Special Report

ଏଲିଅନ ଦେଲେ ଭୟଙ୍କର ଚେତାବନୀ ଖୁବଶୀଘ୍ର ଧ୍ୱଂସ କରିବେ ପୃଥିବୀ ଦେଖନ୍ତୁ ସମ୍ପୂର୍ଣ Report

ଭବିଷ୍ୟତରେ ପୃଥିବୀପୃଷ୍ଟ ହେବ ଏଲିଅନ୍ ମାନଙ୍କ ଆକ୍ରମଣର ଶିକାର।ଏହି ତଥ୍ୟତି ଇଣ୍ଟରନେଟରେ ଭାଇରାଲ ହେଉଛି।ଜଣେ ବ୍ୟକ୍ତି ତାଙ୍କ ନାମ ଜେଭିଆର୍।ବର୍ତ୍ତମାନ ୨୭୧୪ ମସିହାରୁ ୨୦୨୧ ମସିହାରେ ଆସି ପଦାର୍ପଣ କରିଛନ୍ତି।

ଏଭଳି ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।ଇଟାଲୀର ଏକ ସହରରେ ବୁଲୁଥିବାର ନଜରକୁ ଆସିଛି। ଏଲିଅନ ମାନଙ୍କ ଦ୍ଵାରା ଆକ୍ରମଣର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି।ଏବଂ ଗୋଟିଏ ପରେ ଗୋଟିଏ ସହରରେ ମଣିଷ ମାନେ ବିଲୁପ୍ତ ହେବାକୁ ବସିବେ।

ଏଲିଅନ୍ ମଣିଷ ମାନଙ୍କୁ ଗାୟବ କରିଦେବେ।ଏବଂ ମନୁଷ୍ୟ ମାନଙ୍କୁ ଖାଦ୍ୟ ରୂପେ ଗ୍ରହଣ କରିବେ।ମନୁଷ୍ୟ ମାନଙ୍କର ଚିହ୍ନ ବର୍ଣ୍ଣ ବିଚ୍ଛିନ୍ନ ହୋଇଯିବ।ଉତ୍ତର ଆଣ୍ଟଲାଟିକ୍ ରେ ଏକ ସହର ଯାହାକି ସମୁଦ୍ର ଭିତରେ ବୁଡ଼ି ରହିଛି।

ତାହା ୨୦୨୨ବେଳକୁ ଭୂପୃଷ୍ଠରେ ଦେଖାଦେବା ଆରମ୍ଭ କରାଯିବ।ଏହି ସହରଟି ପୁନର୍ବାର ଲୋକ ଲୋଚନକୁ ଆସିବ।ଏରିଆ ୫୧ ନାମକ ଏକ ସ୍ଥାନ ଯେଉଁଠାରେ ମନୁଷ୍ୟ ଏବଂ ପଶୁ ମାନଙ୍କୁ ନେଇ ଏକ ହାଇବ୍ରିଦ୍ ପ୍ରଜାତିର ଜୀବ ତିଆରି କରାଯାଇଛି।

 

୨୦୨୩ ବେଳକୁ ମନୁଷ୍ୟ ଏବଂ ମୂଷାଙ୍କୁ ନେଇ ଏକ ହାଇବ୍ରିଡ୍ ପ୍ରଜାତି ତିଆରି ହେବ।ମନୁଷ୍ୟ ଏବଂ ମାଛ ମାନଙ୍କୁ ନେଇ ଏକ ଗବେଷଣା କରାଯିବ

ଏହା ମାଧ୍ୟମରେ ଏଲିଅନ ମାନେ ସଂଶ୍ଳିଷ୍ଟ ରହିଛନ୍ତି।୨୭୧୪ ରେ ସେ ପୃଥିବୀପୃଷ୍ଠ କୁ ଆସିଛନ୍ତି।ଏବଂ ସେ ଭବିଷ୍ୟତରେ ଦେଖିଛନ୍ତି କିଭଳି ଭାବରେ ମଣିଷ ମାନେ ଲୋପ ପାଇଯାଇଛନ୍ତି।

ସେ ଯେଉଁ ସ୍ଥାନରେ ରହୁଛନ୍ତି ଅଗଷ୍ଟ ୧୧,୨୦୨୧ରେ ଏମିତି ଏକ ଧୂମକେତୁ ଯାହା ୨ ମାସ କାଳ ଆକାଶରେ ଦେଖା ଦେଇଥିଲା।ଏଇଟା ହେଉଛି ଏଲିଅନ ମାନେ ଅନ୍ୟ ଏଲିଅନ ମାନଙ୍କୁ ସଂକେତ ଦେଉଛନ୍ତି।ଏଲିଅନ ମାନେ କଣ ସତ?କିମ୍ବା ଏଲିଅନ

ମାନଙ୍କର ଅସ୍ତିତ୍ଵ ହିଁ ନାହିଁ।ଏଇଟା ବଡ଼ ପ୍ରଶ୍ନବାଚୀ।ଏହି ବ୍ୟକ୍ତି ଜଣଙ୍କ ନିଜ ମୁହଁକୁ ଲୁଚାଇ ଏଭଳି କାହାଣୀ କହୁଛନ୍ତି ନା ବାସ୍ତବିକ ତାଙ୍କ କଥାରେ କିଛି ସତ୍ୟତା ଅଛି ତାହା ଜଣା ପଡି ନାହିଁ।

Leave a Reply

Your email address will not be published. Required fields are marked *