ରାଜ୍ୟ ଖବର

ଶେଷରେ ଶଶୁର କଲା ବୋହୁ ସହ ଚଉଠି ଏହାର ପଛରେ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖନ୍ତୁ viral video

ବନ୍ଧୁଗଣ ଶଶୁର ସହ 21 ବର୍ଷ ର ଝିଅ ସହ ବିବାହ ହୋଇଛି l କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ l ଘଟଣାଟି ଘଟି ଯାଇଛି ବିହାର ରାଜ୍ୟ ସମୟତିପୁର ଠାରେ l ଶଶୁର ଙ୍କ ନାଁ ହେଉଛି ରୋଶନ ଯାଦବ l

ଏବଂ ସେହି 21 ବର୍ଷୀୟ ଝିଅଙ୍କ ସ୍ୱପ୍ନା ଙ୍କ ସହ ତାଙ୍କର ବିବାହ ହବାର ଥିଲା l ବିବାହର ସମ୍ପୂର୍ଣ୍ଣ ବ୍ୟବସ୍ତା ସରିଥିବାବେଳେ ହଠାତ ପୁଅଟି ବିବାହ ପାଇଁ ମନା କରିଦେଇଥିଲା l କାହିଁକି ନା ସ୍ୱପ୍ନା ତାଙ୍କୁ ପସନ୍ଦ ନଥିଲେ ଏବଂ ସେ ଅନ୍ୟ କାହାକୁ ବିବାହ କରିବାକୁ ଚାଁହୁଥିଲେ l

ଏହାପରେ ଘରର ସଂମ୍ମାନ ରଖିବା ପାଇଁ ଶଶୁର କଲେ ବୋହୁ କୁ ବିବାହ l ଫୋଟ ରେ ଆପଣ ଦେଖି ପାରୁଥିବେ ଦୁହିଁଙ୍କ ଫୋଟ l ଦୁହିଁଙ୍କ ମଧ୍ୟରେ ଆକାଶ ପାତାଳ ଫରକ ଥିବାବେଳେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି l

ବୃଦ୍ଧ ଶଶୁର ଙ୍କ ବୟସ ପାଖା ପାଖି 65 ବର୍ଷ ଅଟେ l ଏହି ବହାହାଘର ପାଇଁ କେହି ରାଜି ନଥିଲେ ମଧ୍ୟ ଶଶୁର ଜବରଦସ୍ତ ବାହାହୋଇଥିବା ଅଭିଯୋଗ ଆସିଛି l

ଯୁବତୀ ମଧ୍ୟ ଶଶୁର ଙ୍କୁ ବାହା ହୋଇ ଖୁସି ନାହାନ୍ତି କିନ୍ତୁ ବୃଦ୍ଧ ଜଣଙ୍କ ଯାହା କଲେ କଣ ଠିକ କଲେ ଆପଣଙ୍କ ମତାମତ କଣ କମେଣ୍ଟ କରନ୍ତୁ l

Leave a Reply

Your email address will not be published. Required fields are marked *