ରାଜ୍ୟ ଖବର

ଦୂତୀ ଙ୍କ ନାମ ରେ ଆପତ୍ତି ଜନକ୍ ଖବର ପ୍ରସାରଣ ପ୍ରତିବାଦ ରେ ଦୂତି ଯିବେ ପୋଲିସ ପାଖକୁ…

ଦୂତୀ ଚାନ୍ଦ ଙ୍କ ଏକ ନୂଆ ମାମଲା ସାମ୍ନା କୁ ଆସିଛି ଯେଉଁଠି ସେ ଏକ ନିର୍ଦ୍ଧିଷ୍ଟ ଗଣ ମାଧ୍ୟମ ନା ରେ ନିଜର ଅଭିଯୋଗ ରଖିଛନ୍ତି ଯେ ସେ ମିଡ଼ିଆ ଲୋକ ମତେ ପଇସା ମାଗୁଛନ୍ତି ଆଉ ମୋର୍ ବାପା ମା ଙ୍କୁ ଧମକେଇ ମୋର୍ ବିରୁଦ୍ଧ ରେ ବାଇଟ୍ ଆଣିଛନ୍ତି ଆଉ ମତେ ୱାଟସାପ ରେ ଯୋଗାଯୋଗ କରି ମତେ ପଇସା ମାଗୁଛନ୍ତି

ତେବେ ଖବର ଏଇଆ କି ଦୂତୀ ଙ୍କ ଅଲମ୍ପିକ୍ସ ରେ ହେଇଥିବା ବିଫଳତା କୁ ନେଇ ତାଙ୍କ ଭଉଣୀ ଆଉ ତାଙ୍କ ପ୍ରଶଂସକ ମଧ୍ୟ ରେ କ୍ଷୋଭ ଆସିଯାଇଛି, ସମସ୍ତେ ଦୂତୀ ଙ୍କୁ ଛି ଛି କରୁଛନ୍ତି ଆଉ ଦୂତୀ ନିଜ ବ୍ୟକ୍ତିଗତ ଜୀବନ ରେ ଡୁବି ରହି ଦେଶ କୁ ବର୍ବାଦ କରିଦେଇଛନ୍ତି ବୋଲି ତାଙ୍କ ଭଉଣୀ ବି ଅଭିଯୋଗ କରିଥିଲେ

ତେବେ ଦୂତୀ ନିଜ ID ରୁ କିଛି ସ୍କ୍ରିନ ସଟ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି କି ଏଇ ସାମ୍ବାଦିକ ଜଣକ ମତେ ପଇସା ମାଗୁଛି ଆଉ ମୋର୍ ବାପା ଙ୍କ ଇଣ୍ଟର୍ଭ୍ୟୁୟୁମିଡ଼ିଆ ରେ ବଜେଇବାକୁ ଧମକ ଦେଇଛି, ମୁ ଏହା ବିରୁଦ୍ଧ ରେ 5T ଙ୍କୁ ଅଭିଯୋଗ କରିବି

ଦୂତୀ ଙ୍କ ସପକ୍ଷ ରେ ବି କିଛି ଲୋକ ଆସିଛନ୍ତି ,ତେବେ ଏଇ ଘଟଣା କୁ ନେଇ ଖୁବ୍ ଜୋର୍ ସୋର୍ ରେ ଚର୍ଚ୍ଚା  ଲାଗି ରହିଛି, ୮ ମାସ ଆଗରୁ ଦୂତୀ ଗୋଟେ BMW ଗାଡ଼ି କିଣିଥିଲେ ଆଉ କଣ ପ୍ରସ୍ତୁତ ହେବେ ବୋଲି କିଛି ଲୋକ ପ୍ରଶ୍ନ କରିଛନ୍ତି

Leave a Reply

Your email address will not be published. Required fields are marked *