ଜନ୍ମଦିନରେ Cake କାଟୁ କାଟୁ ଆସିଲା ମୃ-ତ୍ୟୁ ଏମିତି ମୃତ୍ୟୁ କେବେ ଦେଖିନଥିବେ ଦେଖନ୍ତୁ Exclusive visual

ସାଧାରଣତଃ ସମସ୍ତେ ବିଭିନ୍ନ ଉପାୟରେ ଜନ୍ମ ଦିନ ପାଳନ କରିଥାନ୍ତି।କିଏ ପୂଜାପୂଜି କରି ଜନ୍ମ ଦିନ ପାଳନ କରୁଥିବା ବେଳେ ଆଉ କିଏ ସାଙ୍ଗ ମାନଙ୍କ ସହିତ ମିଶି କେକ୍ କାଟି ,ବୁଲାବୁଲି କରି ଜନ୍ମ ଦିନ ସେଲିବ୍ରେଟ୍ କରିଥାନ୍ତି।

କିନ୍ତୁ ଏବେ ସାଙ୍ଗ ମାନେ କିଛି ନୂତନ ଉପାୟରେ ଜନ୍ମ ଦିନ ପାଳନ କରୁଛନ୍ତି।ଏମିତି ଏକ ଘଟଣା ଯାହାକି ସୋସିଆଲ ମିଡିଆରେ ଭାଈରାଲ୍ ହୋଇଛି।

ଏବେ ଯେଉଁ ପ୍ରକାର ର ଜନ୍ମ ଦିନ ପାଳନ କରୁଛନ୍ତି କେକ ରେ ମୁହଁ ପୁରେଇଦେଉଛନ୍ତି , ତ କେତେବେଳେ ଅଣ୍ଡା ମାଡ଼, ବେସନ ଲଗେଇବା,

ଦେହ ରେ ଦହି ଢାଳିବା,ଦେହ ହାତରେ କେକ୍ ବୋଲିବା ଏହି ଭଳି ଜନ୍ମ ଦିନ ସାଙ୍ଗମାନେ ପାଳନ କରୁଛନ୍ତି।
ସେମିତି ଏକ ଘଟଣା ସିସିଟିଭି କ୍ୟାମେରା ରେ ଦେଖିବାକୁ ମିଳିଛି।

୫ ଜଣ ସାଙ୍ଗ ମିଶି ସ୍କୁଟି ଉପରେ କେକ୍ ରଖି ସାଙ୍ଗର ଜନ୍ମ ଦିନ ପାଳନ କରିଥିଲେ। ସଟ୍ ମାରିଥିଲେ,ତାପରେ କେକ୍ ରେ ମୁହଁ ପୂରେଇଦେଇଥିଲେ ।

ଆଉ ଜନ୍ମ ଦିନରେ ଖୁସିରେ ସାଙ୍ଗ ମାନେ ଟେକି ଆଣି ଖୁସିରେ ମାଡ଼ ମଧ୍ୟ ମାରିଥିଲେ।ଦେହ ହାତରେ କେକ୍ ଲଗେଇଥିଲେ।ସେମାନେ ମାରି ଚାଲିଥିଲେ କିନ୍ତୁ ଟିକେ ସମୟ ପରେ ଦେଖିଲେ ସାଙ୍ଗଟି ଅଚେତ୍ ହେଇଯାଇଛି।

ସମସ୍ତେ ଡରି ଯାଇଥିଲେ।ପାଣି ଆଣି ମୁହଁରେ ଛାଟିଥିଲେ।କିନ୍ତୁ କିଛି ବି ହୋଇନଥିଲା।ଶେଷରେ ଜନ୍ମ ଦିନରେ ସାଙ୍ଗଟିର ମୃ-ତ୍ୟୁ ହୋଇସାରିଥିଲା।

ଏମିତି ହେବାର କାରଣ ,ସେମାନେ କେକ୍ ଏବଂ ଅଣ୍ଡାକୁ ସାଙ୍ଗଟି ମୁହଁରେ ଭର୍ତ୍ତି କରି ତାଙ୍କ ଦେହରେ ଆଘାତ କରିଥିଲେ|ଫଳସ୍ୱରୂପ ଦେହଟି ସନ୍ନିପାତ ହୋଇଯାଇଥିଲା।

Leave a Comment

Your email address will not be published. Required fields are marked *

Scroll to Top