ୍କୁ ନେଇ ।

ବିଜେଡି ନେତା ସୌମ୍ୟ ପଟ୍ଟନାୟକଙ୍କୁ ତ ସମସ୍ତେ ଜାଣିଥିବେ । ୨୦୨୪ ମସିହାରେ ନିର୍ବାଚନ ହେବାକୁ ଯାଉଛି । ଆଉ ଏହି ନିର୍ବାଚନ ପାଇଁ ଏବେ ଅନେକ କଥା ସାମ୍ନାକୁ ଆସୁଛି । ଜଣେ ବ୍ୟକ୍ତି 5T ସଚିବ ଭି କେ ପାଣ୍ଡିଆନଙ୍କୁ ନେଇ କିଛି କଥା କହିଛନ୍ତି।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଆର ଯେ କୁମାର ଜ୍ଞାନେନ୍ଦ୍ର । ତାଙ୍କୁ ମିଡ଼ିଆ ପ୍ରଶ୍ନ ପଚାରିଛନ୍ତି ଆଉ ସେ ଏହାର ଉତ୍ତର ଦେଉଛନ୍ତି । 5T ସଚିବ ଭି କେ ପାଣ୍ଡିଆନ ନିର୍ବାଚନ ଲଢ଼ିବେ ବୋଲି କଥା ଆସୁଥିବା ବେଳେ ପାଣ୍ଡିଆନ ଲଢ଼ିବାକୁ ମନା କରିଥିଲେ ।

ବିଜେଡି ଏଭଳି ଚାଲ ଖେଳୁଛି ନିର୍ବାଚନ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ମିଡ଼ିଆ ରିପୋର୍ଟର । ଏହି ପ୍ରଶ୍ନର ଉତ୍ତର ଦେଇ ଏହି ବ୍ୟକ୍ତି ଜଣକ କହିଛନ୍ତି ଯେତେବେଳେ ସେ ପାଠ ପଢୁଥିଲେ ସେତେବେଳେ ସ୍ବର୍ଗତ ନନ୍ଦିନୀ ଶତପଥୀ ନିର୍ବାଚନ ଲଢ଼ୁଥିଲେ ।

ସେ ୧୯୭୪ ମସିହାର କଥା କହିଛନ୍ତି । ନବୀନ ହେଉଛନ୍ତି ଜଣେ ଡେଡ ହର୍ସ । ନବୀନ ଆଉ ନିର୍ବାଚନ ଲଢ଼ି ପାରିବେ ନାହିଁ । ଆଉ ସେଥିପାଇଁ ଏଭଳି ଦୋ ମୁହଁ ନୀତି କରାଯାଉଛି ।

ଆଉ ଲୋକମାନଙ୍କ ଆଗରେ ଏବେ ଏହି ଚାଲ ଧରପଡ଼ିଛି । କଂଗ୍ରେସ ତାର କାର୍ଯ୍ୟ ଚାଲୁ ରଖିଛି । ଆଗାମୀ ନିର୍ବାଚନରେ ଅନେକ କଥା ଆସିବ । ଓଡ଼ିଶାବାସୀ ଆଗାମୀ ୨୦୨୪ ମସିହା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ଜବାବ ଦେବେ ବୋଲି ସେ କହିଛନ୍ତି ।

ଲୋକ କୌଣସି କଥା ଭୁଲନ୍ତି ନାହିଁ କି ଭୁଲିବେ ନାହିଁ । ଗର୍ବରେ ଅତ୍ୟଧିକ ଉତ୍ସାହ ହୁଅନ୍ତୁ ନାହିଁ । ଅନେକ ଦିନ ଧରି ଶାସନ କରୁଥିବା ଦଳ ମଧ୍ୟ ହାର ମାନିଯିବ । ଯେଉଁମାନେ ଓଡ଼ିଶାର ଯୁବକଙ୍କୁ, ଓଡ଼ିଶାର କୃଷକଙ୍କୁ ଏବଂ ମା ଭଉଣୀ ମାନଙ୍କୁ ୨୫ ବର୍ଷ ହେଲା ଠକି ଆସିଛନ୍ତି ତାଙ୍କୁ ଜବାବ ଦେବେ ବିଜେଡି ସରକାର ଆଉ ବିଜେଡି ଦଳ ।

ଓଡ଼ିଶାବାସୀ ଠିକ୍ ସମୟରେ ଏହି କଥା ସାମ୍ନାକୁ ଆଣିବେ । ସୌମ୍ୟ ପଟ୍ଟନାୟକଙ୍କ ଗୋଟିଏ ମାଡ଼ରେ ପାଣ୍ଡିଆନ ଠିକ୍ ହୋଇ ଯାଇଛନ୍ତି । ଆଗକୁ ଗାଁରେ ପଶିଲେ ମାଡ ହେବ । ଏଭଳି ଅନେକ କଥା ଏହି ବ୍ୟକ୍ତି ଜଣକ କହିଛନ୍ତି ।

Leave a Reply

Your email address will not be published. Required fields are marked *