ଏଇ ଭିଡିଓ ଦେଖିଲେ ଆପଣ ଙ୍କ ମୁଣ୍ଡ ବି ଘୁରାଇ ଦେବ, ଦେଖନ୍ତୁ ଭାଇରାଲ ଭିଡିଓ ..

ଭାଗ୍ୟ କେମିତି କୌଣସି ଲୋକର ଜିବନ ବଞ୍ଚେଇପାରେ।ମାର୍କେଟ ରେ ୨ ଟି ଷଣ୍ଢ ଲଢ଼ାଲଢି ହେଉଛନ୍ତି।ଲୋକମାନେ ତାଙ୍କ ଆଗକୁ ଆସିବା ପାଇଁ ଭୟ ମଧ୍ୟ କରୁଛନ୍ତି।କିଛି ଲୋକ ଷଣ୍ଢ ଙ୍କୁ ଛଡେଇବା ପାଇଁ ପାଣି ପକାଉଛନ୍ତି।କିନ୍ତୁ ଜଣେ ଲୋକ ଷଣ୍ଢକୁ ଖାତିର ନ କରି ଆରାମ ରେ ସାଇକେଲ ନେଇ ଚାଲି ଆସିଲେ।କିନ୍ତୁ ଭାବନ୍ତୁ ଷଣ୍ଢ ଯଦି ସାଇକେଲ ଚାଳକ ଉପରେ ଆକ୍ରମଣ କରିଥାନ୍ତେ ,ତାହେଲେ ସେ ଲୋକଟି ହୁଏତ ମାରିଯାଇଥାନ୍ତେ।

ଓଡ଼ିଆରେ କଥା ରେ ଅଛି ” ଅରଣା ମଇଁଷି ରହିଛି ଅନେଇ ,ମଇଁଷିର ପାଖ ନ ଯାଓ ଦନାଇ”କିନ୍ତୁ ଏଠି ଲୋକମାନେ ନୁହେଁ ,ମଇଁଷି ହିଁ ଲୋକମାନଙ୍କ ପାଖକୁ ପଲେଇଆସିଲା। ବଣ ମଇଁଷି ଗୁଡ଼ିକ ଗାଡ଼ି ଅଟକାଇ ସମସ୍ତଙ୍କ ଠାରୁ ଖାଦ୍ୟ ମାଗୁଛନ୍ତି।କିନ୍ତୁ ମଇଁଷି ମାନଙ୍କର ଏମିତି ବ୍ୟବହାର ଗୋଟେ ଝିଅ ଦେଖି ଡରିଯାଇଥିଲ।

ଚିତା ବାଘ ସହିତ ଗାଡ଼ିରେ ବସିଛନ୍ତି କି?ଏହି କାମ ଏତେ ଅସମ୍ଭବ ବି ନୁହେଁ ।କେତୋଟି ଲୋକ ଚିତା ବାଘ ଏରିଆ କୁ ଚାଲିଯାଇଥିଲେ ।ସେତେବେଳେ ଚିତା ବାଘର ନଜର ଏ ଲୋକମାନଙ୍କ ଉପରେ ପଡ଼ିଥିଲା।ଚିତା ବାଘଟି ସାଙ୍ଗେ ସାଙ୍ଗେ ଗାଡ଼ି ଭିତରକୁ ପଶିଗଲା ।ତାକୁ ଦେଖି ଗାଡ଼ି ଭିତରେ ଥିବା ଲୋକ ଡରିଯାଇଥିଲେ। କିନ୍ତୁ ଚିତା ବାଘଟି କାହାର କିଛି କ୍ଷତି କରିନଥିଲା ।ସମସ୍ତଙ୍କୁ ଦେଖି ସେଠୁ ଚାଲିଯାଇଥିଲା।

ନଭେମ୍ବର ୨୦୨୦ ରେ ଥାଇଲାଣ୍ଡର ଏକ ଜାଗାରେ ଦେଖିବାକୁ ମିଳିଛି ଗୋଟେ ଯୁବକ ନିଜ କାରରେ ମାର୍କେଟ ଯାଉଥିବା ସମୟରେ ଦେଖିଲେ ଯେ ଗୋଟେ ସାପ କାରରେ ଆଗ କାଚରେ ଚଢିଛି।ଏହି ଘଟଣା ଦେଖି ଯୁବକ ଜଣଙ୍କ ଡରିଗଲେ ।ସାପ ଧରାଳି କୁ କଲ୍ କରି ଡାକିଥିଲେ।ତାପରେ ୬ ମାସ ପର୍ଯ୍ୟନ୍ତ ଯୁବକଟି ସେ କାର ଧରିଲା ନାହିଁ।

Leave a Comment

Your email address will not be published. Required fields are marked *

Scroll to Top