ରାଜ୍ୟ ଖବର

ଏଇ ବର୍ଷ ଦଶହରା ରେ ୮ ଟି ରାଶି ଉପରେ ହାତୀ ଢାଳିବ ସୁନା କଳସ, ଆପଣ ଙ୍କ ରାଶି ଅଛି କି ଦେଖନ୍ତୁ

ବିଭିନ୍ନ ସମୟ ରେ ଗ୍ରହ ନକ୍ଷତ୍ର ଙ୍କ ଗତି ବିଧି ବଦଳି ଥାଏ । ଏହି ସମୟ ରେ କିଛି ରାଶି ପାଇଁ ଶୁଭ ହୋଇଥାଏ ଓ କିଛି ଜଣକ ପାଇଁ ଅଶୁଭ ହୋଇଥାଏ । ଆପଣ ମାନେ ଜାଣନ୍ତି ଆମର ୧୨ ଟି ରାଶି ଅଛି । ସବୁ ରାଶି ଭଲ ହୋଇଥାଏ । କେବଳ ଗ୍ରହ ନକ୍ଷତ୍ର ଙ୍କ ଗତି ବିଧି ଅନୁଯାୟୀ କିଛି ଟା ଖରାପ ଫଳ ହୋଇଥାଏ । ତେବେ ଆସନ୍ତୁ ସେ ସମ୍ପର୍କିତ ଖବର ଜାଣିବା ।

ଆଗକୁ ଆସୁଛି ଦଶହରା । ଦଶଭୁଜା ମା ମହମାୟା ମା ଦୁର୍ଗା ଆସିବେ । ମା ଙ୍କ ଅପେକ୍ଷା ରେ ସମସ୍ତେ ରହିଛନ୍ତି । ଏହି ସମୟରେ ସମସ୍ତଙ୍କ ମନ ଖୁସି ରହିଥାଏ । ସତରେ ସବୁ ପର୍ଵ କୁ ସମସ୍ତେ ଖୁସି ମନରେ ମିଳିମିଶି ପାଳନ କରିଥାନ୍ତି । ତେବେ ଏହି ପାର୍ବଣ ଦିନ ଗ୍ରହ, ନକ୍ଷତ୍ର ଙ୍କ କିଛି ଗତିବିଧି ପରିବର୍ତ୍ତନ ହେବ ଯାହା ଦ୍ୱାରା ୮ ଟି ରାଶି ଉପରେ ଏହାର ଭଲ ପ୍ରଭାବ ପଡ଼ିବ ।

ଏହି ୮ ଟି ରାଶି ହେଉଛନ୍ତି ମେଷ ,ବୃଷ ,ସିଂହ,କନ୍ୟା,ତୁଳା,ବିଛା, ଧନୁ ,ମୀନ ରାଶି । ଏହି ରାଶି ମାନଙ୍କ ବ୍ୟକ୍ତି ବିଶେଷ ଙ୍କ ଉପରେ ଶୁଭ ଫଳ ମିଳିବ । କୁହାଯାଏ ଭଗବାନ ଯେତେବେଳେ ସନ୍ତୁଷ୍ଟ ହୋଇ କିଛି ଦିଅନ୍ତି ତାହା ଆଶା ରୁ ଅଧିକା ହୋଇଥାଏ । ତେବେ ଏହି ରାଶି ମାନଙ୍କ ଉପରେ ବହୁତ ଶୁଭ ରହିଛି । ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ଉପରେ କଣ ପ୍ରଭାବ ପଡିବ ।

ପରିବାର ର ଖୁସି ର ବାତାବରଣ ରହିବ ,ଆୟ ବୃଦ୍ଧି ହେବ ,ବୈବାହିକ ଜୀବନ ଭଲ ରହିବ, ଚାକିରୀ ରେ ପଦୋନ୍ନତି ହେବ ,ଆପଣ ଙ୍କ ସବୁଦିନ ଖୁସି ରେ ବିତିବ ,ବେପାର ବାଣିଜ୍ୟ ବୃଦ୍ଧି ହେବ ,ତେବେ ଆପଣ ମାନେ ଅନ୍ୟ ମାନଙ୍କ କଥାରେ ମୁଣ୍ଡ ପୁରେଇବା ଠିକ ହେବ ନାହିଁ ନହେଲେ ଏହା ଆପଣଙ୍କ ଉପରେ ଭାରି ପଡିବ , ସ୍ୱାସ୍ଥ୍ୟ ଭଲ ରହିବ ଇତ୍ୟାଦି ଶୁଭ ହେବ । ତେବେ ଏହି ବର୍ଷ ଦଶହରା ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ଏହା ହିଁ ଆମର କାମନା ।

Leave a Reply

Your email address will not be published. Required fields are marked *