ରାଜ୍ୟ ଖବର

ଆର୍ଯ୍ୟାନ୍ ଖାଁ କୁ ଗିରଫ କରିଥିବା ପୋଲିସ ର ଜୀବନ କୁ ଭୟ ,ମାରିବାକୁ ଗୋଡାଉଛନ୍ତି ଅଜ୍ଞାତ ଗ୍ୟାଙ୍ଗ

ଆପଣ ମାନେ ବହୁତ ଗୁଡିଏ ଅଫିସର ମାନଙ୍କୁ ଜାଣିଥିବେ । ବହୁତ ଜଣ ପୋଲିସ ଅଧିକାରୀ ମଧ୍ୟ ଅଛନ୍ତି ଯିଏ ନିଜ କର୍ତ୍ତବ୍ୟ ବହୁତ ଭଲ ରେ କରିଥାନ୍ତି । ଯାହା ପାଇଁ ତାଙ୍କୁ ସମସ୍ତେ ଜାଣିଥାନ୍ତି । ତେବେ କିଏ କରୁଛି ଏନସିବି ଅଫିସର ଙ୍କୁ ଟାର୍ଗେଟ ? ତାଙ୍କ ଜୀବନ ପାଇଁ କିଏ ବିପଦ ସାଜୁଛି ? ଆସନ୍ତୁ ଜାଣିବା ସେ ସମ୍ପର୍କିତ ସମ୍ପୂର୍ଣ୍ଣ ଖବର ।

ଏନସିବି ର ଅଫିସର ସମୀର । ସେ ବହୁତ ସାହସୀ ଓ ନିଷ୍ଠାବାନ ଅଫିସର । ସେ କେବେ କାହାକୁ ଖାତିର କରନ୍ତି ନାହିଁ । ତେବେ ମହାରାଷ୍ଟ୍ର ପୋଲିସ କୁ ସେ ଜଣେଇଛନ୍ତି ଯେ ତାଙ୍କ ଉପରେ କିଏ ଜଣେ ନଜର ରଖୁଛି । ଓ ତାଙ୍କ ଗତି ବିଧି ଉପରେ ସବୁ ରେକର୍ଡ଼ ରଖିଛନ୍ତି । ତେବେ ସବୁବେଳେ ସମୀର ଙ୍କ କଥା ଶୁଣିଲେ ବହୁତ ଲୋକ ମାନେ ଭୟ କରିଯାନ୍ତି ।

ବହୁତ ବଡ଼ ବଡ଼ ଘଟଣା ରେ ଏହି ଅଫିସର ନିଜ ର କାର୍ଯ୍ୟ ବହୁତ ଭଲ ରେ ପାଳନ କରିଛନ୍ତି । ତେବେ କିଏ ତାଙ୍କ ପାଇଁ ଏମିତି ଟାର୍ଗେଟ କରୁଛି ସେ ଜଣେଇଛନ୍ତି । ଆର୍ଯ୍ୟନ ଖାନ ଙ୍କ ଡ୍ରଗ୍ସ ମାମଲା ପରେ ତାଙ୍କ ର ବହୁତ ଶତ୍ରୁ ହେଇଯାଇଛନ୍ତି । ଦେଶ ର ସବୁ ବରିଷ୍ଠ ଅଫିସର ଙ୍କ ମଧ୍ୟ ରେ ସମିର ଜଣେ । ବହୁତ୍ ବଡ଼ ନେତା ହୋଇଥାନ୍ତୁ କିମ୍ବା କିଏ ନାମ କରା ଲୋକ କାହାକୁ ବି ସେ ଖାତିର କରନ୍ତି ନାହିଁ । ବହୁତ୍ ଲୋକ ଙ୍କୁ ସେ ଗିରଫ କରିବା ସହ । ବହୁତ୍ ଡ୍ରଗ୍ସ ଟିମ୍ କୁ ଠାବ କରିଛନ୍ତି ।

ବହୁତ୍ ଜଣ ତାଙ୍କ ପଛରେ ଲାଗୁଥିଲେ ମଧ୍ୟ ସେ କାହାକୁ ବି ଡରନ୍ତି ନାହିଁ । ଶାହରୁଖ ଖାନ ଙ୍କ ପୁଅ ର ଡ୍ରଗ୍ସ ମାମଲା ପରେ ବହୁତ ଜଣ ତାଙ୍କ ବିରୋଧି ସାଜିଛନ୍ତି । ତେବେ ସେ ମଧ୍ୟ ସବୁ ର ରେକର୍ଡ଼ ରଖୁଛନ୍ତି । ତାଙ୍କ ଜୀବନ ପାଇଁ କିଏ ବିପଦ ଆଣିଲେ କିଏ ଦାୟୀ ହେବେ ବୋଲି ସେ କହିଛନ୍ତି । ତେବେ କୌଣସି କଥା କୁ ଖାତିର ନ କରି ସେ ସବୁବେଳେ ନିଜ କାର୍ଯ୍ୟ କରିଥାନ୍ତି ।

ଏମିତି ଭାବରେ କିଏ ତାଙ୍କ ପଛରେ ଗୁପ୍ତଚର ଲାଗେଇଛନ୍ତି ଆଗକୁ ଜଣା ଯିବ । ତେବେ ଅଭିନେତା ସୁଶାନ୍ତ ସିଂ ଙ୍କ ମୁର୍ତ୍ୟୁ ପରେ ସେ ସେହି ମାମଲା ରେ ଆସିଥିଲେ ଓ ସେବେଠୁ ସେ ବହୁତ ଡ୍ରଗ୍ସ ମାଫିଆ ଙ୍କୁ ହାଜତ ଦେଖେଇସାରିଲେଣି ।

Leave a Reply

Your email address will not be published. Required fields are marked *