ରାଜ୍ୟ ଖବର

ଏହି ଅଭିନେତ୍ରୀ ଙ୍କ ମୃତ୍ୟୁ ରେ ଖେଳିଗଲା ଶୋକ ର ଛାୟା…

ଜନ୍ମ ମୃତ୍ୟୁ ଚକ୍ର ରେ ସମସ୍ତେ ବନ୍ଧା । ଯିଏ ଦିନେ ଜନ୍ମ ହୋଇଛି ତାର ମୃତ୍ୟୁ ସୁନିଶ୍ଚିତ । ସେଥିପାଇଁ ତ କୁହାଯାଏ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ,ଦେବତା ହେଲେ ବି ମରଇ । ଦୁନିଆ କୁ ଛାଡି ସମସ୍ତେ ଦିନେ ନା ଦିନେ ଚାଲି ଯିବେ । ମୃତ୍ୟୁ ନିରାଟ ସତ୍ୟ । ହେଲେ ଏହି ସତ୍ୟ କୁ ଗ୍ରହଣ କରିବା ସମସ୍ତଙ୍କ ପାଇଁ କଷ୍ଟଦାୟକ । କାରଣ କେହି ବି ନିଜ ପ୍ରିୟ ମଣିଷ ଙ୍କୁ ହରେଇବାକୁ ଚାହାନ୍ତି ନାହିଁ । ତେବେ ପୁଣି ଅନ୍ୟ ଏକ ଅଭିନେତ୍ରୀ ଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ଚକିତ କରିଛି ଆସନ୍ତୁ ସେ ସମ୍ପର୍କିତ ଖବର ଜାଣିବା ।

 

ଆପଣ ମାନେ ବିଭିନ୍ନ ଅଭିନେତା ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଶୁଣିଥିବେ । ବହୁତ ଭଲ ଓ ବରିଷ୍ଠ କଳାକାର ମାନଙ୍କୁ ଆମେ ହରେଇସାରିଛୁ । ସେହି ଅଭିନେତା ଅଭିନେତ୍ରୀ ମାନଙ୍କ ଶୂନ୍ୟସ୍ଥାନ କେହି ପୂରଣ କରି ପାରିବେ ନାହିଁ । ସେ ଓଲିଉଡ କିମ୍ବା ବଲିଉଡ , ସିନେମା ହେଉ ଅବା ଟେଲି ଧାରା ବାହିକ ହେଲେ ସବୁ କ୍ଷେତ୍ର ରେ ଭଲ ଅଭିନୟ ଅଭିନେତ୍ରୀ ଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଘାତ ଦେଇଥାଏ । ବହୁତ ଜଣ ପ୍ରଶଂସକ ନିଜ ପ୍ରିୟ କଳାକାର ଙ୍କ ବିୟୋଗ କୁ ଗ୍ରହଣ କରି ପାରନ୍ତି ନାହିଁ ।

 

ଆପଣ ମାନେ ଟେଲି ଧାରାବାହିକ ଅନୁପମା ସିରିଏଲ ବିଷୟରେ ଜାଣିଥିବେ । ବହୁତ କମ ଦିନ ଭିତରେ ଏହି ସିରିଏଲ ଟି ବହୁତ ଭଲ ପ୍ରଶଂସିତ ହୋଇପାରିଛି । ବହୁତ ଫେମସ ମଧ୍ୟ ହୋଇ ପାରିଛି । ତେବେ ସିରିଏଲ ରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀ ଙ୍କ ମୃତ୍ୟୁ ଘଟିଛି । ସେ ହେଉଛନ୍ତି ମାଧବୀ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବୟସ ହୋଇଥିଲା । ସେ ଅନୁପମା ସିରିଏଲ ରେ ଅନୁପମା ଙ୍କ ମା ଭୁମିକା ରେ ଅଭିନୟ କରୁଥିଲେ ।

ତେବେ କିଛି ଦିନ ତଳେ ଶରୀର ର ଅସୁସ୍ଥତା କାରଣ ରୁ ସେ ଏହି ସିରିଏଲ ରୁ ବାହାରି ଯାଇଥିଲେ । ତେବେ ତାଙ୍କର ମୃତ୍ୟୁ ଖବର ବଲିଉଡରେ ଶୋକ ର ଛାୟା ଖେଳେଇ ଦେଇଛି । ଅନୁପମା ସିରିଏଲ ର କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ ମେଡିକାଲ ରେ ଚିକିତ୍ସିତ ହେଉଥିଲେ ହେଲେ ସେ ସବୁଦିନ ପାଇଁ ଆଖି ବୁଜିଦେଲେ । ବହୁତ ଭଲ ଭଲ ସିରିଏଲ ରେ ସେ ଅଭିନୟ କରିଛନ୍ତି ।

ତାଙ୍କର ଭଲ ବ୍ୟବହାର ଏବେ ସମସ୍ତଙ୍କ ସହ ଥିବା ଭଲ ସମ୍ପର୍କ କୁ ସମସ୍ତେ ମିସ କରିବେ । ଏବେ ଅନୁପମା ସିରିଏଲ ରେ ଅନ୍ୟ ଜଣେ ତାଙ୍କ ସ୍ଥାନ ରେ ଅଭିନୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *