ଏକାଠି ରାତି ବିତାଇଲେ Tapaswini – sumit ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ଚିନି ଶିଳ୍ପ ନୂଆଗାଁର ଗେଷ୍ଟ ହାଉସ ରେ ରହିବେ ତପସ୍ୱିନୀ ଓ ତାଙ୍କ ସ୍ବାମୀ ସୁମିତ। ଚାରିଆଡୁ ଜଗିକି ରହିଛନ୍ତି ପୋଲିସ କର୍ମୀ ମାନେ।ତପଶ୍ଵନୀଙ୍କ ତପସ୍ୟା ସତରେ ସଫଳ ହୋଇଛି।କିନ୍ତୁ ଏବେ ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ।

ଏବେବି ସୁମିତ ଓ ତପଶ୍ଵନୀଙ୍କର ମନ ମିଶିବା ବାକି ଅଛି।ଯେଉଁ ପର୍ଯ୍ୟନ୍ତ ନୂଆ ଘର ବା ଭଡ଼ା ଘର କୋର୍ଟଙ୍କ ନିର୍ଦ୍ଦେଶରେ ମିଳିନାହିଁ ସେ ଯାଏଁ ତପଶ୍ୱନି ଆଉ ସୁମିତ ଏହି ଗେଷ୍ଟ ହାଉସ ରେ ହିଁ ରହିବେ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ବହୁ ଚର୍ଚ୍ଚିତ ତାପଶ୍ଵନି ଓ ସୁମିତଙ୍କ ଘଟଣା ।ଏବେ ଏହି ଦୁଇ ଜଣ ସବୁ ଲୋକଙ୍କର ପ୍ରିୟ ପାଲଟିଛନ୍ତି। ଡିମ୍ପଲ୍ ଙ୍କ ସଂଘର୍ଷର କାହାଣୀ ଅନେକ ଲୋକଙ୍କୁ ପ୍ରଭାବିତ କରିଛି।

ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କୁ ବହୁତ୍ ଭଲ ପାଇବା ମିଳିଛି।କେବଳ ଓଡ଼ିଶାର ନୁହେଁ ,ଓଡ଼ିଶା ବାହାରେ ବି ଉଭୟ ମିଶି ଯାଆନ୍ତୁ ଏବଂ ଉଭୟଙ୍କ ଶୁଭ କାମନାକୁ ନେଇ ଅନେକ ଶୁଭେଚ୍ଛୁ ଶୁଭ କାମନା ଦେଇଛନ୍ତି। କାଲିର କେଷ୍ଟିଜିଆନ କୋର୍ଟର ନିଷ୍ପତି ପରେ ପ୍ରଶଂସା କରିଥିଲେ।

ଏବଂ ଶୁଭେଚ୍ଛା ,ଭଲ ପାଇବା ଓଜାଡି ଦେଇଥିଲେ ଏହି ଦୁଇ ଜଣଙ୍କ ପାଇଁ।କେବଳ ସୁମିତ ଆଉ ତପଶ୍ଵନୀ ଏହି ସାତ ଦିନ ଭିତରେ ନିଜର ପ୍ରେମକୁ ସାଧି ବେ ତା ନୁହେଁ,ଏହା ଭିତରେ ପୋଲିସ ଏବଂ ଅନ୍ୟ ମାନେ ବି ସହଯୋଗ କରିବେ।

କିଛି ସମୟ ପାଇଁ ଡାକ୍ତର ସୁମିତ ଆଜି ବାଲିଶିରା ମେଡିକାଲ୍ ଯାଇଥିଲେ।ଏବଂ ନିଜ ପେସେଣ୍ଟ ମାନଙ୍କର ଚିକିତ୍ସା କରିଥିଲେ ,ଏବଂ ପୁଣି ଫେରି ଆସିଥିଲେ।

Leave a Comment

Your email address will not be published. Required fields are marked *

Scroll to Top